ଅର୍ଚ୍ଚନା କୋଟି କୋଟି ଟଙ୍କାରେ ସଯାଉ ଥିଲା କଣ୍ଡେଇ,କଣ୍ଡେଇ କରୁଥିଲେ ଏମିତି କାମ।

archana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ନିଜେ ଯେମିତି ସୁନ୍ଦର ସେ ନିଜକୁ ଯେମିତି ସଜେଇକି ରଖିଥିଲେ । ଓ ପୂର୍ବରୁ ସେ ଯେତେବେଳେ ନିଜର ଗାଁରୁ ଆସିଥିଲେ ସୁନ୍ଦରୀ ନଥିଲେ ଭୁବନେଶ୍ୱର ପାର୍ଲର ରେ ରହି କାର୍ଯ୍ୟ କରିବା ପରେ ହିଁ ସେ ସୁନ୍ଦରୀ ହୋଇଯାଇଥିଲେ । ଅର୍ଚ୍ଚନା ନିଜକୁ ସଜବାଜ କରୁ ଥିଲେ ଆଉ ନିଜେ ସୁନ୍ଦରୀ ହେବା ସହିତ ଅନ୍ୟ ସୁନ୍ଦରୀ ମାନଙ୍କୁ ମଧ୍ୟ ସଜାଉଥିଲେ । ତେବେ ଏହା ଭିତରେ ସାମ୍ନାକୁ ଆସିଛି ଆଉ ଗୋଟିଏ ଅଲଗା ଘଟଣା । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ। ଅର୍ଚ୍ଚନା କାହିଁକି ସୁନ୍ଦରୀ ମାନଙ୍କୁ ସଯାଉଥିଲେ ଏହା ପଛରେ ରହିଥିବା ଉଦ୍ୟଶ କଣ ରହିଛି ଆସନ୍ତୁ ଜାଣିବା ।

ଅର୍ଚ୍ଚନା ମାସକୁ କେଉଁଠୁ ଲକ୍ଷ ଲକ୍ଷ ଟଙ୍କାରେ କଣ୍ଢେଇ ସାଯାଉଥିଲେ । ଆଉ ହଁ ସେଇ କଣ୍ଢେଇ ମାନଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଡବଲ କରି ମଧ୍ୟ ଆଣୁଥିଲେ । ସେହି କଣ୍ଢେଇ ହେଉଛନ୍ତି ଅର୍ଚ୍ଚନା ଯୋଗାଡ଼ କରି ଆଣୁଥିବା ଝିଅ ମାନେ ବୋଲି କୁହାଯାଉଛି । ଆଉ ସେହି ଯୁବତୀ ମାନଙ୍କୁ ଆହୁରୀ ସୁନ୍ଦର କରିବା ପାଇଁ ଅର୍ଚ୍ଚନା ସଯାଉଥିଲେ । ସେହି ଯୁବତୀ ମାନଙ୍କ ପଛରେ ଅର୍ଚ୍ଚନା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ବୋଲି ମଧ୍ୟ କୁହାଜାଉଛି ।

archana nag 1

ଆଉ ପରେ ସେହି ଯୁବତୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆଦାୟ କରୁଥିଲେ ବୋଲି ସୂଚନା ରହିଛି । କିପରି ଯୁବତୀ ମାନଙ୍କୁ ସଯାଉଥିଲେ ସେ ବିଷୟରେ ଜାଣିଲେ ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହେବେ। ଯେତେବେଳେ କୈଣସି ଅର୍ଚ୍ଚନା ନୂଆ ନୂଆ ସୁନ୍ଦରୀ ଯୁବତୀ ଆଣୁଥିଲେ ତାଙ୍କ ପଛରେ ଅର୍ଚ୍ଚନାଙ୍କୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବା ପାଇଁ ପଡୁଥିଲା । ଦାମୀ ଲିପିଷ୍ଟିକ ଦାମୀ କଷ୍ଟମେଟିକ୍ସ ସହ ଇଂରାଜୀ ଶିକ୍ଷା ଓ ବଡ ବଡ ପାଲରରେ ଅର୍ଚ୍ଚନା ସେମାନଙ୍କୁ ମେକପ କରାଇ ଆହୁରି ସୁନ୍ଦର କରାଉଥିଲେ ।

ସେମାନଙ୍କ ନଖ ଠୁ ନେଇ ଚୁଟି ଯାଏ ସବୁ କିଛି ସୁନ୍ଦର କରିବାକୁ ଅର୍ଚ୍ଚନା କେଉଁଠି କହୁଥିଲେ । ଆଉ ସେହି ଯୁବତୀ ମାନଙ୍କୁ ନିଜ କଳା ଦେଖିବାରେ ସାମିଲ କରାଇ ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା । ଏହା କୁଆଡେ ଥିଲା ଅର୍ଚ୍ଚନାଙ୍କ ବ୍ୟବସାୟ । ଯୁବତୀ ମାନଙ୍କୁ ଆଣୁଥିଲେ ତାଙ୍କ ପଛରେ ଟଙ୍କା ଖର୍ଚ୍ଚ କରୁଥିଲେ ଆଉ ସେମାନଙ୍କୁ କାର୍ଯ୍ୟରେ ଲଗାଇ ତାଙ୍କ ଠାରୁ ଡବଲ ଟଙ୍କା ଆଦାୟ ମଧ୍ୟ କରୁଥିଲେ ।

ଏଥିରେ କେବଳ ଅର୍ଚ୍ଚନା ସାମିଲ ନୁହଁନ୍ତି ବରଂ ତାଙ୍କ ସ୍ୱାମୀ ଜଗବନ୍ଧୁ ବି ଅର୍ଚ୍ଚନାଙ୍କୁ ସାହାଯ୍ୟ କରୁଥିଲେ । ଏବେ ବର୍ତ୍ତମାନ ଅର୍ଚ୍ଚନା ଆଉ ଜଗବନ୍ଧୁ ଙ୍କ ନାମରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଜାଇଛି । ଅର୍ଚ୍ଚନା ଗିରୋଫ ହେବା ପରେ ପରେ ଖୋଲୁଛି ସେମାନଙ୍କ ଗୁମର ପ୍ରତ୍ୟକ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ଘଟଣା । ତେବେ ଲୋକେ କହୁଛନ୍ତି ସୁନ୍ଦରୀ ଅର୍ଚ୍ଚନା ଭାରି ସାଂଘାତିକ । ସେ ରୂପରେ ଯେମିତି ଗୁଣରେ ବି ମଧ୍ୟ କୁଆଡେ ସେହିପରି ।

Archana Nag

ତେବେ ଏହିଭଳି ଅନେକ ଘଟଣା ସାମ୍ନାକୁ ଆସିବା ପରେ ଏବେ ସମସ୍ତଙ୍କ ନଜର ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଉପରେ । ଏବେ ସମସ୍ତେ କହୁଛନ୍ତି ଅର୍ଚ୍ଚନା ଆଉ ଜଗବନ୍ଧୁ ଦୁହେଁ ମିଶି କରୁଥିଲେ ଖେଳ । ଏମିତି ଖେଳ କରିବାକୁ ସାଧାରଣ ଲୋକେ ଭ-ୟ କରିବେ । ହେଲେ ସେହି ଭଳି ଖେଳ କରି ଅର୍ଚ୍ଚନା ଆଉ ଜଗବନ୍ଧୁ ହେଉଥିଲେ କୋଟିପତି । ନିଜର ଉଦ୍ୟଶ ପୂରଣ କରିବା ସହିତ । ପୁଳା ପୁଳା ଟଙ୍କାରେ ନିଜକୁ ସଯାଉଥିଲେ ଏବଂ ସେହିଥିରୁ ଟଙ୍କା ରୋଜଗାର କରିବା ପାଇଁ ଯୁବତୀ ମାନଙ୍କୁ ମଧ୍ୟ କାର୍ଯ୍ୟରେ ଲଗାଉଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *