ଅର୍ଚ୍ଚନା ଆମେ ଜେଲ୍ ରୁ ବାହାରିଲା ପରେ ସମସ୍ତଙ୍କ କଳା କାରନାମାର ପର୍ଦାଫାଶ କରିଦେବା

Jail

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ତମେ କେମିତି ଅଛ? ତମ ଦେହ କେମିତି ଅଛି? ତମେ ଜମାବି ବ୍ୟସ୍ତ ହୁଅନି । ମୁଁ ଆମ ଓକିଲଙ୍କ ସହ କଥା ହେଉଁଥିଲି । ସେ କହୁଥିଲେ କି ସବୁ ଠିକ୍ ହୋଇଯିବ । ଆମକୁ ଜଲଦି ବେଲ ମିଳିଯିବ । ତଳ କୋର୍ଟରେ ବେଲ ନ ମିଳିପାରେ । ହେଲେ ଉପର କୋର୍ଟରେ ଆମକୁ ନିଶ୍ଚିତ ଭାବରେ ବେଲ ମିଳିଯିବ । ହେଲେ ଅର୍ଚ୍ଚନା ଆମକୁ ଯିଏ ଏମିତି ଫସାଇଛନ୍ତି ସେମାନଙ୍କୁ ଆମେ କ’ଣ ଛାଡିଦେବା ।

ଏଥିରେ ଖାଲି ଆମର ଦୋଷ ଥିଲା । ସେ ବଡ ବଡ ନେତା, ମନ୍ତ୍ରୀ, ବିଜନେସ୍ ମ୍ୟାନ, ବିଲଡର ମାନଙ୍କର କ’ଣ କିଛି ଦୋଷ ନଥିଲା । ସେମାନଙ୍କ ପାଖରେ ଏତେ ଟଙ୍କା କଉଁଠୁ ଆସୁଥିଲା । ଏହାର କ’ଣ କିଛି ତଦନ୍ତ ହବନି । ଆମକୁ ଫସାଇ ସେମାନେ କ’ଣ ଖସି ଯିବେ । ଏମିତି ଜମାବି ଆମେ ହେବାକୁ ଦବୁନି ।

Archana Nag

ଚାଲ ଅର୍ଚ୍ଚନା ଆମେ ଏମାନଙ୍କର ଭିଡିଓ ସମୟ ସୁବିଧା ଦେଖି ଭାଇରାଲ କରିଦେବା । ସଫା ପୋଷାକ ପିନ୍ଧି କଳା କାରନାମା କରୁଥିବା ନେତା ମାନଙ୍କର ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ନେଇ ଆସିବା ବୋଧହୁଏ ଆଜି ଦୁହେଁ ଦେଖାହେବା ପରେ ଏମିତି କିଛି କଥା ହୋଇଥିବେ ସ୍ୱାମୀ ଜଗବନ୍ଧୁ ଏବଂ ସ୍ତ୍ରୀ ଅର୍ଚ୍ଚନା ।

କାରଣ ଆଜି ଥିଲା ଦୁଇ ଜଣକ ଦ୍ୱିତୀୟ ଭେଟଘାଟ । ଜେଲ୍ ମାନୁଆଲ ମୁତାବକ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ମଧ୍ୟରେ ଗୋଟିଏ ସପ୍ତାହର ଶେଷ ବାର ସେମାନେ ଦେଖା ହୋଇପାରିବେ । ତେବେ ଆଜି ଥିଲା ସେହି ଶେଷ ବାର ମାନେ ରବିବାର । ପୂର୍ବରୁ ଥରେ ଦେଖା ହୋଇସାରିଥିବା ବେଳେ ଏଥର ଦୁଇ ଜଣକର ଦ୍ୱିତୀୟ ଦେଖା ।

ଯଦି ଦେଖିବା ଅର୍ଚ୍ଚନାଙ୍କ ନାମରେ ଖଣ୍ଡଗିରି ଥାନାରେ ବ୍ଲାକମେଲ୍ କରୁଥିବା ଅଭିଯୋଗ ହେଲା ପରେ ତାଙ୍କୁ ଚଳିତ ମାସ ୬ତାରିଖରେ ଗିରଫ କରାଯାଇ ଥିଲା । ଆଉ ଏହାର କିଛି ଦିନ ପରେ ସ୍ୱାମୀ ଜଗବନ୍ଧୁକୁ ମଧ୍ୟ ସତ୍ୟ ବିହାର ସ୍ଥିତ ବାସ ଭବନରୁ କମିଶନର ପୋଲିସ ଗିରଫ କରିଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ