ଅର୍ଚ୍ଚନା ଘର ଦାମ ୩କୋଟି ୪୦ ଲକ୍ଷ, ଖୁବ ଶୀଘ୍ର ହେବ ନିଲାମ !

house

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାହାଠାରୁ କେତେ ନେଇ ଏମିତି ଶଙ୍ଖ ମଲ ମଲ ରାଜ ଉଆସ ତିଆରି କରିଥିଲା ଅର୍ଚ୍ଚନା ସୁନ୍ଦରୀ ଅର୍ଚ୍ଚନା ସ୍ୱପ୍ନ ଦେଖିଥିଲା କି ସାରା ଜିବନ ଶଙ୍ଖ ମଲ ମଲ ରାଜ ଉଆସ ରେ ଜିବନ ବିତେଇବ । ହଁ ବନ୍ଧୁଗଣ ଆଉ ସେ ଶଙ୍ଖ ମଲ ମଲ ରାଜ ଉଆସ ରହିବ ନାହିଁ । କାରଣ ଦିନ କେଇଟା ପରେ କୁଆଡେ ନିଲାମ ହେବ ସୁନ୍ଦରୀ ଅର୍ଚ୍ଚନା ର ଆଲିସାନ ବଙ୍ଗଳା ରାଜ ପ୍ରସାଦ ଭଳି ଘର ।

ଆଖି ଝଲସିଲା ପରି ଇଣ୍ଟରିୟର ଦାମୀ ଦାମୀ ଫର୍ଣ୍ଣିଚର ସାଙ୍ଗକୁ ଭଳିକି ଭଳି ବିଦେଶୀ ବ୍ରାଣ୍ଡ ର କାର ଆଉ ବାଇକ୍ । ଯେ କେହିବି ଦେଖିବ ତା ଆଖି ଝଲସୀ ଉଠିବ । ବ୍ଲାକମେଲିଂ ରାଣୀ ର ସୁନ୍ଦର ଘର । ପାଦ ପଡିଲେ ବି ଚକିଣିଆ ମାରବଲ ରେ ପାଦ ଟି ଖସିଯିବ । ହଁ ବନ୍ଧୁଗଣ ସେହି ସନ୍ଦରୀ ଅର୍ଚ୍ଚନା ର ରାଜ ଉଆସ ଏବେ ନିଲାମ ହେବାକୁ ଯାଉଛି ।

archana nag 1

କାରଣ ଇଡି କାଲି ସେକ୍ସନ କୋର୍ଟ ରେ ଚାର୍ସିଟ ଦାଖଲ କରିଛି । ମୋଚ 2,341 ପୃଷ୍ଟାର ଚାରସିଟ ଦାଖଲ କରିଛି ଇଡି । ଅର୍ଚ୍ଚନା ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ , ବିଜନେସ ପାର୍ଟନର ଆଉ ତାଙ୍କର ପ୍ରେମିକ ଖଗେଶ୍ୱର ପାତ୍ର ଏବଂ ଶ୍ରଦ୍ଧାଞଳୀ ବେହେରା ଙ୍କ ନାମରେ ଚାରସିଟ ଦାଖଲ କରାଜାଇଛି । ମୋଟ 15 ଜଣ ସାକ୍ଷୀ ଙ୍କ ବୟାନ ସେଥିରେ ମଧ୍ୟ ରହିଛି ।

ଅର୍ଚ୍ଚନା ମାମଲା ରେ ଇଡି ର ଏହା ହେଉଛି ପ୍ରାଥମିକ ଚାରସିଟ ଆଉ ଏହି ଘଟଣା ର ତଦନ୍ତ ଜାରି ରଖିଛି ଇଡି । ସବୁଠାରୁ ବଡ କଥା ହେଉଛି ସୁନ୍ଦରୀ ଅର୍ଚ୍ଚନା ର ରାଜ ମହଲ ଭଳି କୋଠାକୁ ଇଡି ଆଟାର୍ଚ କରିଛି ସେହି ଚାରସିଟରେ । ଆଉ ଆଗାମୀ ଦିନ ରେ ଏହାର ନିଲାମୀ ହେବ ଜାହାର ମୂଲ୍ୟ ହେଉଛି 3 କୋଟି 40 ଲକ୍ଷ ଟଙ୍କା । ଆଉ ଏହାପରେ ସୂଚନା ମିଳିଛି ସୁନ୍ଦରୀ ଅର୍ଚ୍ଚନା ର ରାଜ ମହଲ କୁଆଡେ ନିଲାମ ହେବାକୁ ବସିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ