ଥକି ଯାଇଥିଲେ ଅର୍ଚ୍ଚନା ! ଦେହ ବ୍ୟବସାୟ ଛାଡ଼ି ସ୍ଵପ୍ନ ଦେଖୁଥିଲେ ରାଜନୀତିରେ ଟିକେଟ ପାଇଁ ।

Archana Nag

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେ-ହ ବ୍ୟବସାୟ ର ଧନ୍ଦା ଛାଡି ରାଜନୀତିର ପାଦ ଥାପିବାକୁ ଚାହୁଁଥିଲେ ଅର୍ଚ୍ଚନା । କୁହାଯାଏ କୌଣସି ବ୍ୟକ୍ତି ନିଜେ କୌଣସି ବି ଗୋଟେ ବିପଦ ପୂର୍ଣ୍ଣ କାମ ଜୀବନ ଯାକ କରିପାରିବ ନାହିଁ । ଆଉ ଯଦି କରିବା ପାଇଁ ସେ ମନସ୍ଥ କରୁଛି ତେବେ ତାଙ୍କୁ ତାର ଚାରିପଟେ ସୁରକ୍ଷା ର ପାଚେରୀ ଛିଡା କରିବାକୁ ପଡିବ । ଅର୍ଚ୍ଚନା ଜାଣିଥିଲେ କି ସେ ଦେ-ହ ବ୍ୟବସାୟରେ ଅନେକ ବଡ ବଡ ଲୋକଙ୍କ ର ବଡ ବଡ ନେତାଙ୍କର ରହସ୍ୟ ଜାଣିଛନ୍ତି । ହେଲେ କୌଣସି ମୁହୁର୍ତ୍ତରେ ବି ତାଙ୍କ ଜୀବନ ପ୍ରତି ବିପଦ ଆସିପାରେ ।

ଏମିତିକି ତାଙ୍କ ଆଉ ତାଙ୍କ ସ୍ୱାମୀ ଉପରକୁ ଥରେ ଗୁଳି ମାଡ ବି ହୋଇ ସାରିଥିଲା । ତେଣୁ ଏଥିପାଇଁ ଅର୍ଚ୍ଚନା ବିଚାର କରିଥିଲେ ଯେ ରାଜନୀତିରେ ସେ ପାଦ ରଖିବେ । ଆଉ ରାଜନୀତିର ଟିକେଟ୍ ପାଇଁବା ପାଇଁ ସେ ଚେଷ୍ଟା କରୁଥିଲେ । ତାଙ୍କ ମନରେ ଥିଲା ଯଦି ସେ ଥରେ ରାଜନେତା ଜନପ୍ରତିନିଧି ହୋଇଗଲି ତେବେ ନିଶ୍ଚିତ ଭାବରେ ଲୋକମାନଙ୍କ ସମର୍ଥନ ତ ରହିବ ଏବଂ ତାସହିତ ତାଙ୍କର କେହି ବି କିଛି କରିପାରିବେ ନାହିଁ ।

archana nag 1

ଆଉ ଯେଉଁଥି ପାଇଁ ସେ ବିଜେପି ଦଳରେ ମିଶିବାକୁ ଚାହୁଁଥିଲେ । ଯେଉଁଥି ପାଇଁ ସେ ସିଟ୍ ବି ପାଇବାକୁ ଚାହୁଁଥିଲେ । ଅର୍ଚ୍ଚନାଙ୍କ ମନରେ ଥିଲା ଢେର୍ ସାରା ଭୟ । ଆଉ ଭୟ ଥିଲା ଯେଉଁ ସମ୍ପତ୍ତିକୁ ଅତି କଷ୍ଟ କରି ତିଆରି କରିଛନ୍ତି , ଯେଉଁ ବ୍ୟାଙ୍କ ବାଲାନ୍ସ କୁ ତିଆରି କରିଛନ୍ତି ତାହା ଯଦି ତାଙ୍କ ହାତରୁ ଚାଲିଯାଏ ତେବେ ତାଙ୍କ ଜୀବନର ସବୁ ପରିଶ୍ରମ ବୃଥା ଚାଲିଯିବ ।

ଆଉ ଓୟେସ, ଆରାମ ଯେଉଁ ପରିଶ୍ରମ କରି ଉପାର୍ଜନ କରିଛନ୍ତି ତାହା ସିଏ ହରେଇବାକୁ ଚାହୁଁନଥିଲେ । ଆଉ ଯେଉଁଥି ପାଇଁ ସେ ଯୋଜନା କରିଥିଲେ ରାଜନୀତି ରେ ମିଶିବା ପାଇଁ । କେବଳ ବିଜେପି ନୁହଁ କୁହାଯାଉଛି କି ସମସ୍ତ ରାଜନୈତିକ ଦଳର ଲୋକମାନେ ତାଙ୍କ କବଜାରେ ଥିଲେ । ତେବେ ଦୁଇ ଜଣକ ବ୍ୟକ୍ତିଙ୍କ ନାଁ ତ ପ୍ରକଟ ହୋଇଛି । ଅନେକଙ୍କ ନାଁ ଏଯାଏଁ ପ୍ରକଟ ହୋଇନାହିଁ ।

archana nag 2

ଅର୍ଚ୍ଚନା ବହୁତ ଚାଲାକ୍ ଥିଲେ । ସବୁବେଳେ ରହୁଥିଲେ ଦୁଇ କଦମ ଆଗରେ । ଆଉ ସେଥିପାଇଁ ଏସବୁ ଯୋଜନା କରି ରଖିଥିଲେ । ହେଲେ ତାଙ୍କୁ ମହଙ୍ଗା ପଡିଗଲା ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଫସେଇବା । ଆଉ ଯେତେବେଳେ ସେ ଫସିଲେ ସବୁକଥା ଏବେ ସାମ୍ନାରେ ଆସିଗଲା । ତେବେ ଦେଖିବାକୁ ବାକି ରହିଲା ଆଜି ଏସ. ଡି ଜେମ୍ କୋର୍ଟରେ ଆବେଦନ କରିଥିବା ବେଲ୍ ଉପରେ ସେ କୋର୍ଟ ଆସୁଛନ୍ତି କି ନାହିଁ । ଆଉ ଅନ୍ୟପଟେ ତାଙ୍କ ସ୍ୱାମୀ ଦେଖା ଦଉଛନ୍ତି କି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *