ଏହି ବୁଢାକୁ ଶେଷରେ ବାହା ହେଲେ ଓଡିଆ ହିରୋଇନ ଲିପି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେବେ ବିବାହ କରିବେ ଓଡିଆ ଅଭିନେତ୍ରୀ ଲିପି । ତେବେ ବର୍ତମାନ ସମୟ ରେ 42 ବର୍ଷ ହୋଇଥିବା ବେଳେ ନିଜର ରିଏଲ ଲାଇଫ୍ ରେ ବିବାହ କରି ନାହାଁନ୍ତି ଲିପି । ତେବେ ବନ୍ଧୁଗଣ ଆପଣ ମାନେ ଲିପି ଙ୍କୁ ତ ବହୁତ ଭଲ ଭାବେ ଜାଣିଥିବେ । ବହୁତ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସୁଛନ୍ତି ଲିପି । ତାହାଲେ ଲିପି ଙ୍କ ମାଆ ଜଣେ ଅଭିନେତ୍ରୀ ଥିଲେ । ମାଆ ଙ୍କ ପ୍ରେରଣା କ୍ରମେ ଲିପି ନିଜର ଅଭିନୟ କେରିୟର ଆରମ୍ଭ କରିଥିଲେ ।

ପ୍ରଥମେ 90 ଦଶକ ରୁ ସେ ଓଡିଆ ଆଲବମ୍ ଜଗତ ରେ ଏଣ୍ଟ୍ରି କରିଥିଲେ । ବହୁତ ସାରା ଓଡିଆ ଆଲବମ୍ ଏବଂ ସିନେମା ରେ ଅଭିନୟ କରିଥିଲେ । ସେ ବହୁତ ସାରା ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ଗତ ଦିନ ମାନଙ୍କରେ ଆପଣ ମାନେ ତାଙ୍କର ତାରା ତାରିଣୀ ସିରିଏଲ ରେ ବହୁତ ସୁନ୍ଦର ଅଭିନୟ ଦେଖିବା ପାଇଁ ପାଇଥିଲେ । ଯେଉଁଠାରେ ତାଙ୍କର ଲୋକପ୍ରିୟାତା ବହୁତ ବଢି ଜାଇ ଥିଲା ।

lipi

ତାହାଲେ ଲିପି ଙ୍କୁ ଏବେ 40 ବର୍ଷ ବୟସ ହୋଇ ଗଲାଣି । ହେଲେ ସେ ବର୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି । ତେବେ ଆପଣ ମାନେ ଲିପି ଙ୍କ ସୁନ୍ଦର ଅଭିନୟ ନିଶ୍ଚିତ ଭାବେ ଦେଖି ଥିବେ । ତେବେ ରିଲ ଲାଇଫ୍ ରେ ସେ ବହୁତ ଥର ବିବାହ କରିଥିବା ବେଳେ ହେଲେ ନିଜର ରିୟଲ ଲାଇଫ୍ ରେ 40 ବର୍ଷ ରୁ ଅଧିକ ବୟସ ହୋଇଥିବା ବେଳେ ବି ସେ ବିବାହ କରି ନାହାଁନ୍ତି । ହେଲେ ଏହାର କାରଣ ଏବେ ଯାଏ ଜଣା ପଡି ପାରି ନାହିଁ ।

ଗତ ଦିନ ମାନଙ୍କରେ ଏକ ଇଣ୍ଟର୍ଭ୍ୟୁରେ ରେ ଲିପି କହିଥିଲେ ଯେ ତାଙ୍କର ମନ ଲାଖି ପୁଅ ତାଙ୍କୁ ବର୍ତମାନ ସମୟ ରେ ମିଳି ପାରି ନାହିଁ । ତେବେ ଯେବେ ତାଙ୍କୁ ତାଙ୍କର ମନ ଲାଖି ପୁଅ ତାଙ୍କୁ ମିଳିଯିବ ସେତେ ବେଳେ ସେ ବିବାହୱ କରି ନେବେ ବୋଲି ସେ କହିଛନ୍ତି । ତେବେ ସେ ବର୍ତମାନ ସମୟ ରେ ସେ ନିଜର କେରିୟର କୁ ଫୋକସ କରୁଥିବାର ନଜର ଆସିଛନ୍ତି ।

ହେଲେ 40 ବର୍ଷ ରୁ ଉର୍ଦ୍ଧ ବୟସ ହୋଇଥିବା ସ୍ୱତେ ବି ସେ ଏବେ ନିଜର କେରିୟର କୁ ଫୋକସ କରୁଛନ୍ତି କିନ୍ତୁ ବାହାଘର ପ୍ରତି ତାଙ୍କର ଧ୍ୟନ ନାହିଁ । ତେବେ ତାଙ୍କର ରିଲ୍ସ ଲାଇଫ୍ ରେ 20 ଥର ରୁ ଅଧିକ ଥର ସେ ବିବାହ କରି ସାରିଛନ୍ତି । ତେବେ ଆପଣ ମାନଙ୍କୁ ଲିପି ଙ୍କ ଅଭିନୟ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *