ଗୋଟିଏ ଅଶ୍ୱତ୍ଥ ପତ୍ର ବଦଳି ଦେବ ଆପଣଙ୍କର ଭାଗ୍ୟ, ବାସ୍ କରିବାକୁ ହେବ ଏହି କାମ

Spread the love

ଧନୀ ହେବାର ଇଛା ସବୁ ଲୋକଙ୍କର ଥାଏ। । ଦୁନିଆରେ ଏମିତି ବୋଧେ କେହି ଲୋକ ନାହାନ୍ତି ଯିଏ ଧନୀ ହେବାକୁ ଚାହୁଁ ନ ଥିବେ । ଆଜି ଆମେ ଏମିତି ହିଁ ଗୁପ୍ତ କଥା କହିବୁ, ଗୋଟିଏ ପତ୍ର ଆପଣଙ୍କ ଭାଗ୍ୟ ବଦଳି ଦେଇପାରିବ ! ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ ଜଣାଇବା ପାଈଁ ଯାଉଛୁ ଏମିତି ଗୋଟେ ଉପାୟ ଯାହା କରିବା ଦ୍ବାରା ଆପଣ ରାତା-ରାତି ଲକ୍ଷପତି ହେଇପାରିବେ ।

ଏହି ଉପାୟ ପାଈଁ ଆପଣଙ୍କୁ ଗୋଟେ ଅଶ୍ୱତ୍ଥ ଗଛର ପତ୍ର ଦରକାର ହେବ କାହିଁକିନା ଏହି ପତ୍ରକୁ ବ୍ୟବହାର କଲେ ଆପଣ ଧନୀ ହେଇ ପାରିବେ । ଆସନ୍ତୁ ଆମେ ଆପଣଙ୍କୁ ବତେଇବୁ କେମିତି ଗୋଟେ ଅଶ୍ୱତ୍ଥ ଗଛର ପତ୍ର ବଦଳି ଦେଵ ଆପଣଙ୍କ ଭାଗ୍ୟ ।

ଶାସ୍ତ୍ର ଅନୁସାରେ ଅଶ୍ୱତ ଗଛରେ ସବୁ ଦେବା ଦେବୀମାନେ ବାସ କରନ୍ତି ଏବଂ ଏହି ଗଛକୁ ପୁଜା କଲେ ଦେବା ଦେବୀମାନେ ପ୍ରସନ୍ନ ହୁଅନ୍ତି । ଏମିତିରେ ଯଦି ଜୀବନରେ ଧନ ରୋଜଗାର କରି ରଖିବାର ଅଛି । ତା’ହେଲେ ଏହା ପାଈଁ ଭଗବାନ ବିଷ୍ଣୁଙ୍କର ପ୍ରତି ଦିନ ପୁଜା କରନ୍ତୁ ଏବଂ ଏହା ସହିତ ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଜିନିଷ ଚଢ଼ାଇବେ । ହଳଦିଆ ରଙ୍ଗ ଭଗବାନ ବିଷ୍ଣୁଙ୍କୁ ବହୁତ ପ୍ରସନ୍ନ କରେ । କୁହାଯାଏ ଯେ ଯଦି ଧନୀ ହେବା ପାଇଁ ଚାହାନ୍ତି ତା’ହେଲେ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଏବଂ ହଳଦିଆ ପ୍ରସାଦକୁ ଭୋଗ ଲଗେଇବା ବ୍ୟତିତ ଅଶ୍ୱସ୍ଥ ଗଛର ପତ୍ର ନିଅନ୍ତୁ ଏବଂ ତାକୁ ଗଙ୍ଗା ଜଳରେ ଧୁଅନ୍ତୁ । ଏହା ପରେ ତା ଉପରେ ହଳଦିଆ ଚନ୍ଦନ କନିଷ୍ଠ ଆଙ୍ଗୁଳିରେ ଶ୍ବାସ୍ତିକର ଚିହ୍ନ ବନାନ୍ତୁ।

ଏହା ପରେ ଏହି ପତ୍ରକୁ ନିଜ ଘରେ ଅଧିଷ୍ଠିତ ଦେବୀ ବା ଘରର ମନ୍ଦିରରେ ରଖନ୍ତୁ ଏବଂ ଘିଅର ଦ୍ଵୀପ ଜଳାନ୍ତୁ । ପୁଣି କୌଣସି ବି ଗୁରୁବାର ଦିନରେ 41 ଥର “ଓଁ ନମଃ ଭାଗବତେ ଶ୍ରୀବିଷ୍ଣୁ ରୂପାୟ ନମଃ” ମନ୍ତ୍ରର ଜପ କରନ୍ତୁ, ଯେଉଁଥିରେ ଅଶ୍ୱତ୍ଥ ଗଛର ପତ୍ର ଶୁଦ୍ଧ ହୋଇଯିବ ।

ଯେମିତି ହିଁ ପତ୍ର ସିଦ୍ଧ ହୋଇଯିବ ସେମିତି ହିଁ ପତ୍ରକୁ ଦ୍ୱାରର ବାମ କିମ୍ବା ଐଶାନ୍ୟ କୋଣରେ ଓ ଗୋଟିଏ ଫୁଲ କୁଣ୍ଡରେ ଭାରି କରି ଭୂମି ତଳେ ରଖି ଦିଅନ୍ତୁ ଏମିତି କରିବା ଦ୍ୱରା ଆପଣ ଧନୀ ହୋଇଯିବେ ।