ପୂର୍ବରୁ ଏଭଳି ଦେଖା ଯାଉଥିଲେ ଅର୍ଚନା ନାଗ,କିନ୍ତୁ Parlour ରେ ଏଭଳି ଚକାଚକ ହେଇ ଯାଇଥିଲେ ଆଉ ନିଜ ପାଇଁ ନିଜେ ସଂଗ୍ରହ କରୁଥିଲେ ଲୋକ…

Archana Nag

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁଇ ରୁ ତିନି ଦିନ ହେବ ଅର୍ଚ୍ଚନା ଙ୍କ ଠକେଇ କାହାଣୀ ଜଣା ପଡିଛି । ବହୁତ ଚର୍ଚ୍ଚିତ ଲେଡୀ ଅର୍ଚ୍ଚନା ଙ୍କ କାହାଣୀ ବର୍ତମାନ ସମୟ ରେ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି । କାରଣ ତାଙ୍କ ଟ୍ରାପରେ ଫସିଛନ୍ତି ବଡ ବଡ ରାଜନେତା , ବ୍ୟବସାୟୀ ବଲିଉଡ ସିନେ ପ୍ରୋଜଜକ ଏବଂ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ ଆଉ ଜାହାର ଥଥ୍ୟ ପ୍ରମାଣ ମଧ୍ୟ ପୋଲିସ ପାଇଥାଇ ପାରେ ।

ହେଲେ ପୋଲିସର ନିରବତା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏହା ମଧ୍ୟରେ ଆମେ ଆଜି ଜାଣିବା ଦୁଇଟି କଥା । ଯେଉଁ ଦୁଇଟି ଫୋଟ ଦେଖଉଛୁ ଫଟୋରେ ଯିଏ ଅଛନ୍ତି ସେ ହେଲେ ଅର୍ଚ୍ଚନା । ଏବେର ଅର୍ଚ୍ଚନାଙ୍କ ଫୋଟୋ ଟିକିଏ ଭଲ କରି ଦେଖି ନିଅନ୍ତୁ । ବିଚଳିତ ହୁଅନ୍ତୁ ନାହିଁ । ଏ ହେଉଛନ୍ତି ସେହି ଅର୍ଚ୍ଚନା । ଯିଏ ବର୍ତ୍ତମାନ ପୋଲିସ କବ୍ଜା ରେ ରହିଛନ୍ତି । ବଡ ବଡ ରାଜନେତା , ବ୍ୟବସାୟୀ ବଲିଉଡ ସିନେ ପ୍ରୋଜଜକ ଏବଂ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ ।

archana

ତେବେ ଏଠାରେ ଦେଖୁଥିବା ଫୋଟରେ ପୂର୍ବରୁ ଚୁଡୀଦାର ପିନ୍ଧିଥିବା ମହିଳା ହେଲେ ଅର୍ଚ୍ଚନା ଅବସ୍ୟ ସେହି ସମୟ ରେ ଟିକିଏ ରଙ୍ଗ କମ୍ ଥିଲା । ହେଲେ ଏବେ ସେ ପୁରା ସଫା କାରଣ ସେ କୁଆଡେ ଲେଜ୍ ରେ ଚିକିତ୍ସା କରାଉଛନ୍ତି । ତେବେ ସେ ଓଡିଶାରେ ନୁହେଁ ବରଂ ମୁମ୍ବାଇ ରେ ଲେଜ୍ ରେ ଚିକିତ୍ସା କରେଇ ଆସି ବଡ ବଡ ରାଜନେତା , ବ୍ୟବସାୟୀ ବଲିଉଡ ସିନେ ପ୍ରୋଜଜକ ଏବଂ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଫସାଉଛନ୍ତି ।

ସେ ଯେତେ ବେଳେ କାମ କରିବା ପାଇଁ ଭୁବନେଶ୍ୱର ଆସିଥିଲେ । ସେହି ସମୟ ରେ ସେ ଏକ ପାର୍ଲର ରେ କାମ କରୁଥିଲେ ଆଉ ସେଠାରେ କାମ କରୁଥିବା ଏହି ଅର୍ଚ୍ଚନା ଙ୍କୁ ସବୁ ଚିଡାଉଥିଲେ । ସେ ଗୋରା ହେବା ପାଇଁ ବହୁତ ଇଚ୍ଛା କରୁଥିଲେ ମଧ୍ୟ ସେ ସଫଳ ହୋଇ ପାରିନଥିଲେ । ହେଲେ ସମୟ କ୍ରେମ କୁଆଡେ ହୋଟେଲ ଲୋକ ତାଙ୍କୁ ନେଇ ଚିକିତ୍ସା କରେଇ ଥିଲେ ମୁମ୍ବାଇର ଲେଜରେ ।

archana nag 1

ଆଉ ପରେ ଅର୍ଚ୍ଚନା ଗୋରା ହୋଇ ଫେରିବା ପରେ ପାଲଟି ଜାଇଥିଲେ ଏମିତି । ବର୍ତମାନ ସମୟ ରେ ଏହାକୁ ଚର୍ଚ୍ଚା ଜୋରଦାର ହେଉଛି । ତେବେ ଏହି କଥା କୁ ନେଇ ଏଠାରେ ପୂର୍ବର ଏବଂ ବର୍ତମାନର ଫୋଟ ଏଠାରେ ରହିଛି ଜାହା ଆପଣ ମାନେ ଦେଖି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *