ଅର୍ଚନା ସମସ୍ତଙ୍କ ଆଗରେ କହିଲେ ମୁଁ କାହାକୁ କରିନି କିନ୍ତୁ ସମସ୍ତେ ମିଶି ମତେ କରିଛନ୍ତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚନା ଙ୍କୁ କୋର୍ଟ ପରିସରରେ ହାଜର କରଜାଇ ଥିଲା ଏବେ ତାଙ୍କୁ ଭୁବନେଶ୍ୱର SDGM କୋର୍ଟ ରୁ ବାହାରକୁ ଅଣାଜାଇଛି ପୁଣି ଥରେ ଜେଲ ନିଆଯିବ । ଅର୍ଚ୍ଚନା – ଦୟାକରି ଠିକରେ ତଦନ୍ତ କରନ୍ତୁ । ସତ ସାମ୍ନାକୁ ବାହାରିବ ମୋ ଉପରେ ଦୟାକରନ୍ତୁ । ମୁଁ କାହାକୁ ଧମକ କରୁନାହିଁ । ଏହା ସବୁ କିଛି ମିଛ ଅଭିଯୋଗ । ମାନ୍ୟବର କୋର୍ଟ ପାଖରେ ଏବେବି କୈଣସି ପ୍ରମାଣ ନାହିଁ । ସତ ପୋଲିସ ବାହାର କରିବ ମାନ୍ୟବର କୋର୍ଟ ଉପରେ ମୋର ସଂମ୍ପର୍ଣ୍ଣ ଭରସା ରହିଛି ।

ଏହି ସବୁ ବେଳେ ମତେ ଫସେଇବାର ଏକ ଷଢଯନ୍ତ୍ର । ଏହି ଯେଉଁ ଅଭିଯୋଗ ଆଣିଛନ୍ତି ସେ କାହା ବିରୋଧ ରେ ଆଣିଛନ୍ତି । କିଏ ତାଙ୍କୁ ଫସେଇଲା କଣ ପାଇଁ ସେ ଫସେଇଲେ ଯେଉଁ ଧମକ ସେ କରୁନଥିଲେ ତ କଏ କରୁଥିଲେ । ତେବେ ଯେଉଁ ଅଭିଯୋଗ ରହିଛି ନିର୍ଦ୍ଧିଷ୍ଟ ଭାବେ ଅକ୍ଷୟ ପରିଜା ଙ୍କ ଅଭିଯୋଗ ରହିଛି କଣ ସେହି କଥା କଣ ମିଛ । ଏହାକୁ କିଭଳି ଭାବେ ତଦନ୍ତ କରାଜାଉଛି । କୋର୍ଟ ନିଶ୍ଚୟ ଏହାର ତର୍ଜମା କରିବେ । ଏହି ସବୁ ମାମଲା କୋର୍ଟରେ ରହିଛି ।

archan

ଆଜି ଅର୍ଚ୍ଚନା ଙ୍କୁ SDGM କୋର୍ଟରେ ହଜାର କରାଯାଇଥିଲା । ଅର୍ଚନା –ଖଣ୍ଡଗିରି କେସ ଉପରେ ସେ ଫରର୍ୱାର୍ଡ ହୋଇ ଜେଲରେ ଥିଲେ । ନୟାପଲ୍ଲୀରେ ଅକ୍ଷୟ ପରିଜା ପ୍ରଯୋଜକଙ୍କ କେସ ଯେଉଁଟା ହେଇଥିଲା ତାଙ୍କର କେସ ଉପରେ ରିମାଣ୍ଡ ମାଗିଥିଲା ପୋଲିସ । ଜାମିନ ପାଇଁ ଆମେ ଆବେଦନ କରିଛୁ । କୋର୍ଟ ଭିତରେ କିଛି ବର୍ତ୍ତମାନ ସୁଦ୍ଧା ହୋଇନି କେବଳ ଆମେ ଜାମିନ ଆବେଦନ କରିଛୁ । ଯେଉଁ କେସ ଉପରେ ରିମାଣ୍ଡ ଲାଗେ ତାଙ୍କୁ ବ୍ୟକ୍ତିଗତ ହାଜେରା ଦିଆଯାଏ ।

ରିପୋର୍ଟର ଏମିତି କିଛି କହିଥିଲେ କି ଅର୍ଚ୍ଚନା କହୁଥିଲେ ଠିକ୍ ରେ ତଦନ୍ତ କରନ୍ତୁ । ଏହି ସବୁ ମିଛ ତାଙ୍କ ନାଁରେ କୁହାଯାଉଛି । ଜଗବନ୍ଧୁ ମଧ୍ୟ ଜେଲରେ ଅଛନ୍ତି । ତାଙ୍କୁ ନେଇ କଣ କହିବେ ଆପଣ । ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି – ସେ କଣ କହିଲେ ଆମ ପାଖରେ ତଥ୍ୟ ନାହିଁ । ଏହା ଏକ ସେନ୍ସିଟିଭ ଘଟଣା । ରେକର୍ଡ ଆସିଲା ପରେ ଆମେ ଆପଣଙ୍କୁ ଜଣେଇବୁ ।

Archana Nag

ଜଗବନ୍ଧୁଙ୍କର ନାକଚ ହୋଇଥିଲା । ସେ କପି ଆସିନି ଆମ ପାଖକୁ । ଆସିଲେ ଆମେ ଜଣେଇବୁ । ଯେଉଁ ଭଳି ଭାବରେ ଅର୍ଚ୍ଚନା ଙ୍କ ଓକିଲ କହିଲେ ସେ ପ୍ରଥମରୁ କହିଥିଲେ ଯେ ଅର୍ଚନା ନିର୍ଦ୍ଦୋଷ ଅଛନ୍ତି ଏହା ସ୍ୱାଭାବିକ କଥା । ହେଲେ ଅର୍ଚ୍ଚନା ଯେଉଁ ପ୍ରକାର ମନ୍ତବ୍ୟ ଦେଇଛନ୍ତି ସବୁ କିଛି ମିଛ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ତାଙ୍କୁ ଫସେଇ ଦିଆଯାଇଛି ।

ତେଣୁ ଏହି ଭଳି ଫସେଇବା କଥା ସେ କାହିଁକି କହୁଛନ୍ତି ଏବଂ କିଏ ଫସେଇଛି ବୋଲି କହୁଛନ୍ତି । ଯେଉଁ ଭଳି ବଡ ବଙ୍ଗଳାରେ ରହୁଥିଲେ ସେ ଏବଂ ଯେଉଁ ବ୍ୟବସାୟ କରୁଥିଲେ ସେ କି ଭଳି ବ୍ୟବସାୟ କରୁଥିଲେ ଏହି ସବୁ ତର୍ଜମା ହେବା ଦରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ