ବାହା ହୋଇଗଲେ ଅଶ୍ୱନୀ ଏବଂ ପ୍ରେରଣା । ଚତୁର୍ଥି ଦିନ ହୋଇଗଲା କିଛି ଏମିତି

aswin 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ର ଜବର୍ଦୋସ୍ତ ଯୋଡି ଅଶ୍ୱନୀ ଏବଂ ପ୍ରେରଣା । ତେବେ ବିବାହ ଟି ବହୁତ ଧୁମଧାମ ରେ ହୋଇଥିଲା । ଏହିଥିରେ ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିବାର ନଜର ଆସିଥିଲେ । ବିବାହ କୁ ବହୁତ ଏନଜୟ କରୁଥିବାର ଦେଖିବାକୁ ମିଳିଛି । ତେବେ ଅଶ୍ୱନୀ ଏବଂ ପ୍ରେରଣା ଙ୍କ ବିବାହ ଏବେ ସରିଜାଇଛି ।

ଦିର୍ଘ 5 ବର୍ଷର ଭଲ ପାଇବା ପରେ ଏବେ ଦୁହେଁ ପରସ୍ପର କୁ ବାହା ହୋଇଛନ୍ତି । ଗୋଟିଏ ଆଡ ସୁଟିଂ ରେ ଦେଖା ହୋଇଥିଲେ ଓଲିଉଡ ର ଏହି ଦୁଇ ଯୋଡି । ତେବେ ଆପଣ ମାନେ ଜାଣିଥିବେ ଅଶ୍ୱନୀ ଏବଂ ପ୍ରେରଣା ବହୁତ ଭଲ ଆଙ୍କରିଂ କରିଥାନ୍ତି । ଏହା ସହିତ ଅଶ୍ୱନୀ ବହୁତ ସାରା ସିନେମା ରେ ଅଭିନୟ କରିଛନ୍ତି । ବହୁତ ସାରା ରିଆଲିଟି ସୋ ବହୁତ ସାରା ୱେବସିରିଜ ରେ ବି ମଧ୍ୟ ସେ ଅଭିନୟ କରିଥିବାର ଦେଖିବା ମିଳିଛନ୍ତି ଅଶ୍ୱନୀ ।

aswin

ଏହା ସହିତ ଅଶ୍ୱନୀ ଙ୍କର ବହୁତ ସାରା ଆଲବମ୍ ବି ସାରା ଓଡିଶା ରେ ରିଲିଜ ହୋଇଥିବାର ଦେଖିବା ପାଇଁ ମିଳିଛି । ତାହାଲେ ତାଙ୍କର ଆଲବମ୍ ଗୁୁଡିକୁ ଲୋକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି । ଏବଂ ସେମାନଙ୍କ ବିବାହ ବର୍ତମାନ ସମୟ ରେ ପ୍ରେରଣା ଏବଂ ଅଶ୍ୱନୀ ଙ୍କ ବିବାହ ହୋଇଜାଇଛି ।

ତେବେ ବିବାହ ଟି ବହୁତ ଧୁମଧାମ୍ ରେ ହୋଇଥିଲା ସମସ୍ତେ ବାହାଘରରେ ବହୁତ ମଜା ମସ୍ତି କରିଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ଜବର୍ଦୋସ୍ତ ଯୋଡି ଅଶ୍ୱନୀ ଏବଂ ପ୍ରେରଣା କେମିତି ଲାଗନ୍ତି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ