ପୋଲିସ୍ ବୁଲ୍ଡୋଜର ଭାଙ୍ଗିବ ଅର୍ଚ୍ଚନା ଭୁବନେଶ୍ୱର ଓ କେସିଙ୍ଗା ଘର। Archana Nag

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ଘର ଉପରେ ପୋଲିସ ଚଲାଇବ ବୁଲ୍ଡୋଜର । ଏହି ବିଶାଳ ରଙ୍ଗ ଶାଳା ଓରଫ ବେ-ଶ୍ୟା-ଳ-ୟ ମିଶିଯିବ ମାଟିର ଧୋଳିରେ । ଖାଲି ଭୁବନେଶ୍ଵର ସ୍ଥିତ ସୌକିନ ଘରଟି ମାଟିରେ ମିଶିବ ତାହା ନୁହେଁ । କେଶିଙ୍ଗା ରେ ଥିବା ତାର ପୈତୃକ ଘର ଉପରେ ବି ବୁଲ୍ଡୋଜର ବି ବୁଲିବ । କାରଣ ଯେତିକି ପ୍ରମାଣ ଏବେ ଧୀରେ ଧୀରେ ଯୋଗାଡ ହେଲାଣି ଏବେ ଅର୍ଚ୍ଚନା ବିରୋଧରେ ସେଥିରେ ପୋଲିସ ଏସବୁ ଆକ୍ସନ ନବ ।

ସବୁଠାରୁ ବଡ କଥା ଯେଉଁଭଳି ବେଆଇନ ଭାବରେ ନିର୍ମାଣ କରିଛି ତାର ଏବେ ଖୋଳତାଳ ଆରମ୍ଭ କରି ଦେଇ ସାରିଲାଣି । ଆଉ ତାର ବେଆଇନ ଆର୍ଥିକ କାରବାର ସେନେଇ ମଧ୍ୟ ଅନେକ ସୁରାକ୍ଷ ପାଇ ସାରିଲାଣି ପୋଲିସ । ଆଉ ଅନ୍ୟପଟେ କେସିଙ୍ଗା ରେ ସରକାରୀ ଜମି ଉପରେ ତାର ଠିଆ ହୋଇଥିବା ପୈତୃକ ଘର ତାହା ବି ବୁଲ୍ଡୋଜର ବାଜିବ ଧୋଳିରେ ମିଶିବ ।

archan

ଧୋଲିସାତ ହୋଇଯିବ ଅର୍ଚ୍ଚନାର କଳା ସାମ୍ରାଜ୍ୟ ଯେଉଁ କଳା ସାମ୍ରାଜ୍ୟ କୁ ବନାଇବାକୁ ୭ ବର୍ଷ ଲାଗିଥିଲା ଅର୍ଚ୍ଚନାକୁ ତାହା କିଛି ସମୟ ମଧ୍ୟରେ ଧୂଳିରେ ମିଶିବ । ଏହା ପୂର୍ବରୁ ବିଭିନ୍ନ ପ୍ରିତିଷ୍ଠାନକୁ ଧୂଳିରେ ମିଶାଇଛି ପୋଲିସ । ତେବେ ଏଭଳି ଅପରାଧୀ ମାନଙ୍କ ପାଇଁ ଏଭଳି ହେବା ଆବଶ୍ୟକ ରହିଛି । ଯିଏକି ଝିଅ ମାନଙ୍କୁ ଖରାପ ରାସ୍ତାରେ ନେଇ ତାଙ୍କୁ ବେ-ଶ୍ୟା ବୃତିରେ ନିୟୋଜିତ କରୁଛନ୍ତି ।

ତେବେ ଏସବୁ ପୋଲିସ ର ମହତ୍ ଉଦ୍ଦେଶ୍ୟ ରହିଛି । ଏଭଳି ଅପରାଧୀ ମାନଙ୍କ ପାଇଁ ମାତ୍ର ଗୋଟିଏ ସଜା । ଏମାନଙ୍କ ଆର୍ଥିକ ଯେତିକି ନେଟୱର୍କ ରହିଛି ତାହାକୁ ଧ୍ୱସ୍ତ କରି ଏମାନଙ୍କ ସ୍ତାବର ଅସ୍ତାବର ସମ୍ପତ୍ତି ଉପରେ ବୁଲ୍ଡୋଜର ବୁଲାଇବା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ