ଅର୍ଚ୍ଚନା ସ୍ୱେଚ୍ଛାସେବୀରୁ ସିଦ୍ଧା ହୋଇଥିଲେ ଦେହଜୀବୀ, ନେତା ମାନଙ୍କୁ ଦେଉଥିଲେ ଦେହର ସୁଖଃ

Archana 1

ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଚ୍ଛା ଥିଲା ସମାଜ ସେବି ହୋଇ ସାରା ସମାଜ କୁ ସାହାଯ୍ୟ କରିବେ । ବେସାହାରା ଙ୍କର ସାହାରା ପାଲଟିବେ । ହେଲେ ସବୁ କିଛି ଓଲଟପାଲଟ ହୋଇଗଲା । ସ୍ୱଚ୍ଚାସେବି ହେଉ ହେଉ ଦେ-ହଜିବି ପାଲଟିଗଲେ ସୁନ୍ଦରୀ ଅର୍ଚ୍ଚନା । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହନିଟ୍ରାପ୍ ସୁନ୍ଦରୀ ଅର୍ଚ୍ଚନା ଙ୍କର ଏବେ ଛାତ୍ରୀ ଜିବନ ଚର୍ଚ୍ଚା ର କେନ୍ଦ୍ର ପାଲଟିଛି ।

ଜେଲ ରେ ଦିନ ଯେତେ ପରିମାଣ ରେ ଗଡୁଛି ସେତେ ବେଳେ ସତ ସାମ୍ନାକୁ ଆସୁଛି । ଦିନ ଏମିତି ଥିଲା ଅର୍ଚ୍ଚନା ଦିନେ ତାଙ୍କ ଛାତ୍ରୀ ଜିବନ ରେ ଜାତିୟ ସେବା ଯୋଜନାର ସର୍ବଶ୍ରେଷ୍ଟ ସ୍ୱଚ୍ଛା ସେବି ପୁରସ୍କାର ପାଇଥିଲେ । ଆଉ ଅଳ୍ପ କିଛି ବର୍ଷ ମଧ୍ୟରେ ଏମିତି କିଛି ପରିବର୍ତନ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ସମସ୍ତ ଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଅର୍ଚ୍ଚନା କେମିତି ହେଲେ ହନିଟ୍ରାପ ସୁନ୍ଦରୀ ।

archana nag 1

ତେବେ ଅର୍ଚ୍ଚନା ବାଲେଶ୍ୱର ଭୋଗରାଈ ବ୍ଲକ ଅନ୍ତର୍ଗତ କଚୁଆଡି ବୈକୁଣ୍ଠ ନାଥ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ ର ଛାତ୍ରୀ ରହିଥିଲେ । ଏବଂ ସେ ସେଠାରୁ ଦ୍ୱତିୟ ଶ୍ରେଣୀ ରେ ପାସ ହୋଇଥିଲେ । କେବଳ ସେତିକି ନୁହେଁ ବରଂ ଅର୍ଚ୍ଚନା NSS ରେ ଜଣେ ସକ୍ରିୟ କେଣ୍ଡିଡେଟ ବି ଥିଲେ । ସେହିଥି ପାଇଁ 2016 ମସିହା ରେ ଅର୍ଚ୍ଚନା ଶ୍ରେଷ୍ଟ ସ୍ୱଚ୍ଛା ସେବି ଭାବେ ପୁରସ୍କୃତ ବି ହୋଇଥିଲେ ।

ହେଲେ କଲେଜ ରେ ତାଙ୍କର ଏମିତି ରୂପ କାହାକୁ ନଜର ବି ଆସିନଥିଲା । ହେଲେ ଯେତେ ବେଳେ କେଲଜ ସରିଲା ସେତେ ବେଳେ ଅର୍ଚ୍ଚନା ଫେରିଥିଲେ ହନିଟ୍ରାପ କୁ ରାଜଧାନୀ କୁ ଆସି ବଡବଡିଆ ଙ୍କୁ କରିଥିଲେ ଶିକାର । ନିଜର ସୁନ୍ଦରତା ଏବଂ ଆକର୍ଷିତ ଦେ-ହକୁ ଦେଖେଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ନେତା ମନ୍ତ୍ରୀ ମାନଙ୍କ ରାତି କୁ କରୁଥିଲେ ରଙ୍ଗିନ । ଆଉ ସକାଳ ହେଲେ ନେତା ମନ୍ତ୍ରୀ ମାନଙ୍କୁ ସେମାନଙ୍କ ଅ-ଶ୍ଲୀ-ଳ ଫୋଟ ଦେଖେଇ କରୁଥିଲେ ବ୍ଲାକମେଲ ।

archana nag 2

ତେବେ ଅର୍ଚ୍ଚନା ଙ୍କ ନାଗ ଫାସରେ ଫସିଛନ୍ତି ବଡ ବଡିଆ ନେତା , ମନ୍ତ୍ରୀ ଏବଂ ବିଜନେସ ମ୍ୟାନ ଠାରୁ ଆରମ୍ଭ କରି ବ଼ଡ ବଡ ବିଲ୍ଡର ମାନେ ଯେଉଁଥି ପାଇଁ ସେ ଅଳ୍ପ ଦିନରେ ପହଁଚି ପାରିଥିଲେ ଏମିତି ଏକ ସାମ୍ରାଜ୍ୟରେ । ଆଉ ଯେତେ ବେଳେ ସବୁ କଥା ସାମ୍ନାକୁ ଆସିଲା ସେତେ ବେଳେ ଗିରୋଫ ହୋଇଥିଲେ ଅର୍ଚ୍ଚନା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *