ଯଦି କୌଣସି ଔଷଧ ନଖାଇ ଗର୍ଭବତୀ ହେବା ଠାରୁ ବଞ୍ଚିବାକୁ ଚାହୁଁଛନ୍ତି , ତେବେ ଥରେ ନିଶ୍ଚିତ ଜାଣି ନିଅନ୍ତୁ ଏହି 3ଟି ଉପାୟ

Spread the love

ଗୋଟିଏ ଝିଅକୁ Pregnancy ରୋକିବା ବିଷୟରେ ଥିବା ସବୁ ପ୍ରକାରର ଉପାୟକୁ ଜାଣିବା ନିହାତି ଆବଶ୍ୟକ ଅଟେ । କାହିଁକି ନା ଆଜିର ଏହି ଦରବୃଦ୍ଧି ଦୁନିଆରେ ସନ୍ତାନଙ୍କ ଲାଳନ ପାଳନ କରିବା କୌଣସି ସାଧାରଣ କଥା ହୋଇ ରହିନାହିଁ । ଅଧିକାଂଶ ବ୍ୟକ୍ତି ଫ୍ୟାମିଲ୍ ପ୍ଲାନିଂଗ କରିଥାନ୍ତି । ତାଙ୍କୁ ପିଲା କେତେବେଳେ ଦରକାର ଓ ଦୁଇଟି ସନ୍ତାନ ମଧ୍ୟରେ କେତେ ଅନ୍ତତଃ କେତେ ବର୍ଷ ଫାଙ୍କା ରହିବା ଦରକାର ଅଟେ, ଏହି ସବୁ ସ୍ଥିର କରନ୍ତି । ଏହା ଛଡା ଗର୍ଭାବସ୍ଥା ରୋକିବାର ସମସ୍ତଙ୍କର ନିଜ ନିଜର କାରଣ ରହିଥାଏ ।

ଯଦି କୌଣସି ଝିଅର କମ୍ ବୟସରେ ବିବାହ ହୋଇଯାଇଛି ତେବେ ସେମାନେ ଚାହିଁନ୍ତି ଯେ, କିଛି ଦିନ ଅର୍ଥାତ ବର୍ଷେ ଦୁଇ ବର୍ଷ ପରେ ଗର୍ଭବତୀ ହେବା ପାଇଁ କିମ୍ବା କୌଣସି ଝିଅ ଯଦି ବିବାହ ପୂର୍ବରୁ ଗର୍ଭବତୀରୁ ରକ୍ଷା ପାଇବାକୁ ଚାହେଁ ତେବେ ସେମାନଙ୍କୁ ଗର୍ଭବତୀ ନ ହେବା ପାଇଁ ଥିବା ସବୁ ପ୍ରକାରର ଉପାୟ ନିଶ୍ଚିତ ଜାଣିନେବା ଆବଶ୍ୟକ ଅଟେ । ଗର୍ଭବସ୍ଥାକୁ ରୋକିବା ପାଇଁ ଔଷଧ ବି ଅଛି କିନ୍ତୁ ବହୁତ ଥର ସେ ସବୁର ବ୍ୟବହାର ଦ୍ୱାରା ସାଇଡଇଫେକ୍ଟ ବି ହୋଇଥାଏ । ତାଛଡା ସେସବୁ ଔଷଧ ବହୁତ ଦାମିକା ମଧ୍ୟ ହୋଇଥାଏ । ଏଥିପାଇଁ ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ଗର୍ଭବସ୍ଥାକୁ ରୋକିବା ପାଇଁ କିଛି ସହଜ ଉପାୟ କହିବାକୁ ଯାଉଛୁ ।

ଗାଜର ଦ୍ୱାରା ଗର୍ଭବସ୍ଥା ରୋକିବାର ଉପାୟ:-

ଏହି ଉପାୟ ଆବହମାନ କାଳରୁ ଚାଲିଆସିଛି । ଜଙ୍ଗଲୀ ଗାଜର ମଞ୍ଜିକୁ ଏକ ଚାମୁଚ ପାଣିରେ ମିଶେଇ ପିଇଲେ ଝିଅମାନଙ୍କର ଗର୍ଭ ଆଉ ରହି ନ ଥାଏ । ଏଥିପାଇଁ ଆଗକୁ ଯଦି କେହି ଝିଅ ଗର୍ଭବତୀ ହୋଇଥାଏ ତୋ ସେ ଏହି ଉପାୟକୁ ବ୍ୟବହାର କରି ଗର୍ଭବସ୍ଥାରୁ ବଞ୍ଚିପାରିବ ।

ଶୁଖିଲା ଦିମ୍ବିର ଗଛର ଫଳ ଦ୍ୱାରା ପ୍ରେଗନେନ୍ସି ରୋକିବାର ଉପାୟ:-

ଯଦି କେଉଁ ଝିଅ ଭୁଲ ବଶତଃ କୌଣସି ଭୁଲ କାମ କରି ବସେ କିମ୍ଭା ଅଳ୍ପ ବୟଷେ ବିହାହିତ ଝିଅ ମାନେ ସନନ୍ତ ଚାହୁଁ ନାହାନ୍ତି ତେବେ ଶୁଖିଲା ଅଞ୍ଜିର ଖାଇବା ଆରମ୍ଭ କରି ଦେବା ଦରକାର । ମନେ ରଖନ୍ତୁ ସେତେ ଦିନ ଯାଏଁ ଖାଇବା ଦରକାର ଯେତେ ଦିନ ଯାଏଁ ସେ ଝିଅର ମାସିକ ଧର୍ମ ଆରମ୍ଭ ନ ହୋଇଛି । ଏହି ଉପାୟ ବହୁତ ପୁରୁଣା ଅଟେ କିନ୍ତୁ ଆଜି ବି ଏହା କାମ କରିଥାଏ ।

ଅମୃତଭଣ୍ଡା ଦ୍ୱାରା ଗର୍ଭବସ୍ଥା ରୋକିବାର ଉପାୟ:-

ଯଦି କେହି ଝିଅ ଦ୍ୱାରା କୌଣସି ଭୁଲ ହୋଇ ଗଲା ତୋ ସେ କଞ୍ଚା ଅମୃତଭଣ୍ଡା ଖାଇବା ଆରମ୍ଭ କରିବା ଦରକାର । ବିଶେଷ ରୂପରେ କଞ୍ଚା ଅମୃତଭଣ୍ଡା ୫ ଦିନ ଯାଏଁ ସକାଳୁ ଓ ସନ୍ଧ୍ୟାରେ ଖାଇବେ ଓ କଞ୍ଚା ଅମୃତଭଣ୍ଡାକୁ ଜୁସ କରି ମଧ୍ୟ ପି ପାରିବେ । କଞ୍ଚା ଅମୃତଭଣ୍ଡା ଦ୍ୱାରା ଗର୍ଭବତୀ ହେବାର ସମ୍ଭାବନା 80% କମ୍ ହୋଇ ଯାଇଥାଏ ।

ଆମେ ଆପଣଙ୍କୁ ଯେଉଁ ଉପାୟସବୁ କହିଲୁ, ତାହା ବହୁତ ଫଳପ୍ରଦ ଅଟେ, କୌଣସି ପ୍ରକାର ପର୍ଶ୍ୱପ୍ରତିକ୍ରିୟା ନଥାଏ । କିନ୍ତୁ ଏହି ଉପାୟ ସବୁର ବ୍ୟବହାର କରିବା ପରେ ଆପଣଙ୍କୁ ଆପଣଙ୍କର ପ୍ରେଗନେନ୍ସି ଟେଷ୍ଟ ନିଶ୍ଚିତ କରିନେବା ଆବଶ୍ୟକ ଅଟେ ।