କାଲି ଭେଟଘାଟରେ ଭିତିରି କଥା ହେଲେ ଅର୍ଚ୍ଚନା ଜଗବନ୍ଧୁ ! | ଏବେ ସମସ୍ତଙ୍କ ଭିଡ୍ଓ ଆସିବ ବାହାରକୁ

Archana Jagbandhu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଜେଲରେ ସାକ୍ଷାତ କଲେ ଅର୍ଚ୍ଚନା, ଜଗବନ୍ଧୁ । ବହୁ ଚର୍ଚିତ ଲେଡି ବ୍ଲାକମେଲ୍ ଅର୍ଚ୍ଚନା ନାଗ ମାମଲାରେ ସ୍ୱାମୀ ଜଗବନ୍ଧୁ ଓ ଅର୍ଚ୍ଚନା ରବିବାର ପୁଣି ଝାଡପଡାର ସ୍ୱତନ୍ତ୍ର କାରଗାରରେ ପରସ୍ପରକୁ ଭେଟିଛନ୍ତି । ଜେଲରେ ଭେଦଘାଟ ବେଳେ ଉଭୟଙ୍କ ମୁହଁ ଶୁଖି ଯାଇଥିଲା । ତେବେ ଦମ୍ପତିଙ୍କର କୋଟି କୋଟି ଟଙ୍କାର ସାମରାଜ୍ୟକୁ ନେଇ ଇଡି ଖୋଳତାଳକୁ ନେଇ ଟେନସନ ରେ ଥିବା ସୂଚନା ମିଳିଛି ।

ରବିବାର ଦିନ ପତି, ପତ୍ନୀ ପରସ୍ପରକୁ ଭେଟିଥିଲେ । ଏଥର ମଧ୍ୟ ଉଭୟ ଭେଟିବା ପାଇଁ ପୂର୍ବରୁ ଆବେଦନ କରିଥିଲେ । ଜେଲ ଅଧିକ୍ଷକ ସତ୍ୟ ପ୍ରକାଶଙ୍କ ଅନୁମୋଦନ କ୍ରମେ ବରାବର ୧୦.୩୦ ରେ ଉଭୟଙ୍କ ର ଜେଲ୍ କାର୍ଯ୍ୟଳୟରେ ଭେଦଘାଟ ହୋଇଥିଲା । ପ୍ରାୟ ୧୫ ମିନିଟ୍ ଉଭୟ କଥାବାର୍ତ୍ତା ହୋଇଥିଲେ ।

Archana Nag

ଭେଦଘାଟ ବେଳେ ଜେଲ୍ ର ସନ୍ତଶ୍ୱନୀ ଦାସ ଓ ମହିଳା ୱାର୍ଡ ର ଉପସ୍ଥିତ ଥିଲେ । ସୂଚନା ମୁତାବକ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ହନିଟ୍ରାପ ମାମଲାର ଯେବେଠାରୁ ଇଡିର ପ୍ରବେଶ ହୋଇଛି ସେବେଠାରୁ ଉଭୟଙ୍କ ମୁଣ୍ଡରେ ଚଡକ ପଡିଛି ।

ଉଭୟ କେମିତି ଏତ ବଡ ସାମ୍ରାଜ୍ୟର ମାଲିକ ହେଲେ । କେଉଁ ଉପାୟରେ କୋଟି କୋଟି ଟଙ୍କା ସଞ୍ଚିଚନ୍ତି ସେସବୁର ଭିତିରି ଖବର କେବଳ ଉଭୟଙ୍କ ପାଖରେ ଅଛି । ଯଦି ଇଡି ଏସବୁ ତଥ୍ୟ ଖୋଳି ବାହାର କରିବ ତେବେ ଆଗକୁ ଅଡୁଆ ବଢିପାରେ ବୋଲି ସେମାନେ ଆଶଙ୍କାରେ ଅଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ