ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ବିରୋଧରେ ଅର୍ଚ୍ଚନାଙ୍କ ପୁରୁଣା FIR ଭାଇରାଲ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ 7 ମାସର ଗର୍ଭବତୀ ଥିଲି ଆଉ ସେ ମୋ ସହିତ ରିଲେସନ ରଖିବାକୁ ବାଧ୍ୟ କରେଇଥିଲେ । ନକଲେ ମୋର ସବୁ ନ୍ୟୁ-ଡ ଫୋଟ କୁ ସ୍ୱାମୀ ଙ୍କୁ ଦେଖେଇବେ ବୋଲି ସେ ଧମକ ଦେଇଥିଲେ । ଏମିତି କିଛି ଚାଞ୍ଚଲ୍ୟ କର କଥା ବର୍ତମାନ ସମୟ ରେ ସାମ୍ନାକୁ ଆସିଛି । ଆଉ ଏହି ଚାଞ୍ଚଲ୍ୟକର କଥାର ନାୟିକା ହେଲେ ଅର୍ଚ୍ଚନା ନାଗ ।

2017 ମସିହା ନଭେମ୍ବର 16 ତାରିଖରେ ମହିଳା ଥାନାରେ ସେ ଦେଇଥିବା ଏହି FIR ର କପି ବର୍ତମାନ ସମୟ ରେ ଭାଇରଲ ହେଉଛି । ଯେଉଁଥିରେ ଫିଲ୍ମ ପ୍ରୋଜଜକ ପ୍ରମୋଦ କୁମାର ସ୍ୱାୟିଁ ଙ୍କ ନାମରେ ଆଣିଛନ୍ତି ଏହି ଗୁରୁତ୍ୱର ଯୈ-ନ ନିର୍ଯାତନାର ଅଭିଯୋଗ । ତେବେ ବନ୍ଧୁଗଣ ଭାଇରଲ ହେଉଥିବା ଏହି FIR ରେ ଦର୍ଶାଜାଇଛି ଯେ ଫିଲ୍ମ ପ୍ରୋଜଜକ ପ୍ରମୋଦ କୁମାର ସ୍ୱାୟିଁ । ଘରେ ଭଡା ସୂତ୍ରରେ ରହୁଥିଲେ ।

Archana a

ପ୍ରୋମଦ ନିଜ ଫିଲ୍ମ ରେ ଚାନ୍ସ ଦେବା ସହିତ ନିଜର ପ୍ରୋଜଜନା ସଂସ୍ଥା ପକ୍ଷ୍ୟରୁ ସେ ମାସିକ 5 ହଜାର ଟଙ୍କା ଦେବେ ବୋଲି ମୈଖିକ ଭାବେ ଚୁକ୍ତି କରିଥିଲେ । ପରେ ସେ ପରିବାର ସହିତ ରହିବାକୁ ଆଇଁଗିଣି ଆସ୍ଥିତ ଘରେ ରହିବାର ବ୍ୟବସ୍ଥା ଦେଲେ ସେହିଠାରେ ଏକ ଦୁର୍ବଳ ମୁହୂର୍ତ୍ତର ସୁଯୋଗ ଉଠେଇ ଅର୍ଚ୍ଚନାଙ୍କ ନ୍ୟୁ-ଡ ଫଟୋ ଉତ୍ତୋଳନ କରି ବ୍ଲାକମେଲ ଆରମ୍ଭ କରିଥିଲେ ।

ଏମିତିକି 7 ମାସର ଗର୍ଭବତୀ ଥିବା ବେଳେ ତାଙ୍କ ସହ ସେ-କ୍ସ କରିବାକୁ ବାଧ୍ୟ ମଧ୍ୟ କରିଥିଲେ । ତେବେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାୟିଁ ଏବଂ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଲିଙ୍କର ପ୍ରମାଣ ଗଣମାଧ୍ୟମ ଆଗରେ ଧରାପଡ଼ିଛି । 2017 ମସିହାରେ ସିନେମା ପ୍ରଯୋଜକ ପ୍ରମୋଦ ସ୍ୱାୟିଁ ଖଣ୍ଡଗିରି ଥାନାରେ ଅନୁରୂପ ଏକ ଏତଲା ଦେଇଥିଲେ । ଏହି ଏତଲାରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରମୋଦ ସ୍ୱାଇଁଙ୍କ ଘରେ ଅର୍ଚ୍ଚନା ନାଗ 2016 ମସିହାରେ ଭଡ଼ା ରେ ରହୁଥିଲେ ।

Pramod

ହେଲେ ଠିକ ସମୟରେ ଭଡା ଟଙ୍କା ନ ଦେବାରୁ ଓ ଘର ନଛାଡ଼ିବାରୁ ତାଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ଘର ମାଲିକ ଶ୍ରୀ ସ୍ୱାୟିଁ । ପ୍ରମୋଦ ସ୍ୱାଇଁ ପେସାରେ ଜଣେ ପ୍ରଯୋଜକ ସହିତ ଜଣେ ବିଲଡର। ତାଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ସହ ଅର୍ଥ କାରବାର ହୋଇଥିବା ବେଳେ ଇଡି ଏହି ସବୁର ଖିଅ ଖୁଜୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ