
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଆଉ ଏକ ଫୋଟ ସାମ୍ନାକୁ ଆସିଥିବା ବେଳେ ଏହିଥିରେ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ରହିଛନ୍ତି । ଏମାନଙ୍କ ସହିତ ରହିଛନ୍ତି କଳାହାଣ୍ଡିର ଯୁବ ବିଜେ଼ଡି ସଭାପତି ଆଦିତ୍ୟ ସିହଂ ଏବଂ ପୂର୍ବତନ ଯୁବ ବିଜେ଼ଡି ର ସଭାପତି ପ୍ରୋମଦ ପଟ୍ଟନାୟକ । ସେମାନେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କ ସହ ବସି ଡିନ୍ନର ଖାଉଛନ୍ତି ।
ଅର୍ଚ୍ଚନା ଙ୍କ ଭୁବନେଶ୍ୱର ସ୍ଥିତ ସତ୍ୟବିହାର ସ୍ଥିତ ଘର ଡାଇନିଂ ରେ ବସି ଡିନର କରୁଛନ୍ତି । ତେବେ ଏହି ଦୁଇଜଣ ନେତା ଭୁବନେଶ୍ୱର ଆସିଥିବା ବେଳେ ଅର୍ଚ୍ଚନା ଙ୍କର ଅର୍ଚ୍ଚନା ଙ୍କ ଘରକୁ ଜାଇଥିଲେ ଏବଂ ଏକାଠୀ ବସି ଡିନର ମଧ୍ୟ ଖାଉଛନ୍ତି । ହେଲେ ଏହି ଫୋଟ କେବେର ତାହା ଜଣା ପଡିନାହିଁ । ଏବେ ଏହି ଫୋଟ ଭାଇରଲ ହେବା ପରେ ଦୁଇ ନେତା ଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।
ହେଲେ ଏଠାରେ ଆପଣ ମାନେ ସେହି ଫୋଟ କୁ ଦେଖି ପାରୁଥିବେ । ଅର୍ଚ୍ଚନା ଙ୍କ ଭୁବନେଶ୍ୱର ସ୍ଥିତ ସତ୍ୟବିହାର ସ୍ଥିତ ଘର ଡାଇନିଂ ରେ ବସି ଡିନର କରୁଛନ୍ତି । ତେବେ ତାଙ୍କ ସାଇଟ ରେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ବସିଛନ୍ତି ଆପଣ ମାନେ ଏହି ଫୋଟ ଦେଖି ପାରିବେ ।
ତେବେ ଅନେକ ପୂର୍ବରୁ ସାମ୍ନାକୁ ଆସୁଥିଲା କି ଅନେକ ବଡ ବଡ ନେତା ଙ୍କ ସହ ଏମାନଙ୍କର ସଂମ୍ପର୍କ ରହିଛି । ଏବଂ ଏହା ମଧ୍ୟରେ ସବୁଠୁ ବଡ ପ୍ରଶ୍ନ ଉଠୁଛି ଯେ କୈଣସି ରାଜନୈତିକ ପତି ପତିଆରା ଥିଲା କି କାରଣ ଏମାନଙ୍କର ବଡ ବଡ ରାଜନେତା ଙ୍କ ସହ ଏମାନଙ୍କ ଫୋଟ ଭାଇରଲ ହେଉଛି ତେଣୁ କେଉଁଠି ନା କେଉଁଠି ଏମାନେ ସେମାନଙ୍କ ସହ ସଂମ୍ପର୍କ ରେ ଥିଲେ ଜାହା ବର୍ତମାନ ସମୟ ରେ ବଡ ପ୍ରଶ୍ନ ସାମ୍ନା କୁ ଆସୁଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।