ଫଣା ଟେକୁଥିବା ଅର୍ଚ୍ଚନା ଏବେ ଇଡ଼ି ଅଫିସରେ ସନିପାତ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଲି ମିଡିଆ ଆଗରେ ଫଁ ଫଁ ହେଉଥିଲ । ଫଣା ବି ଟେକୁଥିଲ । ୩୦ ମିନିଟ୍ ଦରକାର । ଏକ୍ସକ୍ଲୁଜିଭ୍ ତଥ୍ୟ ଦେବ । ତମେ ବଜେଇ ପାରିଲେ ହେଲା । ମୁଁ ଇଡିର ତଦନ୍ତ କୁ ଅପେକ୍ଷା କରିଥିଲି । ମୋତେ କହିବାକୁ ସୁଯୋଗ ମିଳୁ ନଥିଲା । ଆଜି ତ ଇଡି ତମ ପାଇଁ ନୂଆ ତକିଆ ନୂଆ ଗଦି ବି କିଣିଛି । ଶାନ୍ତି ରେ ଶୋଇ ଯାହା ବି ଜାଣିଛ ଉଗାଳି ପକାଇବ । ବାନ୍ତି କରି ପକାଇବ କିନ୍ତୁ ବାନ୍ତି ଆଉ ଉଗାଳିବା ପରବର୍ତେ ତୁମେ କ’ଣ ସନିପାତ ହୋଇଗଲଣି ।

ଶୀତ ଦିନରେ କ’ଣ ଅଧିକ ଶୀତ ଲାଗିଲାଣି କି । ଇଡି ତ କନ୍ଥା ଆଉ ତକିଆ ଦେଲା କିନ୍ତୁ କମଳ ଦେଲାଣି କି । କାହିଁକି ନା ସନିପାତ ମାରିଲ ଅର୍ଚ୍ଚନା । ବହୁ ଚର୍ଚିତ ରାଜ୍ୟର ସେ-କ୍ସ କ୍ୟାଣ୍ଡେଲ ମାମଲାର ମହୁମାଛି ହେଉଛି ସୁନ୍ଦରୀ ଅର୍ଚ୍ଚନା । ଆଉ ଏତେ କମ୍ ଦିନ ଭିତରେ ଯେମିତି କୋଟି କୋଟି ଟଙ୍କାର ଇନକମ୍ କଲା । ଯାହାର ଚେର ଖୋଜୁଛି ଇଡି । ସୁନ୍ଦରୀ ଅର୍ଚ୍ଚନା ମୁହଁରୁ ଶୁଣିବାକୁ ଚାହୁଁଥିବା ବେଳେ ସୁନ୍ଦରୀ ଅର୍ଚ୍ଚନା କିନ୍ତୁ ମୁହଁ ଫିଟାଉନି । ତଦନ୍ତ ରେ ସାହାର୍ଯ୍ୟ କରୁନି ।

Archana 11

ରିମାଣ୍ଡର ସରିବାକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଇଡି ଆଗରେ ପାଟି ଫିଟାଉନି ସୁନ୍ଦରୀ ଅର୍ଚ୍ଚନା । ସତେ ଯେମିତି ଶୀତରେ ସନିପାତ ମାରିଯାଇଛି ଅର୍ଚ୍ଚନା । ୩୦ ମିନିଟ୍ ତ ଦୂରର କଥା ୯୬ ଘଣ୍ଟା ବିତି ଯାଇଥିଲେ ବି ମୁହଁ ଖୋଲୁନି ସୁନ୍ଦରୀ ଅର୍ଚ୍ଚନା । ଯାହାକୁ ନେଇ ଇଡି ଟେନସନ ରେ । ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ତଦନ୍ତରେ ଆଦୌ ସହଯୋଗ କରୁନି ଅର୍ଚ୍ଚନା । ଫଳରେ ଆର୍ଥିକ କାରବାର ଦିଗରେ ଯେଉଁ ଖୋଳତାଡ଼ କରୁଥିଲା ଇଡି ଶେଷ ନିଷ୍କର୍ଷ ଯାଏ ପହଞ୍ଚି ପାରୁନି ଇଡି ।

ଅର୍ଚ୍ଚନା ରିମାଣ୍ଡରେ ଗଲାପରେ ବି କୌଣସି ପ୍ରଭାବଶାଳୀ ଙ୍କୁ ଇଡି ଅଫିସରେ ଦେଖିବାକୁ ମିଳୁନି । କାରଣ ଅର୍ଚ୍ଚନା ଯେଉଁ ଫଁ ରେ ଯାଇଥିଲା ଅର୍ଚ୍ଚନା ସେ ଫଁ ଆଉ ମାରି ପାରୁନି । ଅର୍ଚ୍ଚନା ର ଫଣା ଟେକା ବନ୍ଦ ହୋଇଗଲା କି । ଶୀତରେ ସନିପାତ ମାରିଗଲା କି ଅର୍ଚ୍ଚନା । ନାଁ ଅର୍ଚ୍ଚନା ମୁହଁରେ କିଏ ତାଲା ପକାଇଛି । ନାଁ କାହା ଚାପରେ ଅର୍ଚ୍ଚନା ଚେପା ହୋଇ ଯାଇଛି ।

ମିଡିଆ ଆଗରେ ଫଁ ମାରୁଥିବା ଅର୍ଚ୍ଚନା କାହିଁକି ଇଡି ଅଫିସର ଶୀତ ଭିତରେ ଶୀତେଇ ଗଲା । କାହିଁକି ସେ ସନିପାତ ମାରିଗଲା । ଏଭଳି ଅନେକ ପ୍ରଶ୍ନ ଏବେ ଜନ ମାନଷରେ ଉଙ୍କି ମାରୁଛି । ଆଉ ଦେଖିବାକୁ ବାକି ରହିଲା ଆଉ ବାକି ଦିନରେ ଅର୍ଚ୍ଚନା ମୁହଁରୁ କି କି ସତ ଉଗାଳୁଛି ଇଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ