ଗୋପନରେ ରହି ଯୁବତୀଙ୍କ ମୁହଁ ବନ୍ଦ ରଖିବାକୁ ବାଧ୍ୟ କରୁଛି ଅର୍ଚ୍ଚନାଙ୍କ ସ୍ୱାମୀ

Archana husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳା ବ୍ଲାକ ମେଲର ସୁନ୍ଦରୀ ଅର୍ଚ୍ଚନା ନାଗ ଧରା ପଡିବା ପରେ ତାଙ୍କ କଳାକାରନାମା ର ଫର୍ଦ୍ଧ ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ଆଉ ବହୁ ବଡବଡିଆ ତାଙ୍କ ସାନିଦ୍ଧ୍ୟ ଲାଭ କରୁଥିଲେ ବୋଲି କୁହାଜାଉଛି । ହେଲେ ଏହି ରହସ୍ୟ ଉପରୁ ପରଦା ହଟିବା ପୂର୍ବରୁ ଅର୍ଚ୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ କାଳେ ପ୍ରମାଣ ନଷ୍ଟ କରୁଥିବା କାଳେ ଚର୍ଚ୍ଚା ହେଉଛି ।

କଥା ଉଠୁଛି ଯେଉଁଦିନ ପୋଲିସ ଅର୍ଚ୍ଚନା ଙ୍କୁ ଗିରୋଫ କରିଛି । ସେହି ଦିନ ସତ୍ୟ ବିହାର ଘରେ ସ୍ୱାମୀ ଜଗବନ୍ଧୁ ଉପସ୍ଥିତ ରହିଥିଲେ । ହେଲେ ପୋଲିସ କୁଆଡେ ଜାଣି ସୁଣି ଜଗବନ୍ଧୁ ଙ୍କୁ ଗିରୋଫ କରିନଥିଲା । ଯଦି ପୋଲିସ ସେ ମହିଳା ଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନା ଙ୍କୁ ଗିରୋଫ କରିଛି ଆଉ ଖଗେସ୍ କୁ ଜେରା କରିଛି । ତେବେ ଅର୍ଚ୍ଚନା ର ସ୍ୱାମୀ ଜଗବନ୍ଧୁ ଙ୍କୁ କାହିଁକି ନୁହେଁ ।

archan

କୁହାଜାଉଛି କି ସୁନ୍ଦରୀ ଅର୍ଚ୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ ଙ୍କ ଦେହ ଖରାପ ଥିବାରୁ ତାଙ୍କୁ କେବଳ ନୋଟିସ କରିଛି ପୋଲିସ । ହେଲେ ଏଠାରେ କହି ରଖିବାକୁ ଚାହିଁବୁ କି ପ୍ରମାଣ ନଷ୍ଟ କରୁଛି ଜଗବନ୍ଧୁ । ଆଉ ଯେଉଁ ମାନେ ଅଭିଯୋଗ କରିଛନ୍ତି ସେମାନଙ୍କୁ ଡରାଉଛି ଆଉ ଧମକାଉଛି । ହଁ ବନ୍ଧୁଗଣ ଗୋପନ ରେ କୁଆଡେ ରହିଛି ସୁନ୍ଦରୀ ଅର୍ଚ୍ଚନା ଙ୍କ ଜଗବନ୍ଧୁ । ଆଉ ଖଗା ଜଗା ଏକାଠି ରହି ସୁନ୍ଦରୀ ଅର୍ଚ୍ଚନା ଙ୍କ ପାଇଁ ଅଣ୍ଟା ଭିଡ଼ି ଛନ୍ତି ।

ସୁନ୍ଦରୀ ଅର୍ଚ୍ଚନା ଙ୍କୁ ପେଡୀ ଭିତରୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି । ଲୋକ ଏହିଥି ପାଇଁ ଏହି ଚର୍ଚ୍ଚା କରୁଛନ୍ତି ଯେ ଅର୍ଚ୍ଚନା ଙ୍କ ଗିରୋଫ ଦାରୀ ପରେ ଯୁବକ ଯୁବତୀ ମାନଙ୍କ କଥା ଉଠୁଥିବା ବେଳେ ତାହାକୁ ନେଇ ଏବେ ମାଳ ମାଳ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଆଉ ଏପରି କି କୁହାଜାଉଛି କି ଅର୍ଚ୍ଚନା ଙ୍କ ସ୍ୱାମୀ କୁଆଡେ ଧମକ ଦେଇ ଯୁବତୀ ଙ୍କ ମୁହଁ ବନ୍ଦ ରଖିବା ପାଇଁ ବାଧ୍ୟ କରୁଛନ୍ତି ।

Archana Nag

କାରଣ ଅଭିଯୋଗ କରିଥିବା ଯୁବତୀ ର ବର୍ତମାନ ସମୟ ରେ ଦେଖା ମିଳୁନାହିଁ । ତେବେ ଏହାକୁ ନେଇ ଆଗାମୀ ସମୟ ରେ କେଉଁ ପ୍ରକାରର ତଦନ୍ତ ହେଉଛି ଏବଂ କେଉଁ ପ୍ରକାରର ତଥ୍ୟ ସାମ୍ନା କୁ ଆସୁଛି ତାହା ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ