ରାତି ବଢିଲେ ଏହି ଘରେ ବଢୁଥିଲା ତାତି । ଦେଖନ୍ତୁ ପୁରା ଲିଷ୍ଟ

Archana n

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନ ଅପେଗ ଙ୍କ ଘର । ଆଉ ଏହିଠି ଦିନରେ ସୁଟିଂ ହୁଏ ଫିଲ୍ମ ଆଉ ଘଣ୍ଟା କଣ୍ଟା ଯେତେ ବେଳେ ରାତି 12 ଟା ବାଜେ । ତେବେ ଆରମ୍ଭ ହୋଇଯାଏ ରଙ୍ଗ-ଶାଳା ଆଉ ଚାଲେ ଖୁଲମ ଖୁଲା ଦେ-ହ ବ୍ୟା-ପାର ରାତି ଯେତିକି ଯେତିକି ବଢେ ଅର୍ଚ୍ଚନା ଙ୍କ ଘର ସାମ୍ନାରେ ଦାବି ଗାଡିର ସଂଖ୍ୟା ସେତିକି ସେତିକି ବଢେ । ଇଏ ଗୋଟିଏ କି ଦୁଇ ଦିନର କଥା ନୁହେଁ ନିତି ଦିନର କଥା ।

ନାଁ ଅର୍ଚ୍ଚନା ନାଗ ୟାଙ୍କ ଫାସରେ ଫସିଛନ୍ତି ଶହ ଶହ ନେତ ଏବଂ ବଡ ବଡ ବାବୁ । ନିଜର ସୁନ୍ଦର ଚେହାରା ବଳରେ ଲୋକ ମାନଙ୍କୁ ଟୁଟ୍କି ରେ ଫସାଉଥିଲେ ଅର୍ଚ୍ଚନା । କେବଳ ଏତିକି ନୁହେଁ ବରଂ ତାଙ୍କର ହାତ ବହୁତ ଲମ୍ବା ଅଟେ । ସେହିଥି ଲାଗିତ ଏତେ ଦିନ ଧରି ରାଜଧାନୀ ରେ ରଙ୍ଗ-ଶାଳା ଚାଲୁଥିଲେ ହେଲେ ପୋଲିସ ତାର ଟେର ପାଉନଥିଲା ।

archana nag 1

ଏମିତି ବି କୁହାଜାଉଛି ରାତି ଯେତିକି ଯେତିକି ବଢେ ଅର୍ଚ୍ଚନା ଙ୍କ ଘରେ ସେତିକି ତାତି ବଢେ । ଦିନ ରାତି 24 ଘଣ୍ଟା ଘର ସାମ୍ନାରେ ଲାଗେ ଦାମିକିଆ ଗାଡି ସ୍ଥାନିୟ ଲୋକଙ୍କ କହିବା ଅନୁସାରେ ଦିନ ଅପେକ୍ଷା ରାତିରେ ବହୁତ ଭୀଡ ଜମେ । କେବଳ ଭୀଡ ଜମେ ତାହା ନୁହେଁ ବରଂ ବହୁତ କିଛି ହୁଏ । ଏମିତି କି ଭୋର 4 ଟା ବେଳେ ବି ଅର୍ଚ୍ଚନା ଙ୍କ ଘରକୁ ଆସନ୍ତି ଲୋକେ ମାୟାବିନି ଙ୍କ ହାତ ଏତେ ଲମ୍ବା ଯେ ୟାଙ୍କ ପାଖରେ ପୋସିସ ପହଁଚିବାକୁ ସାହାସ କରେ ନାହିଁ ।

ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଅର୍ଚ୍ଚନା କାଳେ ରାତି 12.00 ପରେ ବହୁତ ବ୍ୟସ୍ତ ରୁହନ୍ତି । ଏତେ ବ୍ୟସ୍ତ ଯେ ଘର ଆଗରେ ତାଙ୍କୁ ଦେଖା କରିବା ପାଇଁ ଲାଗେ ଲମ୍ବା ଲାଇନ । ସତ୍ୟବିହାର ପରି ଭୀଡ ସ୍ଥାନରେ ରହୁଥିଲେ ବି ଅର୍ଚ୍ଚନା ଙ୍କ ଏହି କଳାକାର ନାମା ବିଷୟ ରେ କେହି ବି ଟେର ପାଇଲେ ନାହିଁ କେମିତି ତାହା ସମସ୍ତ ଙ୍କୁ ଚକିତ କରିଛି ।

Archana Nag

ଅର୍ଚ୍ଚନା କେତେ ରୋଜଗାର କରନ୍ତି ତାହା ଏହି ବଙ୍ଗଳା ବୟାନ ଦେଉଛି । ଅର୍ଚ୍ଚନା ଙ୍କ ହାତ ଏତେ ଲମ୍ବା ଯେ ନିଜେ କମିଶନ ରେଟ ପୋଲିସ ବି ଏହାର ଟେର ପାଉ ନାହିଁ । ସେହିଥି ପାଇଁତ ମନ ଇଚ୍ଛା ଜିବନ ବଞ୍ଚୁଥିଲେ ଅର୍ଚ୍ଚନା କେତେ ବେଳେ ନେତା ତ କେତେ ବେଳେ ବଡ ବାବୁ ଙ୍କୁ ଦେଖିବାକୁ ମିଳେ ଅର୍ଚ୍ଚନା ଙ୍କ ସହିତ । ସେହିଥି ପାଇଁ ତ ୟାଙ୍କ ସାଙ୍ଗରେ କେହି ଲାଗିବା ପାଇଁ କେହିବି ଚେଷ୍ଟା କରନ୍ତି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ