Archana ଙ୍କ ବାପା କଲେ ମହାଖୁଲାସା, ଯାହା ସବୁ କହିଲେ ଶୁଣି ହେବେ ଆଶ୍ଚର୍ଯ୍ୟ !

Archana's father

ଆପଣ ମାନଙ୍କୁ ଆମର ପୋର୍ଟଲ କୁ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା ରେ ଏକ ନୂଆ ଚେହେରା ସାମ୍ନାକୁ ଆସିଛି । ଅର୍ଚ୍ଚନା ବର୍ତମାନ ସମୟ ରେ ଇଡି ରିମାଣ୍ଡ ରେ ରହିଛନ୍ତି । ଇଡି ଏବେ ତାଙ୍କୁ ଲଗାତାର ଭାବେ ପଚରା ଉଚୁରା କରୁଛି । ଆଉ ଏହାରି ଭିତରେ ଅର୍ଚ୍ଚନା ର ବାପା ଗଣ ମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ଅର୍ଚ୍ଚନା ନାଗ ଙ୍କ କଳା କାର୍ଣ୍ଣମା କୁ ନେଇ ଏବେ ସାରା ଓଡିଶା ରେ ଚର୍ଚ୍ଚା ହେଉଛି ।

ଏମିତି ରେ ଗଣ ମାଧ୍ୟମ ରେ ଅର୍ଚ୍ଚନା ନାଗ ନିଜର ପ୍ରଥମ ବୟାନ ଦେଇ କହିଥିଲେ ଯେ । ତାଙ୍କୁ କେବଳ ଅଧ ଘଣ୍ଟା ଦରକାର ଏବଂ ଅଧ ଘଣ୍ଟାରେ ସବୁ ତଥ୍ୟ ପ୍ରମାଣ ଦେବେ । ଯାହା ଦ୍ୱାରା ସାର ରାଜ୍ୟ ବଦଳିଯିବ । ଏହି ବୟାନକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା ଏବଂ ଏହାରି ମଧ୍ୟରେ ଅର୍ଚ୍ଚନାଙ୍କ ବାପା ଗଣମାଧ୍ୟମ ସାମ୍ନାକୁ ଆସି ଗୋଟିଏ ବଡ ବୟାନ ଦେଇଛନ୍ତି । ବନ୍ଧୁଗଣ ଅର୍ଚ୍ଚନାଙ୍କ ବାପା କହିଛନ୍ତି ଯେ ଦୁଇ ବର୍ଷରେ ଗୋଟେ ଝିଅ ଏତେ ବଡ ଘର କରିଦେଲା ।

father

ଦୁଇ ବର୍ଷରେ 5 ବର୍ଷର ଛୁଆ ଥାଇ ତା ଉପରେ ସମସ୍ତ ଦୋଷ ଦେଇଦେଲେ ତାହା ମୋତେ ଖରାପ ଲାଗୁଛି । ସେ ପ୍ରକୃତ ଚୋରକୁ ଆପଣ ମାନେ ଲୁଚେଇ ଦେଇକି ମୋ ଝିଅ ଉପରେ ଦୋଷ ଦେଇ ଦେଉଛ । ପ୍ରକୃତ ଚୋର ହେଉଛି ଯେଉଁ ଝିଅ ବ୍ଲାକ ମେଲ କରୁଥିଲା । ସେ ଝିଅ ଆଉ ସେ ଫିଲ୍ମ ଡାଇରେକ୍ଟର ମାନେ ବି ସମସ୍ତେ ଚୋର । ନିଜେ ସେମାନେ ବ୍ଲାକ ମେଲର ଆଜ୍ଞା ।

ମୋ ଝିଅ ନିରୀହ ମୋ ଝିଅକୁ ସେ ଶ୍ରଦ୍ଧାଞ୍ଜଳି ଆଉ ସେ ଅକ୍ଷୟ ପରିଜା ଫସେଇ ଦେଇଛନ୍ତି । ମୁଁ ଜମି ବିକି ଅର୍ଚ୍ଚନାକୁ ଟଙ୍କା ଦେଇଥିଲି ଘର କରିବା ପାଇଁ । ମୁଁ ବି ସମାଜସେବୀ ମୁଁ ବି ନେତା ଆଉ ମିଡିଆ ଭାଇ ମାନଙ୍କର ପଛରେ ବୁଲୁ ଥିଲି । ମୋ ଝିଅର କୌଣସି ଭୁଲ ଆପଣ ମାନେ ପାଇ ନାହାନ୍ତି ।

ଆପଣ କାହିଁକି ତା ଉପରେ ଦୋଷ ଲଦୁ ଗଦେଉଛନ୍ତି । ଆଜି ମୋର 50 ବର୍ଷ ହେଲା ମୋର ତିନୋଟି ଟ୍ରକ ଥିଲା । ମୁଁ ମୋ ଜାଗା ବିକି 60 ଲକ୍ଷ ଟଙ୍କା ଅର୍ଚ୍ଚନାକୁ ଦେଇଛି ଘର କରିବା ନିମନ୍ତେ ବୋଲି ଅର୍ଚ୍ଚନା ର ବାପା କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ