ଅର୍ଚ୍ଚନାଙ୍କ ପ୍ରିୟ ପୁଲିସ୍‌ ବାବୁ । ଏହି ବାବୁ ଜାଉଥିଲେ ସବୁଦିନ ରାତିରେ

Archana's

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲକ୍ଷ୍ମୀ ସାଗର ଥାନା ସହିତ କଣ ସଂମ୍ପର୍କ ଅର୍ଚ୍ଚନା ନାଗଙ୍କର । କାହିଁକି ପ୍ରଜୋଜକ ଅକ୍ଷୟ ପରିଜା ଙ୍କ ବିରୋଧ ରେ ଅଭିଯୋଗ କରିବାକୁ ଲକ୍ଷ୍ମୀ ସାଗର ଥାନା ବାଛିଥିଲେ ଅର୍ଚ୍ଚନା । ସେପ୍ଟେମ୍ବର 22 ତାରିଖ ଦିନ ଓଢଣୀ ତଲେ କିଏ ରହି ଆସିଥିଲା ଲକ୍ଷ୍ମୀ ସାଗର ଥାନା କାହିଁକି ଅଭିଯୋଗ ନକରି ଚୁପଚାପ ଥାନାରୁ ଚାଲିଜାଇ ଥିଲେ ମାୟାବିନି ।

ଅର୍ଚ୍ଚନା ଙ୍କ ଜାଲରେ ପଡିଥିବା ଶ୍ରଦ୍ଧାଞଳୀ ଙ୍କ ଏଫାୟାର କପି ରୁ ଜଣା ପଡିଛି । ସେ ହିଁ ଶ୍ରଦ୍ଧାଞଳୀ ଙ୍କ ପାଇଁ ଲେଖିଥିଲେ ଅଭିଯୋଗ ଫର୍ଦ୍ଧ । ହେଲେ ପ୍ରଶ୍ନ ଉଠୁଛି ଅର୍ଚ୍ଚନା କାହିଁକି ଲକ୍ଷ୍ମୀ ସାଗର ଥାନା କୁ ଯିବା ପାଇଁ ଶ୍ରଦ୍ଧାଞଳୀ ଙ୍କୁ କହିଥିଲେ । କାରଣ ମାୟାବିନି ଅର୍ଚ୍ଚନା ରୁହନ୍ତି ମଞ୍ଚେଶ୍ୱର ଥାନା ଅଧିନରେ ଥିବା ସତ୍ୟବିହାର ରେ ଆଉ ଶ୍ରଦ୍ଧାଞଳୀ ।

archana nag 1

ତେବେ ହନି ଟ୍ରାପ ର ଶୀକାର ହୋଇଥିବା ଅକ୍ଷୟ ପରିଜା ରୁହନ୍ତି ନୂଆପଲ୍ଲୀ ଥାନା ଅଞ୍ଚଳ ରେ ତେବେ ଅଭିଯୋଗ କରିବା ପାଇଁ ଲକ୍ଷ୍ମୀ ସାଗର ଥାନା କଣ ପାଇଁ ଆସିଥିଲେ ବ୍ଲାକମେଲର ଆଉ ଆଫାୟାର ନକରି ଥାନାରୁ କଣ ପାଇଁ ଫେରିଜାଇଥିଲେ ।

ସୁଣିବାକୁ ମିଳୁଛି ଅର୍ଚ୍ଚନା ଙ୍କ ବ୍ଲାକମେଲିଂ ସାମ୍ରାଜ୍ୟରେ ଥିଲା ଅନେକ ରଙ୍ଗସାଳା ଲକ୍ଷ୍ମୀ ସାଗର ଥାନା ଅଧିନ ରେ ଆସୁଥିବା ଜିଜିପି କୋଲନୀ ରେ ବି ଖୋଲିଥିଲା ରଙ୍ଗଶାଳା ଯେଉଁଠାରେ ରାତି ରଙ୍ଗିନ କରୁଥିଲେ ନାମୀଦାମୀ ଏମିତି ସୁଣିବାକୁ ମିଳୁଛି ଯେ ଥାନା ସହିତ ଯୋଡିତ ଏକ ପୋଲିସ ବାବୁ ଅର୍ଚ୍ଚନା ଙ୍କୁ ସହଯୋଗ କରୁଥିଲେ ।

ତେବେ ଏମିତି ସବୁ କାଣ୍ଡ କରିବା ଲାଗି ମାୟାବନି ଅର୍ଚ୍ଚନା ରାଜଧାନୀ ରେ 5 ଟି ଘର ଭଡାରେ ନେଇଥିଲେ । ତେବେ ତାଙ୍କ ସହିତ ସଂମ୍ପର୍କ ରେ ଆସିଥିବା ଜଣେ ବ୍ୟବସାୟୀ ଏହି ବିଷୟ ରେ ଖୁଲାସା କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ