ଶିକ୍ଷୟତ୍ରୀ ହୋଇ ଚଳାଉଥିଲେ ଦେ-ହ ବ୍ୟବସାୟ । ଦେଖନ୍ତୁ ଭିଡିଓ

ti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଠ ପଢେଇବା କୁ ଜାଇ ସଜେଇ ଦେଲେ ଦେ-ହ ଜୀବି ଏହି ପରି ଏକ ଘଟଣା ଦେଖିବା ପାଇଁ ମିଳିଛି ମୟୁର ଭଞୀ ଜିଲ୍ଲାରେ ଗତ ସେପ୍ଟେମ୍ବର 15 ତାରିଖ ରେ ମୟୁରଭଞୀ ଜିଲ୍ଲା ବେତନଟୀ ଅଞ୍ଚଳ ର ଜଣେ ଯୁବତୀ ବାରିପତା ଷ୍ଟେସନ ରେ ତାଙ୍କର କେତେକ ସାଙ୍ଗଙ୍କ ସହିତ କଥା ହେଉଥିଲେ । ହଠାତ ଚୁମକି ନାମକ ଜଣେ ମହିଳା ସେଠାରେ ପହଁଚି ଥିଲେ ।

ଯୁବତୀ ଙ୍କ ସାଙ୍ଗ ମାନେ ଗଲା ପରେ ଚୁମକୀ ଯୁବତୀ ଙ୍କ ସହିତ କଥା ବାର୍ତ୍ତା କରିଥିଲେ । ପରେ ଯୁବତୀ ଜଣଙ୍କ ପାଠ ପଢିବାକୁ ଚାହୁଁଥିବା ବେଳେ ଘର ଲୋକ ମାନେ ବିରୋଧ କରିଛନ୍ତି । ଜାହାର ଫାଇଦା ଉଠେଇ ମହିଳା ଜଣଙ୍କ ଯୁବତୀ ଭୁବନେଶ୍ୱର ରେ ପାଠ ପଢେଇବା କହି ଯୁବତୀ ଙ୍କୁ ବିଶ୍ୱସ ଦେଇଥିଲେ । ପରେ ଚୁମକୀ ଆଉ ସରତ ନାମକ ଜଣେ ଆମ୍ବୁଲେନ୍ସ ଡ୍ରାଇଭର ସହଯୋଗ ରେ ଯୁବତୀ ଙ୍କୁ ବାଲୁଗାଁ ନେଇ ବାଲେଶ୍ୱର ଫେରି ଆସିଥିଲେ ।

ti

ପରେ ଶରତ ଯୁବତୀ ଙ୍କୁ ନେଇ ବାଣପୁର ର ଡୁନା ଦାସ ଙ୍କ ଘରେ ଛାଡି ଥିଲେ । ସେଠାରେ ତାଙ୍କୁ ଧମକ ଚମକ ଦେଖେଇ ଦେ-ହ ବ୍ୟାପାର କରିବା ପାଇଁ ବାଧ୍ୟ କରିଥିଲେ । ଏମିତି କି ପ୍ରଥମ ଦିନ ଜଣେ ଗ୍ରାହାକ ଆସି ଯୁବତୀ ଙ୍କୁ ଦୁ-ସ୍କର୍ମ କରିଥିବା ବେଳେ ଯୁବତୀ ଜଣଙ୍କ ଅକ୍ଟୋବର ମାସରେ କୌଶଳ କର୍ମେ ସେଠାରୁ ଫେରି ଆସି ବାଲୁଗାଁ ଷ୍ଟେସନ ଏବଂ ସେଠାରୁ ବାଲେଶ୍ୱର ପଳେଇ ଆସିଥିଲେ ।

ପରେ ବାଲୁଗାଁ ରୁ ବାରିପଦା ଆସିବା ସମୟ ରେ ସଦଦେବ ଖୁଣ୍ଟା ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ଘଟଣା ସଂମ୍ପର୍କ ରେ ଜାଣିବା ପରେ ବାଲେଶ୍ୱର ପୋଲିସ ଏତେବି ଗୁରୁତ୍ୱର ଦେଇ ନଥିଲା । ସେପଟେ ମୟୁରଭଞୀ ଡିଏପି ରିସିକେସ ଜ୍ଞ୍ୟାନ ଦେଓ ଖିଲାରୀ ଙ୍କ ନିର୍ଦ୍ଧେଶ ପରେ ବାରିପଦା ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରିଥିଲା ।

ତେବେ ବର୍ତମାନ ସମୟ ରେ ଯୁବତୀ ଉଦ୍ଧାର ହେବାର ଦୁଇ ମାସ ପରେ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ଏକ ଟିମ୍ ବାଣପୁର ଜାଇ ଟୁନା ଦାସ ଏବଂ ତାଙ୍କର ଭାଇ ପୂର୍ଣ୍ଣ ଚନ୍ଦ୍ର ଦାସ ଙ୍କୁ ଗିରୋଫ କରିଥିବାର ସୂଚନା ରହିଛି । ଏହି ନେଇ ଆଉ କିଏ କିଏ ରହିଛନ୍ତି ପୋଲିସ ତଦନ୍ତ କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *