ଜଜଙ୍କ ସାମ୍ନାରେ ଭୋ ଭୋ ହେଇ କାନ୍ଦିଲେ ଅର୍ଚ୍ଚନା ,କହିଲେ ମୋତେ ଦୁଇ ମାସ ହେବ ଅବହେଳା କରାଯାଉଛି

Archana a

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ପୁଣି ଜର୍ଜ ଙ୍କ ସାମ୍ନା ରେ ଆଜି ଉପସ୍ଥିତ ହୋଇଥିଲେ ଅର୍ଚ୍ଚନା ନାଗ । ଆଉ ଜର୍ଜ ଙ୍କୁ କହୁ କହୁ କାନ୍ଦି ପକେଇଥିଲେ ଅର୍ଚ୍ଚନା କହୁଥିଲେ ଦୁଇ ମାସ କାଳ ତାଙ୍କୁ କୁଆଡେ ଅବହେଳା କରାଜାଉଛି । ତାଙ୍କ କଥାକୁ କେହି ସୁଣୁ ନଥିବା ବେଳେ ଆଉ ସବୁ ଘଟଣା କୁ ସେ ବୟାନ କରି କାନ୍ଦି ପକେଇଥିଲେ ଅର୍ଚ୍ଚନା ନାଗ । ଆଉ ଅର୍ଚ୍ଚନା ନାଗ କେତେ ନିର୍ଦ୍ଧୋଶ ସେହି ବିଷୟ ରେ ସେ ବାରମ୍ଭାର କହିଥିଲେ ଜର୍ଜ ଙ୍କ ଆଗରେ ।

ଆଉ ଏମିତି ବେଳେ ଅର୍ଚ୍ଚନା ଙ୍କ ଆଖିରୁ ଧାର ଧାର ହୋଇ ଗଡି ଯାଉଥିଲା ଲୁହ । ହଁ ବନ୍ଧୁଗଣ କୋର୍ଟ ରେ ହାଜର ହେଲେ ଅର୍ଚ୍ଚନା ନାଗ । ଜିଲ୍ଲା ଏବଂ ଦୈରାଜର୍ଜ ଙ୍କ କୋର୍ଟ ରେ ତାଙ୍କୁ ହାଜର କରାଜାଇଛି । ପ୍ରଡ୍ୟୁସ କରିବା ଲାଗି ଆବେଦନ କରିଥିଲା ଇଡି । ହାଜର ପରେ ଏବେ ତାଙ୍କୁ ରିମାଣ୍ଡ ରେ ନେବ ଇଡି । ତେବେ ଏହି ନେଇ କୋର୍ଟ ରେ ଆବେଦନ କରାଯିବ ବୋଲି କୁହାଜାଇଛି ।

Archana 1

ତେବେ ଅର୍ଚ୍ଚନା କୋର୍ଟ ରେ ପହଁଚିବା ପରେ ଜର୍ଜ ଙ୍କ ଆଗରେ କାନ୍ଦି ପକେଇଥିଲେ । ତେବେ ଏହି ଲୁହ ବହୁତ କିଛି କହୁଥିଲା ଅତିତ ରେ ଘଟିଥିବା ସବୁ ଘଟଣା ଉପରେ ଖୋଳତାଳ କରି ପଚାରା ଉଚୁରା କରିଛି । କିଭଳି ଭାବେ ରାତା ରାତି ଏମିତି କଳାସାମ୍ରାଜ୍ୟ ଗଢି ତୋଳିଥିଲେ ଅର୍ଚ୍ଚନା ନାଗ । ଆଉ ସେହି ସମୟ ରେ ଅର୍ଚ୍ଚନା ନାଗ ଙ୍କ ଆଖିରୁ ଝରି ଜାଇଥିଲା ଲୁହ ।

ତେବେ ତାଙ୍କୁ ଝାଡପଡା ଜେଲ ରୁ କଡା ସୁରକ୍ଷା ମଧ୍ୟରେ ଅଣା ଜାଇ ତାଙ୍କୁ କୋର୍ଟ ରେ ହାଜର କରାଜାଇଛି । ଅର୍ଚ୍ଚନା ନାଗ କଳା ଟଙ୍କା ମାମଲା ରେ ତନ୍ନା ଘନ୍ନା ଚଳେଇଛି ଇଡି । ତେବେ ବନ୍ଧୁଗଣ ଆର୍ଥିକ କାରବାର ର ଖିଅ ଖୋଜୁଥିବା ଇଡି ଅର୍ଚ୍ଚନା ଙ୍କୁ ରିମାଣ୍ଡ ରେ ନେଇ ଜେରା କରିବା ସହିତ ଅନେକ କିଛି ଗୁମର ଫିଟିବାକୁ ଲକ୍ଷ୍ୟ ରଖିଛି ଇଡି ।

Archana

ତେବେ ଅର୍ଚ୍ଚନା କେମିତି କୋଟିପତି ହେଲେ ରାତାରାତି ଦାମୀ କାର ପାଇଁ ନଗଦ ପଛର ରହସ୍ୟ ଲାଗି ଇଡି ଆଜି ଜେରା କରିବ । ତେବେ ଆପଣ ମାନଙ୍କୁ ସୂଚନା ଦେବାକୁ ଚାହିଁବୁ କି ବର୍ତମାନ ସୁଧା ଇଡି 9 ଜଣ ଙ୍କୁ ଜେରା କରିଥିବା ବେଳେ ଆଉ ଆଗକୁ ଆହୁରୀ 6 ଜଣଙ୍କୁ ଜେରା କରିବ ଇଡି ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *