ଡରରେ ଥରିଲେ ଅର୍ଚ୍ଚନା, ଇଡ଼ିରେ ହାଜର ଚାଟାର୍ଡ଼ ଆକାଉଟାଣ୍ଟ |

Archana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନେ ମୁହଁ ଟାଣ କରି କହିଥିଲେ ଅର୍ଚ୍ଚନା ନାଗ୍ ସବୁ ସମ୍ପତ୍ତି କଷ୍ଟ ଅର୍ଜିତ ବୋଲି । ହେଲେ ଏହି ସବୁ କଷ୍ଟ ଅର୍ଜିତ ସମ୍ପତ୍ତି ର ମିଳୁନାହିଁ ସଠିକ୍ ପ୍ରମାଣ । ଆଉ ଏବେ ଖସିଯିବ ଗୋଟିଏ ପରେ ଗୋଟିଏ ହାତରୁ ସମ୍ପତ୍ତି । ବର୍ତ୍ତମାନ ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଡ । ଉଭୟଙ୍କ ସମ୍ପତ୍ତି ନେଇ ଜେରା କରିବ ଇଡି । କିଛି ଦିନର ନୀରବତା ପରେ ପୁଣି ଆକସନ ମୋଡକୁ ଆସିଛି ଇଡି । ଘନ ଘନ ଜଣକ ପରେ ଜଣକୁ ଜେରା କରାଯାଉଛି ।

ଆଉ ଏବେ ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଡ କୁ ଜେରା କରାଯାଉଛି । ତେବେ ଗତକାଲି ଅର୍ଚ୍ଚନାଙ୍କ ସତ୍ୟ ବିହାର ଘରର ବାଜାପ୍ତି ପ୍ରକ୍ରିୟା ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ର ଚାରି ଜଣିଆ ଟିମ୍ ଓ ଭ୍ୟାଲୁଏସନ ଟିମ୍ ସହିତ ସତ୍ୟ ବିହାର ରେ ଥିବା ଅର୍ଚ୍ଚନାଙ୍କ ଘର କୁ ଯାଇ ମାପଚୁପ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେତେ ବର୍ଗ ଫୁଟ୍ ରେ ଜମି ଫିଲଡିଙ୍ଗ ରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । ତାର ଆକଳନ କରିଥିଲା ଇଡି ।

Archana a

ଏପରିକି ଘର ଭିତରେ ଥିବା ସମସ୍ତ ଆସବାପତ୍ରର ମଧ୍ୟ ମୂଲ୍ୟ ଆକଳନ କରାଯାଇଛି । ଖୁବ୍ ଶୀଘ୍ର ଏସବୁ ରିପୋର୍ଟ ଇଡି ର ଅଧିକାରୀ ମାନେ ଦିଲ୍ଲୀ ପଠାଇବେ । ଦିଲ୍ଲୀ ରୁ ଅନୁମତି ଆସିବା ପରେ କାର୍ଯାଳୟ ଆରମ୍ଭ ହେବ । ସେହିପରି ଖଗେଶ୍ୱର ର ନିର୍ମାଣ ଭିନ୍ନ ବିଲଡିଂ ଆଉ ଜମିର ମଧ୍ୟ ମୂଲ୍ୟ ଆକଳନ କରିଛି । ଏନେଇ ସମସ୍ତ ତଥ୍ୟ ର ଶୁଣାଣି ଆସନ୍ତା ୧୩ ତାରିଖରେ କୋର୍ଟ ରେ କରାଯିବ ।

ତେବେ କିଛିଦିନ ପୂର୍ବରୁ କୋର୍ଟରେ ହାଜର ହେବା ସମୟରେ ଅର୍ଚ୍ଚନା କହିଥିଲେ ଯେ ମୁଁ ଏପରି କିଛି ବୟାନ ଦେବି ଯାହା ପରେ ରାଜ୍ୟ ଦୋହଲି ଯିବ । ହେଲେ ଅନେକ ସମୟ ବିତିଗଲା ହେଲେ ଏପରି କିଛି ବୟାନ ଦେଲେନି ଲେଡି ବ୍ଲାକମେଲର । ସମସ୍ତ ତଦନ୍ତ ରେ ଚୁପ୍ ଥିବା ଅର୍ଚ୍ଚନା ଏବେ ବୟାନ କରାଯାଉଛି ଯେ କଳାଧନର ସମ୍ପତ୍ତି ରେ ରାଜ୍ କରୁଥିଲେ ନାଗ ଦମ୍ପତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ