Police କୁ ହିନ୍ଦୀରେ କଣ କୁହାଯାଏ 90 ପ୍ରତିଶତ ଲୋକ ଉତ୍ତର ଜାଣି ନଥିବେ ।

Spread the love

ଆଜି ଆମେ ଆପଣିଛୁ ଆଇଏଏସ ଇଣ୍ଟରଭିୟୁରେ ପଚରା ଯାଇଥିବା ମହତ୍ୱପୂର୍ଣ୍ଣ ପ୍ରଶ୍ନ । ଏହି ପ୍ରଶ୍ନ ନା କେବଳ ଆଇଏଏସ୍ ଇଣ୍ଟରଭିୟୁ ପାଇଁ;
ଅନ୍ୟ ଇଣ୍ଟରଭିୟୁ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ପ୍ରଶ୍ନର ଉତ୍ତର କେବଳ ଜ୍ଞାନୀ ବ୍ୟକ୍ତିମାନେ ହିଁ 10 ସେକେଣ୍ଡ ମଧ୍ୟରେ ଦେଇପାରନ୍ତି । ଯେଉଁମାନେ ଏହିପରି ପ୍ରଶ୍ନର ଉତ୍ତର ଦେଇପାରନ୍ତି; ସେହିମାନଙ୍କୁ ହିଁ ଇଣ୍ଟରଭିୟୁରେ ବଛା ଯାଇଥାଏ । ତାହେଲେ ଆସନ୍ତୁ ଜାଣିବେ କେଉଁ ସବୁ ପ୍ରଶ୍ନ ଇଣ୍ଟରଭିୟୁରେ ପଚରା ଯାଇଥାଏ ।

ପ୍ରଶ୍ନ- ଆପଣ ଘରର ମାଲିକ ଅଟନ୍ତି, ଭାଇ ଭଉଣୀଙ୍କ ଦାୟିତ୍ୱ ଆପଣଙ୍କ ଉପରେ, ଆପଣଙ୍କ ପାଖରେ ଟଙ୍କା ନାହିଁ, ଦୁଇ ଜଣଙ୍କ ମଧ୍ୟରୁ ଆପଣ ଜଣଙ୍କୁ ହିଁ ପଢ଼ାଇ ପାରିବେ, ଆପଣ କାହାକୁ ପାଠ ପଢ଼ାଇବେ ?

ଉତ୍ତର- ମୁଁ ମୋ ଭଉଣୀକୁ ପଢ଼ାଇବି, ଆମ ସମାଜ ଏହିପରି ଅଟେ ଯେ, ଭାଇ କମ୍ ପାଠ ପଢିଲେ ମଧ୍ୟ ଆତ୍ମନିର୍ଭର ହୋଇପାରିବ । ଯଦି ଭଉଣୀ କମ୍ ପାଠ ପଢିବ, ତେବେ ସବୁ ଦିନ ପାଇଁ ସେ ଅନ୍ୟଙ୍କ ଉପରେ ନିର୍ଭର କରିବା ପାଇଁ ପଡିବ ।

ପ୍ରଶ୍ନ- ଆପଣ ଏହିପରି ଉତ୍ତର କଣ ପାଇଁ ଦେଲେ ?

ଉତ୍ତର- ଏହିପରି ପରିସ୍ଥିତି, ମୁଁ ଘରେ ଦେଖିଛି । ମାଆ ବହୁ କଷ୍ଟରେ ଆମ ଭାଇମାନଙ୍କୁ ପଢ଼ାଇଛନ୍ତି । ମାଆ ବି.ଏ କରିଥିଲେ ଓ ସେ ସର୍ବଦା ପଢ଼ାପଢ଼ିକୁ ନେଇ ଜାଗୃତ ରହୁଥିଲେ । ସେ ମୋ ପାଇଁ ପ୍ରେରଣା ଅଟନ୍ତି ।

ପ୍ରଶ୍ନ- ଆଇଏଏସ୍ ପାଇଁ ସବୁଠୁ ଜରୁରୀ ଗୁଣ କଣ ହୋଇଥାଏ ?

ଉତ୍ତର – ସଚ୍ଚୋଟ, ଯଦି ଏହି ଗୁଣ ରହିଛି ତେବେ ସମାଜ ଓ ଦେଶ ପାଇଁ କେବେ ମଧ୍ୟ କିଛି ଖରାପ କରିନଥାଏ ।

ପ୍ରଶ୍ନ- ପୁଅ କିମ୍ବା ଝିଅ ଜନ୍ମ ହେବା, ପୁରୁଷ ନା ନାରୀଙ୍କ ଉପରେ ନିର୍ଭର କରିଥାଏ ?

ଉତ୍ତର- ଏହା ସର୍ବଦା ପୁରୁଷ ଉପରେ ନିର୍ଭର କରିଥାଏ । xy ଗୁଣସୂତ୍ର ସର୍ବଦା ପୁରୁଷ ପାଖରେ ଥାଏ ଓ ନାରୀ ପାଖରେ xx ଗୁଣସୂତ୍ର ରହିଥାଏ । ଯଦି ଅଣ୍ଡାର ଫାର୍ଟିଳାଇଜେସନ x ଗୁଣସୂତ୍ରରେ ହୁଏ, ତେବେ ଝିଅ ହୋଇଥାଏ ଓ y ଗୁଣସୂତ୍ରରେ ହୁଏ, ତେବେ ପୁଅ ହୋଇଥାଏ ।

1. କେଉଁ ଗଛର ଫଳ ଭୂମି ତଳେ ମିଳେ ? ଉତ୍ତର-ବାଦାମ

2. ଭାରତର କେଉଁ ରାଜ୍ୟ ଏସିଆର ଅଣ୍ଡା ଟୋକେଇ ରୂପେ ପରିଚିତ ? ଉତ୍ତର – ଆନ୍ଧ୍ରପ୍ରଦେଶ

3. ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନ କେଉଁଠି ରହିଛି ? ଉତ୍ତର -ବରେଲି

4. ଦ ଫେମିଲି କୋର୍ଟ ଆକ୍ଟ କେଉଁ ବର୍ଷ ପ୍ରଣିତ ହୋଇଥିଲା ? ଉତ୍ତର -1984

5. ଭାରତର ସବୁଠୁ କମ୍ ତଟ ଵାଲା ରାଜ୍ୟ କେଉଁଟି ? ଉତ୍ତର -ଗୋଆ

6. ସ୍ଵର୍ଣ ମନ୍ଦିର କେଉଁଠି ଅବସ୍ଥିତ ? ଉତ୍ତର-ଅମୃତସର

7. ରାୟତବାଡି ବ୍ୟବସ୍ଥା କେଉଁ ମସିହାରେ ପ୍ରଚଳିତ ହୋଇଥିଲା? ଉତ୍ତର-1820

8. ସ୍ୱରାଜ ଦଳର ସ୍ଥାପନ କିଏ କରିଥିଲେ ? ଉତ୍ତର-ମୋତିଲଲ ନେହେରୁ ଓ ଆର୍.ଦାସ ମିଳିତ ଭାବରେ ସ୍ୱରାଜ ଦଳ ନିର୍ମାଣ କରିଥିଲେ ।

9.police କୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର policeକୁ ହିନ୍ଦୀରେ ରାଜକୀୟ ଜନରକ୍ଷକ କୁହାଯାଏ ।

ପ୍ରଧାନମନ୍ତ୍ରୀ ହେବାପାଇଁ ବୟସ ସୀମା କେତେ ରହିଛି ? ଏହାର ଉତ୍ତର ଆପଣମାନେ କମେଣ୍ଟ ବକ୍ସରେ ଦିଆନ୍ତୁ ।