ଅର୍ଚ୍ଚନାଙ୍କ ଖେଳ ପଡ଼ିଆରେ ପଡିଲା ତାଲା |

Archana a

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନାଁ ଅଛି ସେ ଝଲମଲ ଆଲୋକ ନାଁ ହସୁଛି ସେ ଘରର ଗଛପତ୍ର । ସତେ ଯେମିତି ଘର ମାଲିକାଣି ଜେଲ୍ ଯିବା ପରେ କନ୍ଦୁଛି ଅଗଣା । ଝୁରୁଛି ଗଛଲତା । ସବୁକିଛି ପୁରା ଶ୍ରୀହୀନ । ଏମିତିକି ଯେଉଁ ପିଞ୍ଜରାରେ ବିଦେଶୀ ଦାମୀ ପକ୍ଷୀ ଅର୍ଚ୍ଚନାଙ୍କ ଘର ର ସାତ ବଢାଉଥିଲେ ଆଜି ସେ ପିଞ୍ଜରା ଖାଲି ପଡିଛି । ହେଲେ ଚଢେଇ ଉଡି ଯାଇଛି ।

କେବଳ ସେତିକି ଅର୍ଚ୍ଚନାଙ୍କ ପୁଅଙ୍କ ସାଇକେଲ ଉପରେ ଧୂଳି ଚଢି ଗଲାଣି । କିନ୍ତୁ ଚଢିବାକୁ ତାର କୁନି ମାଲିକ ନାହିଁ । ଘରର ସୋକେସ୍ ରେ କୁନି କୁନି ଚପଲ ପଡି ରହିଛି । କିନ୍ତୁ ପିନ୍ଧିବାକୁ ମଣିଷଙ୍କ ଦେଖା ନାହିଁ । ଏସବୁ ଦେଖିଲେ ମନକୁ ଗୋଟିଏ କଥା ହିଁ ଆସିବ ଅଧର୍ମ ଧନ ବଡେ ବହୁତ ଗଲାବେଳେ ଯାଏ ମୂଳ ସହିତ । କାରଣ ମାୟାବିନି ଅର୍ଚ୍ଚନା ଲ-ଗ୍ନ ଭିଡିଓ କରି ବ୍ଲାକମେଲିଂ ଜରିଆରେ କୋଟି କୋଟି ଟଙ୍କାର ମାଲିକାଣି ସାଜିଥିଲା ।

Archana Nag

ମାତ୍ର ପାଞ୍ଚ ବର୍ଷ ମଧ୍ୟରେ କୋଟିପତି ହେବା ସହ ନାମି ଦାମି ଗାଡି ଚଢି ଓଏସ କରୁଥିଲା । କିନ୍ତୁ ଇଡି ଜାଲରେ ପଡିବା ପରେ ଜୀବନ କେବଳ ଜେଲରେ କଟୁନି ବରଂ ଅର୍ଚ୍ଚନାଙ୍କ ସମ୍ପତ୍ତି ବ୍ୟଜାପ୍ତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏପରିକି ଅର୍ଚ୍ଚନାଙ୍କ ସତ ବିହାର ସ୍ଥିତ ଏହି ତିନି ମହଲା କୋଠାକୁ ଆଟାଜ୍ କରିଛି ଇଡି । ଯାହାର ମୂଲ୍ୟ ୩କୋଟି ୪୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି ।

ଘର ଯିବାପରେ ଏବେ ଅସାଧୁ ଅସତ ଉପାୟରେ ଅର୍ଚ୍ଚନା ଅର୍ଜନ କରିଥିବା ସମସ୍ତ ସମ୍ପତ୍ତି ଏବେ ଧୀରେ ଧୀରେ ଇଡି ହେପାଜତକୁ ଚାଲିଯିବ । ତାପରେ ନାଁ ରହିବ ଅର୍ଚ୍ଚନାଙ୍କ ମୁହଁର ରହିବ ସେହି ଚମକ ନାଁ ରହିବ ଅର୍ଚ୍ଚନାଙ୍କ ଝଲକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ