ଏହି ଲୋକଙ୍କୁ ଏବେ ଧମକ ଦେଲା ଅର୍ଚ୍ଚନା ନାଗ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଆଉ ଗୁମର ହୋଇ ରହିବ ନାହିଁ ବ୍ଲାକମେଲ ଦମ୍ପତି ଙ୍କ କଳାସାମ୍ରାଜ୍ୟ । ଏବେ ରହସ୍ୟ ଖୋଲିବ ଇଡି । ସୂଚନା ଅନୁସାରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କ ଗିରୋଫ ଘଟଣା କୁ ତଦନ୍ତ କରିବାକୁ ବହୁତ ଶୀଘ୍ର ତଦନ୍ତ କରିବାକୁ ଖୁବ ଶୀଘ୍ର ତଦନ୍ତ କରିବାକୁ ପୋଲିସ ପାଖରୁ ଖବର ନେଇ ଖୋଳତାଳ କରିବ ଇଡି । ତଦନ୍ତ ବେଳେ ଇଡିର ଯଦି ଆବଶ୍ୟକ ପଡେ । ତେବେ କୋର୍ଟ ର ଅନୁମତି ନେଇ ଜେଲ ମଧ୍ୟରେବି ଜେରା କରିବ ।

ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କ ର କଣ ଥିଲା ରୋଜଗାର ସ୍ରୋତ କେମିତି ଧନୀ ହେଲେ ଅର୍ଚ୍ଚନା ଏହି ପରି କିଛି ପ୍ରଶ୍ନ ପଚାରିବ ଇଡି । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଅର୍ଚ୍ଚନା କଣ ସବୁ ସତ କହିଦେବେ । କାରଣ ସେ ମଧ୍ୟ ଜାଣିଛନ୍ତି ଅର୍ଚ୍ଚନା ଯଦି ସତ କୁହନ୍ତି ତେବେ ସମସ୍ତ ସହଯୋଗୀ ନେତା , ମନ୍ତ୍ରୀ , ଫସିିଯିବେ ସେହିଥି ପାଇଁ ସେମାନେ ନିଶ୍ଚିତ ଭାବେ ଅର୍ଚ୍ଚନା ଙ୍କୁ ମାରିବା ପାଇଁ ଚେଷ୍ଟା କରିବେ ।

archana nag 1

ଅର୍ଥାତ ଯଦି ଅର୍ଚ୍ଚନା ସତ କୁହନ୍ତି ନିଶ୍ଚିତ ସେ ମରିବେ । ଆଉ ଯଦି ସତ ନକୁହନ୍ତି ତେବେ ଜେଲ ଭିତରେ ସଢିବେ । ପୂର୍ବରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଉପରେ ମଧ୍ୟ ମରଣାତ୍ମକ ଆକ୍ର-ମଣ ହୋଇ ସାରିଥିଲା । ସେଥିରୁ ସେ ବଂଚିଯାଇଥିଲେ ସତ କିନ୍ତୁ ବେକରେ ବହୁତ ଗଭୀର ଆଘାତ ଲାଗିଥିଲା ଯେଉଁକାରଣରୁ ସେ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ ।

ଏବେ ଏହି ମାମଲାରେ ଜଡିତ ନେତା, ମନ୍ତ୍ରୀମାନ ନିଜକୁ ବଞ୍ଚାଇବା ପାଇଁ ଅର୍ଚ୍ଚନାଙ୍କୁ ମାରିବାକୁ ଟାର୍ଗେଟ କରୁଛନ୍ତି । ତାପରେ ମଧ୍ୟ ଯଦି ଅର୍ଚନା ନିଜର ମୁହଁ ଖୋଲନ୍ତି ତେବେ ସବୁ ନେତା ମନ୍ତ୍ରୀଙ୍କ ନ-ଙ୍ଗଳା ଚିତ୍ର ଜନସାଧାରଣଙ୍କ ସାମ୍ନାକୁ ଆସିଯିବ । ଜଗବନ୍ଧୁ ଓ ତାଙ୍କ ପତ୍ନୀ ଅର୍ଚ୍ଚନାଙ୍କ ନାଁରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହେବା ପରେ ଜଗବନ୍ଧୁ ନିଜ ଗିରଫଦାରୀ ଏଡାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।

Archana Nag

ସେପଟେ ବହୁତ ଶୀଘ୍ର ତଳ କୋର୍ଟରେ ଜଗବନ୍ଧୁ ଙ୍କ ନିୟମିତ ଜାମିନ ଆବେଦନ କରାଯିବ ବୋଲି ସୂଚନା ଦେଇଛନ୍ତି ଜଗବନ୍ଧୁ ଙ୍କ ଓକିଲୋ । ଏହା ସହିତ ଜଗବନ୍ଧୁ ଙ୍କ ନାମରେ ଥିବା ଅଭିଯୋଗ ସଂମ୍ପର୍ଣ୍ଣ ଭତ୍ତିହୀନ ଅଟେ । ତାଙ୍କୁ ଅଜଥା ରେ ଏହି ମାମଲା ରେ ଛନ୍ଦା ଯାଉଛି ବୋଲି ଅଭିଯୋଗ କରିଛନ୍ତି ଜଗବନ୍ଧୁ ଙ୍କ ଓକିଲୋ ତେବେ ଇଡି ତଦନ୍ତ କରିବା କଥା ସାମ୍ନାକୁ ଆସିବା ପରେ ନେତା , ମନ୍ତ୍ରୀ ବଡ ବଡିଆ ଙ୍କ ମନରେ ଛାନିଆ ପସିଛି ବୋଲି ଜଣା ପଡୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ