ଜେଲ୍ ରେ ହସୁଛି ଅର୍ଚ୍ଚନା, ED ଆଗରେ ଆଉ ମୁହଁ ଖୋଲୁନି ଖଗେଶ୍ବର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସହଜ ନୁହେଁ ଇଡି ପାଇଁ ଖଗେଶ୍ୱର ଠାରୁ ତଥ୍ୟ ଆଦାୟ କରିବା ଲାଗୁଛି ଇଡି କୁ ଆହୁରୀ ପରିଶ୍ରମ କରିବାକୁ ପଡିବ । 10 ଦିନର ରିମାଣ୍ଡରେ ବି ଅଧିକ କିଛି ତଥ୍ୟ ଆଦାୟ କରି ପାରି ନାହିଁ ଖଗେଶ୍ୱର ଠାରୁ ଇଡି । ଆଉ ଏପଟେ ଅଧିକ 5 ଦିନ ପାଇଁ ରିମାଣ୍ଡ ଆବେଦନ କରାଜାଇ ଥିବାବେଳେ କୋର୍ଟ ମାତ୍ର ଦେଇଛନ୍ତି ତିନି ଦିନ ଅର୍ଥାତ କୋର୍ଟ ଚାହୁଁଛନ୍ତି ଯେ ଇଡି ମଧ୍ୟ ଆହୁରୀ ଜଲ୍ଦି କାମ କରୁ ବୋଲି ।

ତେବେ ବର୍ତମାନ ସମୟ ରେ ଇଡି ପାଇଁ ଏକ ବଡ ଚେଲେଞ୍ ତେବେ ବର୍ତମାନ ସମୟ ରେ ଇଡି ପାଇଁ ଚେଲେଞ୍ ଖଗେଶ୍ୱର ପାଖରୁ କେମିତି ତଥ୍ୟ ଆଦାୟ କରିବ । ତେବେ ଅର୍ଚ୍ଚନା ନାଗ ଙ୍କ ଯେଉଁ ଗୁଥି ରହିଛି ତାହାକୁ ସୁଲଝେଇବା ଏତେ ବି ସହଜ କଥା ନୁହେଁ । ଖଗେଶ୍ୱର ହେଉଛି ଅର୍ଚ୍ଚନା ର ବଡ ସହଯୋଗୀ ଯିଏକି ବ୍ଲାକ ମନି କୁ ହ୍ୱାଇଟ କରିବା ଲାଗି ସାହାଯ୍ୟ କରୁଥିଲା ହେଲେ ଏହା ପଛରେ କେଉଁ ସବୁ ବଡ ରାଜନେତା ଙ୍କର ହାତ ରହିଛି ସେମାନେ ସାମ୍ନାକୁ ଆସିବେ ନାହିଁ ।

khaga

ତେଣୁ ଖଗେଶ୍ୱର ନିଜେ ଜାଣିଛି କି ଯଦି ଜଣଙ୍କ ମୁହଁ ଖୋଲିଲା ତେବେ ସମସ୍ତ ଙ୍କ ମୁହଁ ସାମ୍ନାକୁ ଆସିବ ଆଉ ଏହା ପରେ ତାର ଅବସ୍ଥା କଣ ହେବ ଏଣୁ ମାଇଲେ ଗୋ ହ-ତ୍ୟା ତେଣୁ ମାଇଲେ ବ୍ରହ୍ମ ହ-ତ୍ୟା । ବୋଧ ହୁଏ ସେହିଥି ପାଇଁ ଖଗେଶ୍ୱର ବେଶି କିଛି ଖୋଲି ନାହିଁ ମୁହଁ । ଯେଉଁଥି ପାଇଁ ନାକେଦମ ହେବାକୁ ପଡିଛି ଇଡିକୁ । ତେବେ ଜାହା ଜଣା ପଡୁଛି ତଦନ୍ତ ପକ୍ରିୟା ରେ ଲାଗିଯିବ ଅନେକ ଗୁଡିଏ ସମୟ ଆଉ ଆସିବ ନାହିଁ କୈଣସି ବି ତୁରନ୍ତ ସମାଧାନ ର ସୁତ୍ର ।

ତେବେ ଏହା ପଛରେ ରହିଛି କିଛି ଏମିତି କାରଣ ପ୍ରଥମେ ବିଳମ୍ବ ତଦନ୍ତ ଯେତେ ବେଳେ ଖଗେଶ୍ୱର ଆରେଷ୍ଟ ହେଲେ ସେତେ ବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ଜାହା ପୂର୍ବରୁ ଅର୍ଚ୍ଚନା ନାଗ 15 ରୁ 17 ଦିନ ପରେ ଗିରୋଫ ହୋଇଥିଲେ ଜଗବନ୍ଧୁ ଚାନ୍ଦ ।

ଆଉ ତା ପରେ ଯେତେ ବେଳେ କେଷ ଟି ଇଡି ହାତକୁ ଗଲା ସେତେ ବେଳେ ଧରା ପଡିଲେ ଖଗେଶ୍ୱର । ସେତେ ବେଳେ ଶ୍ରଦ୍ଧାଞଳୀ ବି ଖଣ୍ଡଗିରି ଥାନା ରେ ଅଭିଯୋଗ ଦେଇ ସାରିଥିଲେ । ତେବେ ଏଠାରେ ସବୁ ବଡ ପ୍ରଶ୍ନ ହେଲା କଣ ପାଇଁ ଏମିତି ବିଳମ୍ବ ତଦନ୍ତ ଏବଂ ପକ୍ରିୟା ତେବେ ଏହାକୁ ନେଇ ବି ଖୋଳତାଳ କରୁଛି ଇଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *