ଅର୍ଚନା ମୋ ଫ୍ୟାନ ଥିଲା । ରାତିରେ ମୁଁ ତାଙ୍କ ଘରେ ଥିଲି

ty09

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅର୍ଚ୍ଚନା ଗିରଫ ହେବା ପରେ ତାଙ୍କ ର ସବୁ ଗୁମର ଖୋଲିବାରେ ଲାଗୁଚି । ବହୁତ ମାୟାବିନି ଥିଲି ଅର୍ଚନା , ନିଜର ସୁନ୍ଦର ଶରୀରର ଦେଖାଇ ଲୋକଙ୍କୁ କରୁଥିଲା ବସିଭୁତ । ତା ମାୟା ରେ ବହୁତ ଜଣ ଅଛନ୍ତି । ନେତାଠୁ ଆରମ୍ଭ କରି ଯନ୍ତ୍ରୀ ପର୍ଯ୍ୟନ୍ତ ଅର୍ଚନା ଗଙ୍ଗାରେ ବୁଡ ପକାଇଛନ୍ତି । କେଉଁଠି ଆଉ କଣ କରୁଥିଲା କୁଆଡେ ଯାଉଥିଲା ଆଉ କାହା ସହ କଣ କଥା ହେଉ ଥିଲା । କାହାକୁ କେଉଁ କାମ ରେ ଲଗାଉ ଥିଲା । ଏ ସବୁ ଗୋଟି ଗୋଟି କରି ସବୁ ତଥ୍ୟ ଏବେ ସାମ୍ନା କୁ ଆସୁଛି । କେବେଳ ବଡ ନେତା ନୁହଁନ୍ତି , ବିଜନେସମ୍ୟାନ , ସରକାରୀ ଅଧିକାରୀ ମଧ୍ୟ ଅର୍ଚନ ସହ ରହିଥିଲା ଘନିଷ୍ଟତା ।

ତେବେ ଏବେ ଏବେ ସମସ୍ତଙ୍କର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଧିରେ ଧିରେ ସମସ୍ତଙ୍କର ଚେହେରା ସାମ୍ମାକୁ ଆସୁଛି । ଅନ୍ୟ ଲୋକ ଅର୍ଚନା ସହ ତାଙ୍କର ଫଟୋ ଭାଇରାଲ କଥାରେ କୌଣସି ସ୍ପଷ୍ଟତା ଦେଇ ନଥିବା ବେଳେ , ଅନେକ ଲୋକ ଏହି ବିଷୟରେ ମିଡିଆରେ ଅନେକ ବାଇଟ ମଧ୍ୟ ଦେଇଛନ୍ତି ।

ବନ୍ଧୁଗଣ ଆପଣ ମାନେ ଡିରେକ୍ଟର ସୁଧାକର ବସନ୍ତ ସାର୍ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ତାଙ୍କ ର ଏବେ ଏକ ଫଟୋ ଭାଇରାଲ ହେଉଛି ଅର୍ଚ୍ଚନା ନାଗ ଙ୍କ ସହିତ । ଏ ନେଇ ସାର୍ କଣ କହୁଛନ୍ତି ଆପଣ ମାନେ ନିଶ୍ଚୟ ଥରେ ଶୁଣି ନିଅନ୍ତୁ ।

ସାରଙ୍କ କହିବା ଅନୁସାରେ ଅର୍ଚନା ତାଙ୍କର ଜଣେ ଭଲ ପ୍ରସଂସକ । କେବଳ ଫିଲ୍ମ ସୁଟିଂ ଓ ସତ୍ୟ ବିହାର ଅଞ୍ଚଳରେ ନିଜ ବନ୍ଧୁ ଙ୍କୁ ଦେଖା କରିବାକୁ ଜିବା ସମୟରେ ଯାହା ତାଙ୍କର ଅର୍ଚନା ନାଗଙ୍କ ସହ ଦେଖା ଓ ସାକ୍ଷାତ ହୋଇଥିଲା ତାହା ସହ କହିଛନ୍ତି ଅର୍ଚ୍ଚନା ନାଗ ବାସ ଏକ ଫାନ୍ ହିସାବ ରେ ଫଟୋ ଉଠେଇ ଥିଲା କିନ୍ତୁ ଏବେ ନିଜ ର ସେଫ୍ ପାଇଁ କାହା ସ ଫଟୋ ଉଠେଇବା ବା ଦେବା ସେଫ୍ ନୁହଁ । କାହିଁକି ନାଁ କେହି କେତେବେଳେ ବି କାହାକୁ ବ୍ଲା-କ-ମେ-ଲ୍ କିଛି କୁ ନେଇ କରି ପାରନ୍ତି ।

ତେବେ ଲେଡି ବ୍ଲାକମେଲରଙ୍କ କାହାଣୀ ପଦାକୁ ବାହାରିଲା ପରେ ଏବେ ଜେଲରେ ସମୟ କାଟୁଛନ୍ତି ଅର୍ଚ୍ଚନା । ବେଲ ପାଇଁ ଆବେଦନ କରିଥିବା ବେଳେ ଆଜି ତାଙ୍କ ଜାମିନକୁ ନା ମଞ୍ଜୁର କରାଯାଇଛି ।ଶୁକ୍ରବାର ଦିନ ଜାମିନ ପାଇଁ ଆବେଦନ କରିଥିଲେ କିନ୍ତୁ ତାଙ୍କର ଏହି ଆବେଦନକୁ ନା ମଞ୍ଜୁର କରାଯାଇଛି । ଯାହାଫଳରେ ବେଲ ନୁହେଁ ଅର୍ଚ୍ଚନାଙ୍କୁ ଏବେ ଜେଲରେ ରହିବାକୁ ପଡିବ ।

ସୂଚନାମୁତାବକ ଅକ୍ଟୋବର ୭ ତାରିଖରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା । ଭୁବନେଶ୍ୱର ଏସଡିଜେମ କୋର୍ଟରେ ଏହି ଶୁଣାଣି କରାଯାଇଛି

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ