ଟଙ୍କା ଦେ, ଜାଗା ଦେ, ଟିକେଟ ଦେ ନହଲେ ରେ-ପ୍ କେ-ସ୍ କହି ଏମିତି ଡରାଉଥିଲା Archana Nag…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମତେ ଯଦି ଘରୁ ବାହାରକୁ ବାହାରିବାକୁ କହିବୁ ତେବେ ତୋ ନାଁ ରେ ମୁଁ ରେ-ପ୍ କେ-ସ୍ ଦେବି । ମତେ ଏହି ସୁନା ଏବଂ ହୀରା ମିଶା ରାଣୀ ହାର ଆଉ ଜାଗା ଦେ ନହେଲେ ତୋ ନାଁ ରେ ମୁଁ ରେ-ପ୍ କେ-ସ୍ ଦେବି । ଏହି ସୁଣ ସେ ହେଉଛି ମୋର ସଂମ୍ପର୍କିୟ ନିର୍ବାଚନ ଲଢିବାକୁ ଚାହୁଁଛି । ଯଦି ଟିକେଟ ନ ଦେବୁ ତେବେ ତୋ ନାଁ ରେ ରେ-ପ୍ କେ-ସ ଦେବି । ତେବେ ବନ୍ଧୁଗଣ ରେ-ପ୍ ନାଁ କହି ସମସ୍ତଙ୍କୁ ଡରାଉଥିଲେ ଅର୍ଚ୍ଚନା ନାଗ ।

ବଡ ବଡ ନେତା ଏବଂ ବିଲଡର କୁ ଦେଖି ସେ ସବୁ ବେଳେ ରେ-ପ୍ ରେ-ପ୍ କହି ଡରାଉଛନ୍ତି । ତେବେ ପରି ଘଟଣା ପରେ ଲୋକ କହୁଛନ୍ତି କି ଏମିତି କେତେ ଥର ରେ-ପ ହୋଇଛନ୍ତି କି 2018 ରେ ଅର୍ଚ୍ଚନା ଖଣ୍ଡଗିରି ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ର ପ୍ରମୋଦ ସ୍ଵାଇଁ ଙ୍କ ଘରେ ଭଡା ରହୁଥିଲେ । ଆଉ ଯେବେ ପ୍ରଯୋଜକ ପ୍ରମୋଦ ସ୍ଵାଇଁ ଜାଣିବାକୁ ପାଇଲେ କି ଅର୍ଚ୍ଚନା ଙ୍କ କାମ ଏହା ସେତେବେଳେ ସେ ଅର୍ଚ୍ଚନା ଙ୍କୁ ଘର ଛାଡିବାକୁ କହିଥିଲେ ।

archana nag 2

ହେଲେ ଆଶ୍ଚର୍ଯ୍ୟକର କଥା ଅର୍ଚ୍ଚନା ତାଙ୍କୁ ନିଜ ଘରୁ ଓଲଟା ବାହାର କରିଥିଲେ । ଆଉ ପ୍ରମୋଦ ସ୍ଵାଇଁ ମାଲିକ ହୋଇ ମଧ୍ୟ ଅର୍ଚ୍ଚନା ଙ୍କ ଭୟରେ ଘରୁ ବାହାରି ଆସିଥିଲେ । ଆଉ ପ୍ରମୋଦ ଙ୍କ ନାମ ରେ ରେ-ପ କେ-ସ ଦେଇ ଦେବେ ବୋଲି ପ୍ରମୋଦ ଘର ବି ଛାଡି ଦେଇଥିଲେ । ଆଉ ସେତେବେଳେ ପ୍ରମୋସ ଖଣ୍ଡଗିରି ପୋଲିସର ସହାୟତା ନେଇ ଅର୍ଚ୍ଚନା ଙ୍କୁ ଘରୁ ବାହାର କରିବାରେ ସକ୍ଷମ ହୋଇଥିଲେ ।

ବନ୍ଧୁଗଣ ଅର୍ଚ୍ଚନା ନାଗ ଯିଏ ସମସ୍ତଙ୍କୁ ରେ-ପ ରେ-ପ କେ-ସ କହି ଧମକାଇ ଥିଲେ । ଆଉ ଯିଏ କେହି ବି ବ୍ୟକ୍ତି ରେ-ପ କେ-ସ କୁ ଭୟ କରିବ । ସେଥିପାଇଁ ଅଜାଡି ଦେଉଥିଲେ ପୁଳା ପୁଳା ଟଙ୍କା ଆଉ ସେହି ଟଙ୍କାରେ ଗାଢା ହୋଇଥିଲା ମିଛ ର ସାମ୍ରାଜ୍ୟ । ଯାହା ଦିନରେ ଭଡା ଲାଗୁଥିଲା 20 ହଜାର ଟଙ୍କା । ସେହିପରି ବ୍ଲାକମେଲର ରାଣୀ ମହୁମାଛି ଅର୍ଚ୍ଚନା କିଭଳି ରେ-ପ ରେ-ପ କହି ଲୋକଙ୍କୁ ଧମକାଉ ଥିଲା ତାହାର ପ୍ରମାଣ ଏବେ ଗୋଟେ ପରେ ଗୋଟେ ସାମ୍ନା କୁ ଆସିଛି ।

ରାଜଧାନୀ ଭୁବନେଶ୍ୱର ରେ ରହି ବଡ ଧାରଣର ସେ-କ୍ସ ରେକେଟ ଚଳାଇଥିଲେ ଏହି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଆଉ ଯେଉଁ ମାନଙ୍କର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *