କଣ ଆପଣ ବି ଫଟା ଗୋଇଠି ପାଇଁ ଚିନ୍ତିତ ଅଛନ୍ତି ? ଏବେ ଗୋଟିଏ ରାତିରେ ହିଁ ଫଟା ଗୋଇଠି ରୁ ପାଆନ୍ତୁ ମୁକ୍ତି

heel

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୀତ ଦିନେ ପରିବେଶର ଆଦ୍ରତା କମିଯାଉ ଥିବାରୁ ଏହା ସୁକ୍ଷ୍ମ ହୋଇଯାଏ । ଯାହାର ପ୍ରଭାବ ବ୍ୟକ୍ତିର ଶରୀରରେ ଦେଖିବାକୁ ମିଳିଥାଏ । ତେବେ ହାତ ଗୋଡ ରୁକ୍ଷ ଓ ସୁସ୍କ ହୋଇଯାଏ । ଖାସ କରି ପାଦର ଗୋଇଁଠି ଗୁଡିକ ଶୁଖି ଫାଟି ଯାଇଥାଏ । ଶରୀରର ସଂମ୍ପୂର୍ଣ୍ଣ ଭାର ପାଦ ଉପରେ ପଡିଥାଏ । ତେବେ ପାଦର ଯତ୍ନ ନେବା ନିହାତି ଜରୁରୀ ହୋଇଥାଏ । ତେବେ ଫଟା ଗୋଇଁଠି କୁ ଭଲ କରିବା ପାଇଁ ଏହି ଉପାୟକୁ ନିହାତି କରନ୍ତୁ ।

ଏହି ଉପାୟକୁ କରିବା ପାଇଁ ଆପଣ ମାନଙ୍କୁ 4 ଟି ସାମଗ୍ରୀର ଆବଶ୍ୟକତା ରହିଛି । ସେହି ସାମଗ୍ରୀ ଗୁଡିକ ହେଉଛି ଆଲୋବେରା, ମହମ, ନଡିଆ ତେଲ ଓ ସୋରିଷ ତେଲ । ପ୍ରଥମେ ମହମକୁ ନେଇ ଛେଲି ତାହାର ଗୁଣ୍ଡ ଗୁଣ୍ଡ ଛେଲା ବାହାର କରି ଏକ ପାତ୍ରରେ ରଖି ଦିଅନ୍ତୁ । ଏକ ବଡ ଚାମଚରେ 1 ଚାମଚ ମହମର ଛେଲା ବାହାର କରନ୍ତୁ । ତାପରେ ସେହି ଚାମଚ ଅନୁସାରେ 1 ଚାମଚ ସୋରିଷ ତେଲ ସେଥିରେ ମିଶାନ୍ତୁ । ତାପରେ ସେହି ଚାମଚ ଅନୁସାରେ ନଡିଆ ତେଲ ମିଶାନ୍ତୁ ।

ତାପରେ ଆଲୋଭେରାକୁ ଛେଲି ତାହାର ଜେଲ୍ ବାହାର କରନ୍ତୁ । ସେହି ଚାମଚ ଅନୁସାରେ ହିଁ 1 ଚାମଚ ଆଲୋବେରା ଜେଲ ଆଣି ମଧ୍ୟ ସେହି ସମସ୍ତ ଜିନିଷ ରଖିଥିବା ପାତ୍ରରେ ରଖନ୍ତୁ । ତେବେ ସମସ୍ତ ସାମଗ୍ରୀକୁ ମିଶାଇ ଦିଅନ୍ତୁ । ତାପରେ ତାହାକୁ ଗ୍ୟାସ ଉପରେ ବସାଇ ଅଳ୍ପ ସମୟ ଗରମ କରି ଦିଅନ୍ତୁ । ଗ୍ୟାସକୁ ଧିମା ଆଞ୍ଚରେ ରଖି ତାହାକୁ ଚାମଚ ସାହାଯ୍ୟ ଗୋଳାଉ ଥାନ୍ତି । ତାପରେ ଯେତେବେଳେ ସେଥିରେ ରଖାଯାଇଥିବା ସମସ୍ତ ସାମଗ୍ରୀ ତରଳି ଜିବ । ତାପରେ ତାହାକୁ ଗ୍ୟାସ କାଢି ଆଣିବ । କିଛି ସମୟ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ ।

Flat heel

ତାପରେ ଏକ ଡବାରେ ଏହି ପ୍ରସ୍ତୁତ କରିଥିବା ସାମଗ୍ରୀକୁ ଭର୍ତ୍ତି କରି ରଖନ୍ତୁ । ତାପରେ ଅନ୍ୟ ଏକ ପାତ୍ରରେ ଥଣ୍ଡା ପାଣି ରଖନ୍ତୁ ଓ ସେହି ରେମିଡି ରଖିଥିବା ଡବାକୁ ଆଣି ସେହି ଥଣ୍ଡାପାଣି ଉପରେ ରଖି ଚାମଚ ସାହାଯ୍ୟରେ ତାହାକୁ ଗୋଳାନ୍ତୁ । ଯେମିତି ସମସ୍ତ ସାମଗ୍ରୀ ବସିଯାଇ ଏକ ଭେସଲିନ ସଦୃଶ ହୋଇଯିବ । ତାପରେ ସକାଳୁ ଗାଧୋଇ ଆସିବା ପରେ ପ୍ରସ୍ତୁତ କରିଥିବା ଭେସଲିନକୁ ଭଲ ଭାବରେ ପାଦରେ ମାଲିସ କରି ଲଗାନ୍ତୁ ।

ତେବେ ପାଦରେ ମୈଜା ଲଗାଇ ସବୁ କାର୍ଯ୍ୟ କରି ହେବ । ଏହା ସହିତ ରାତିରେ ଶୋଇବା ପୂର୍ବରୁ ମଧ୍ୟ ଏହାକୁ ଆପଣ ମାନେ ଲଗାଇ ପାଦରେ ମୈଜା ପିନ୍ଧି ଶୁଅନ୍ତୁ । ଏହିପରି କିଛି ଦିନ କରିବା ପରେ ଆପଣ ଫଟାମୁକ୍ତ ଗୋଇଁଠି ରୁ ନରମ ପାଦ ପାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ