ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ! ଏହି ମେଡିକାଲରେ ହେଲେ ଭର୍ତ୍ତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଡି ର କବ୍ଜା ରେ ନାଗ ଦମ୍ପତୀ ଏହି ସମୟ ମଧ୍ୟରେ ଇଡି ଅର୍ଚ୍ଚନା ଙ୍କ ବେଆଇନ କାରବାର ନେଇ ଖୋଳତାଳ କରୁଛି । ପ୍ରଥମେ ଖଗେଶ୍ୱର ଙ୍କୁ ଗିରୋଫ କରି ଇଡି ଅନେକ ତଥ୍ୟ ହାସଲ କରିବା ପରେ ଏହି ଘଟଣା ର ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ଙ୍କୁ ରିମାଣ୍ଡ ରେ ଆଣିଥିଲା ।

ପରବର୍ତି ସମୟ ରେ ପୁଣି ଅର୍ଚ୍ଚନା ଙ୍କୁ ଗିରୋଫ କରି ପୂନର୍ବାର 6 ଦିନିଆ ରିମାଣ୍ଡ ରେ ଆଣିବା ସହିତ ଏହି ଘଟଣା ରେ ଅର୍ଚ୍ଚନା ର ଘନିଷ୍ଟ ସହଯୋଗୀ ସ୍ୱାମୀ ଜଗବନ୍ଧୁ ଙ୍କୁ 9 ଦିନିଆ ରିମାଣ୍ଡ ରେ ଆଣି ପଚରା ଉଚୁରା କରୁଛି । ଇତି ମଧ୍ୟରେ ଆଉ ଏକ ଖବର ସାମ୍ନା କୁ ଆସୁଛି । ଇଡି ର ପ୍ରଶ୍ନରେ କୁଆଡେ ଅର୍ଚ୍ଚନା ଅସୁସ୍ଥ ହୋଇଥିବାର ଜଣା ପଡୁଛି ।

Archana a

ତେବେ ଏହି ଜେରା ମଧ୍ୟରେ ଅନେକ ବଡ ବଡିଆ ଙ୍କ ଗୁମର ଖୋଲିଥିବା ବେଳେ ଜେରା ଆହୁରୀ ଜୋର ହେବ ଭାବି ଅର୍ଚ୍ଚନା ଅସୁସ୍ଥ ହୋଇ ପଡିଥିବା ସୁଣିବାକୁ ମିଳୁଛି । ଇଡି ର ପ୍ରଶ୍ନ ବାଣରେ ଅର୍ଚ୍ଚନା ଏତେ ଘାଇଲା ହୋଇଜାଇ ଥିଲା ଯେ କୈଣସି ପ୍ରଶ୍ନର ଉତ୍ତର ମଧ୍ୟ ସେ ଠିକ୍ ସେ ଦେଇ ପାରୁ ନଥିଲା ।

ପରେ ଅର୍ଚ୍ଚନା ଙ୍କ ସ୍ୱାସ୍ଥ୍ୟ ଅବସ୍ତା ଏତେ ଗୁରୁତ୍ୱର ହୋଇ ପଡିଥିଲା କି ତାଙ୍କୁ ତୁରନ୍ତ ଡାକ୍ତର ଖାନା ରେ ଭର୍ତ୍ତି କରାଜାଇ ଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ତେବେ ଆଗାମୀ ସମୟ ରେ ଏମିତି ଜୋର ଦାର ଭାବେ ପଚରା କରିବ ବୋଲି ବିଶେଷ ସୂତ୍ର ରୁ ସୂଚନା ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *