ଗୋପନରେ ରହି ଯୁବତୀଙ୍କ ମୁହଁ ବନ୍ଦ ରଖିବାକୁ ବାଧ୍ୟ କରୁଛି ଅର୍ଚ୍ଚନାଙ୍କ ସ୍ୱାମୀ

Archana husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳା ବ୍ଲାକ ମେଲର ସୁନ୍ଦରୀ ଅର୍ଚ୍ଚନା ନାଗ ଧରା ପଡିବା ପରେ ତାଙ୍କ କଳାକାରନାମା ର ଫର୍ଦ୍ଧ ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ଆଉ ବହୁ ବଡବଡିଆ ତାଙ୍କ ସାନିଦ୍ଧ୍ୟ ଲାଭ କରୁଥିଲେ ବୋଲି କୁହାଜାଉଛି । ହେଲେ ଏହି ରହସ୍ୟ ଉପରୁ ପରଦା ହଟିବା ପୂର୍ବରୁ ଅର୍ଚ୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ କାଳେ ପ୍ରମାଣ ନଷ୍ଟ କରୁଥିବା କାଳେ ଚର୍ଚ୍ଚା ହେଉଛି ।

କଥା ଉଠୁଛି ଯେଉଁଦିନ ପୋଲିସ ଅର୍ଚ୍ଚନା ଙ୍କୁ ଗିରୋଫ କରିଛି । ସେହି ଦିନ ସତ୍ୟ ବିହାର ଘରେ ସ୍ୱାମୀ ଜଗବନ୍ଧୁ ଉପସ୍ଥିତ ରହିଥିଲେ । ହେଲେ ପୋଲିସ କୁଆଡେ ଜାଣି ସୁଣି ଜଗବନ୍ଧୁ ଙ୍କୁ ଗିରୋଫ କରିନଥିଲା । ଯଦି ପୋଲିସ ସେ ମହିଳା ଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନା ଙ୍କୁ ଗିରୋଫ କରିଛି ଆଉ ଖଗେସ୍ କୁ ଜେରା କରିଛି । ତେବେ ଅର୍ଚ୍ଚନା ର ସ୍ୱାମୀ ଜଗବନ୍ଧୁ ଙ୍କୁ କାହିଁକି ନୁହେଁ ।

archan

କୁହାଜାଉଛି କି ସୁନ୍ଦରୀ ଅର୍ଚ୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ ଙ୍କ ଦେହ ଖରାପ ଥିବାରୁ ତାଙ୍କୁ କେବଳ ନୋଟିସ କରିଛି ପୋଲିସ । ହେଲେ ଏଠାରେ କହି ରଖିବାକୁ ଚାହିଁବୁ କି ପ୍ରମାଣ ନଷ୍ଟ କରୁଛି ଜଗବନ୍ଧୁ । ଆଉ ଯେଉଁ ମାନେ ଅଭିଯୋଗ କରିଛନ୍ତି ସେମାନଙ୍କୁ ଡରାଉଛି ଆଉ ଧମକାଉଛି । ହଁ ବନ୍ଧୁଗଣ ଗୋପନ ରେ କୁଆଡେ ରହିଛି ସୁନ୍ଦରୀ ଅର୍ଚ୍ଚନା ଙ୍କ ଜଗବନ୍ଧୁ । ଆଉ ଖଗା ଜଗା ଏକାଠି ରହି ସୁନ୍ଦରୀ ଅର୍ଚ୍ଚନା ଙ୍କ ପାଇଁ ଅଣ୍ଟା ଭିଡ଼ି ଛନ୍ତି ।

ସୁନ୍ଦରୀ ଅର୍ଚ୍ଚନା ଙ୍କୁ ପେଡୀ ଭିତରୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି । ଲୋକ ଏହିଥି ପାଇଁ ଏହି ଚର୍ଚ୍ଚା କରୁଛନ୍ତି ଯେ ଅର୍ଚ୍ଚନା ଙ୍କ ଗିରୋଫ ଦାରୀ ପରେ ଯୁବକ ଯୁବତୀ ମାନଙ୍କ କଥା ଉଠୁଥିବା ବେଳେ ତାହାକୁ ନେଇ ଏବେ ମାଳ ମାଳ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଆଉ ଏପରି କି କୁହାଜାଉଛି କି ଅର୍ଚ୍ଚନା ଙ୍କ ସ୍ୱାମୀ କୁଆଡେ ଧମକ ଦେଇ ଯୁବତୀ ଙ୍କ ମୁହଁ ବନ୍ଦ ରଖିବା ପାଇଁ ବାଧ୍ୟ କରୁଛନ୍ତି ।

Archana Nag

କାରଣ ଅଭିଯୋଗ କରିଥିବା ଯୁବତୀ ର ବର୍ତମାନ ସମୟ ରେ ଦେଖା ମିଳୁନାହିଁ । ତେବେ ଏହାକୁ ନେଇ ଆଗାମୀ ସମୟ ରେ କେଉଁ ପ୍ରକାରର ତଦନ୍ତ ହେଉଛି ଏବଂ କେଉଁ ପ୍ରକାରର ତଥ୍ୟ ସାମ୍ନା କୁ ଆସୁଛି ତାହା ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *