ଏହି ଅଭିନେତ୍ରୀଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଚାହାଁନ୍ତି ଅର୍ଜୁନ କାପୁର, ଜାଣିଲେ ଆଶ୍ଚର୍ଯ୍ୟ ହେବେ !

Spread the love

ଅର୍ଜୁନ କାପୁର ବୋଲଉଡ଼ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା । ସେ “ଇସ୍କଜାଦେ” ଫିଲ୍ମରୁ ହିଁ ବୋଲଉଡ଼ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଥିଲେ । ବିଗତ କିଛିଦିନ ପୁର୍ବରୁ ଅର୍ଜୁନ ବହୁତ ହିଟ୍ ଫିଲ୍ମରେ କାମ କରିଛନ୍ତି । ଏହି କିଛି ଦିନ ହେବ ଅର୍ଜୁନ କାପୁର ନିଜର ଲୋଭ୍ ଅଫେୟାର ପାଇଁ ଚର୍ଚ୍ଚାକୁ ଆସୁଛନ୍ତି । ଏମିତିରେ ଆଜି ଆମେ ଏମିତି ଜଣେ ବୋଲଉଡ଼ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଚାହାଁନ୍ତି ଅର୍ଜୁନ । ତେଣୁ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ ।

ସେହି ଅଭିନେତ୍ରୀଙ୍କ ନାମ ମଲାଇକା ଅରୋଡ଼ା । ମଲାଇକା ଅରୋଡ଼ା ଜଣେ ବୋଲଉଡ଼ ଅଭିନେତ୍ରୀ । ଯେମିତିକି ଆପଣମାନେ ଜାଣିଛନ୍ତି; ବିଗତ କିଛି ଦିନ ହେବ ଅର୍ଜୁନ କାପୁର ଏବଂ ମଲାଇକାଙ୍କ ଅଫେୟାର ଚର୍ଚ୍ଚାରେ ରହିଆସିଛି । ଡେକ୍କାନ କ୍ରୋନିକେଲର ଖବର ଅନୁସାରେ ଅର୍ଜୁନ ମଲାଇକାଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଚାହାଁନ୍ତି ଏବଂ ଏହି ବର୍ଷର ଶେଷ ସୁଦ୍ଧା ସେମାନେ ବିବାହ ମଧ୍ୟ କରିପାରନ୍ତି । ମଲାଇକା ଏବଂ ଅର୍ଜୁନ କେତେଥର ନିଜର ଲୋଭ୍ ଅଫେୟାର ବିଷୟରେ ସ୍ୱୀକାର କରିଛନ୍ତି । ଏବେ ଏହା ଦେଖିବାରେ ଉତ୍ସାହ ଆସିଲାଣି ଯେ ସେମାନେ କେବେ ବିବାହ କରୁଛନ୍ତି ।

ଅନୁଛେଦଟିରେ ପ୍ରଦାନ କରାଯାଇଥିବା ତଥ୍ୟ ଉପରେ ନିଜ ମନ୍ତବ୍ୟ Comment Boxରେ ପ୍ରଦାନ କରନ୍ତୁ ।