ସେମାଙ୍କୁ ଆସିଲା ଅର୍ଚନା ନାଗ ଙ୍କ DIARY,ଏବେ ବଡ ବଡ ରହସ୍ୟ ର ହେବ ପର୍ଦାଫାଶ,ଜାଣିଲେ ମୁଣ୍ଡରେ ହାତଦେବେ ଆପଣ…

Archana Nag

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ନାଗ ଙ୍କ ପାଲରେ ଫସିଛନ୍ତି ଅନେକ ରାଜନେତା , ବ୍ୟବସାୟୀ , ବଲିଉଡ , ସିନେ ପ୍ରଜୋଜକ ଓ ସରକାରା ଉଚ୍ଚ ପଦସ୍ଥ ଅଧିକାରୀ ଜଣଙ୍କ କହିବା ଅନୁସାରେ ଅର୍ଚ୍ଚନା ଙ୍କ ଉପରେ ଗୋଟେ କେସ ହୋଇଥିଲା । 2 ତାରିଖ ରୁ ସେମାନଙ୍କ ଉପରେ ଯେଉଁ ସବୁ ଅଭିଯୋଗ ହୋଇଥିଲା ତାଙ୍କୁ ନେଇ ଆମେ ତାଙ୍କୁ 6 ତାରିଖ ରେ ଗିରୋଫ କରିଥିଲୁ । ଆଉ ଏହି ମାମଲା ରେ ପୋଲିସ ଟିମ୍ ତଦନ୍ତ କରୁଛି ।

ଏବେବି ବିଭିନ୍ନ ଦିଗରେ ତଦନ୍ତ ହେଉଛି । ଯାହା ସବୁ ଅଭିଯୋଗ କରିଥିଲା ଯେମିତି କି ଡରେଇ ଧମକେଇ ଆଉ ଯେତେ ସବୁ ଫୋଟ ଭାଇରଲ ହୋଇଛି । ଏହାର ଆଧାର ରେ ଆମେ ମାନେ ସବୁ ଫେକ୍ଟ କୁ ଆନାଲାଇଜ କରିଥିଲୁ । ଏହାର ତଦନ୍ତ ହେଉଥିଲା ଆଉ ଜଗବନ୍ଧୁ ଙ୍କୁ ଖଣ୍ଡଗିରି ପୋଲିସ ଗିରୋଫ କରିଛି । ତେବେ ତାଙ୍କ ଘରୁ ତାଙ୍କୁ ପୋଲିସ ଗିରୋଫ କରିଛି । ବର୍ତମାନ ସମୟ ରେ ଯେତେ ସବୁ ଅଭିଯୋଗ ଅର୍ଚ୍ଚନା ଙ୍କ ଉପରେ ଲାଗିଛି ।

Archana Nag

ଏହାକୁ ଆଧାର କରି ତାଙ୍କୁ ଗିରୋଫ କରାଗଲା ବେଳେ ତାଙ୍କ ପାଖରୁ 4 ଟି ମୋବାଇଲ , ଗୋଟିଏ ଲ୍ୟାପଟମ୍ ଆଉ ଗୋଟିଏ ଡାୟେରୀ ଜବଦ କରିଛି । ଏବଂ ଏହା ସହିତ ଆମେ ମାନେ କିଛି ଡକ୍ୟୁମେଣ୍ଟ ବି ପାଇଛୁ । ତାଙ୍କୁ ପଚରାଉଚୁରା କରିବା ପରେ ଖଣ୍ଡଗିିରି ଥାନା ପୋଲିସ ତାଙ୍କ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ହଠାତ କିଛି ହୋଇ ନାହିଁ । ଆମର ତଦନ୍ତ ଆରମ୍ଭରୁ ଚାଲିଥିଲା ।

ପ୍ରଥମରେ ବି ଆମେ ତାଙ୍କୁ ପଚରା ଉଚରା କରିଥିଲୁ । ଯାହା ଯାହା ସେ ସବୁ କହିଥିଲେ ତାକୁ ନେଇ ତଦନ୍ତ ହେଉଥିଲା । ଆମେ ଅଭିଯୋଗ କାରୀଙ୍କ ଷ୍ଟେଟମେଣ୍ଟ ରେକର୍ଡ କରିସାରିଛୁ । ଯେଉଁଥିରେ ତାଙ୍କ ଉପରେ ସବୁ ଅଭିଯୋଗ ଲାଗି ସାରିଛି । ଆମେ ମାନେ ତଦନ୍ତ କରୁଛୁ ଯିଏ ଯିଏ ଏହିଥିରେ ସଂମୃକ୍ତ ରହିଛନ୍ତି ସେମାନେ ସବୁ ଗିରୋଫ ହେବେ ।

ତେବେ ପୋଲିସ ଟିମ୍ ନିଜ ହିସାବ ରେ ବହୁତ ଭଲ ତଦନ୍ତ କରୁଛି । ଯିଏ ଯିଏ ସଂମ୍ପୃକ୍ତ ରହିଛନ୍ତି ଆଉ ଜାହା ଉପରେ ଅଭିଯୋଗ ଲାଗିଛି ସେମାନଙ୍କ ଉପରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଟାନ ଗ୍ରହଣ ହେବ । ତେବେ ତାଙ୍କ ଜାଲ ରେ ପଡିଥିବା ଅନେକ ନେତା ଏବଂ ଅନେକ ବଡ ଲୋକ ମାନେ ସେମାନଙ୍କ ଜାଲ ରେ ଅତି ସହଜ ରେ ଫସି ବ୍ଲାକମେଲିଂ ର ଶୀକାର ହେଉଥିବା ବେଳେ ବହୁତ ଜଲ୍ଦି ଏହାକୁ ଆମେ ତଦନ୍ତ ସଂମ୍ପର୍ଣ୍ଣ ଶେଷ କରିବା ପାଇଁ ଯାଉଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ