ବାବୁଶାନ୍ ( Babushaan ) ପ୍ରେମରେ ବାଟ ବାଉଳା ହୁଅନି… ଏତେ ନିର୍ଲଜ ସେ ଝିଅ… ଏ ନେଇ କଣ କହୁଛନ୍ତି, ଦେଖନ୍ତୁ Video

babusan 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ଭାଇରଲ ହେଉଥିବାର ଏମିତି ଏକ ଭିଡ଼ିଓ ଜାହା ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉଛି । ତେବେ ଅନେକ ବର୍ତମାନ ସମୟ ରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଥିବା ବେଳେ ବାବୁସାନ ଏବଂ ପ୍ରକୃତି କୁ ନେଇ ହେଉଥିବା ତାମସା ବିଚ ରାସ୍ତା ଉପରେ ମାଡ ମାରିଛନ୍ତି ପ୍ରକୃତି ଙ୍କୁ ତୃପ୍ତି ଏହି ବିଷୟ ରେ ସମସ୍ତେ ପ୍ରାୟ ଜାଣିଥିବେ ।

ତେବେ ଓଲିଉଡ ଜଗତ ପାଇଁ ଏହା ବହୁତ ବଡ ଲଜ୍ୟାର କଥା ଅଟେ । ତେବେ ଏହି ପରି ଘଟଣା କୁ ନେଇ ଅନେକ ଲୋକ ମାନେ ମତ ଦେଇଛନ୍ତି । ତେବେ ଏଠାରେ ଲୋକ ଜଣଙ୍କ କହିଛନ୍ତି କି ପ୍ରକୃତି ନିଜର ଫାଇଦା ପାଇଁ ଏମିତି କରି ଥାଇ ପାରନ୍ତି । ତଥା ବାବୁସାନ ଙ୍କ ପାଖରେ ଅନେକ ସଂମ୍ପତୀ ରହିଛି ଏଠାରେ ବାବୁସାନ ପ୍ରକୃତି ଙ୍କୁ ତାଙ୍କ ସଂମ୍ପତୀ ର ଫାଳେ ଦେଇଦେବା ଦରକାର ।

babusan

ସେ ପିଲା ବିବାହ କରନ୍ତୁ କି ନକରନ୍ତୁ ଆଉ ତାଙ୍କ ସ୍ତ୍ରୀ ପାଖରେ ରହିବାର ରହିଛି । ସେହି ପରି ବାପା ମାଆ ଗୋଟେ ଲାଇଫ ରେ ଆପଣ ଙ୍କ ପାଇଁ ଛୁଆ ଏବଂ ସ୍ତ୍ରୀ ମୂଖ୍ୟ ଅଟେ । ସେମାନଙ୍କ ଯେଉଁ ରୋଜଗାର ରହିଛି ସେମାନେ ଚଳି ପାରିବେ ହେଲେ ତୃପ୍ତି ମ୍ୟାଡାମ କୁଆଡେ ଯିବେ । ହଁ ତାଙ୍କୁ ବି ଆଉ ଗୋଟେ ପୁରୁଷ ଲୋକ ମିଳିବେନି କି ରାଜାଉଦିନ ଯେତେ ବେଳେ ଆଉ ଗୋଟେ ଝିଅର ପ୍ରେମରେ ପଡିଲେ ସେ ନିଜର ସ୍ତ୍ରୀ ଙ୍କୁ ଡାଇଭର୍ସ କରି କିଛି ସଂମ୍ପତୀ ବାଡି ଦେଲେ ।

ତେବେ ଆପଣ ବି ସେମିତି କରିଥାନ୍ତେ ତୃପ୍ତି ମ୍ୟାଡାମ ଙ୍କୁ କହି ଆଉ ଗୋଟେ ଭୁଲ ଭଟକା କରି ପ୍ରେମ ରଚନା କରିଲେ ତେବେ ଆପଣ ତୃପ୍ତି ମ୍ୟାଡାମ ଙ୍କୁ ସମସ୍ତ ସଂମ୍ପତୀ ବାଡି ଦେଇ ଫକଡ ହୋଇ ସେହି ଝିଅ ପ୍ରକୃତି ପାଖରେ ପହଁଚିଥାନ୍ତେ । ତେବେ ସେ କେମିତି ପ୍ରେମ କରିଥାନ୍ତେ ଦେଖାଯିବ । ବାବୁସାନ ଙ୍କ ପାଖରେ ସଂମ୍ପତୀ ରହିଛି ସେହି ସଂମ୍ପତୀ ପ୍ରତି ଲୋଭ ରହିଛି ନାଁ ନାହିଁ ଏହା ପରେ ଜଣା ପଡିଥାନ୍ତା ।

ଇଏ ସେମିତି କରିବା ଉଚିତ ଥିଲା ଏବଂ ସମସ୍ତ ଙ୍କୁ କନ୍ଫିଡେନ୍ସ ରେ ନେବାର ଥିଲା । ହେଲେ ନିଜର ସ୍ତ୍ରୀ ନିଜର ବାପା ମାଆ ଙ୍କୁ ଅନ୍ଧାରରେ ରଖି ଏହି ଧାରଣା ର ପ୍ରେମ କରାଯାଏ ନାହିଁ । ତେଣୁ ବର୍ତମାନ ସମୟ ରେ ବାବୁସାନ ଙ୍କ ପାଇଁ ଭଲ ହେବ ସେ ପ୍ରକୃତି ଙ୍କୁ ଛାଡି ଦିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *