
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ରେ ଅନେକ ଆଇନ ଏଠାରେ ଟୁଙ୍ଗୁରୁ ଭୋଲ ପାଇଁ ଗୋଟେ ଆଇନ ଏବଂ ଅର୍ଚ୍ଚନା ନାଗ ପାଇଁ ଆଉ ଗୋଟେ ଆଇନ ଏବଂ ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟେ ଆଇନ । ତେବେ ବନ୍ଧୁଗଣ ଦେଖନ୍ତୁ ଅର୍ଚ୍ଚନା ନାଗ ଙ୍କ ପରି ସମ୍ଭେଦନ ଶୀଳ ଘଟଣା ପୋଲିସ ଯେଉଁ ତଦନ୍ତ କରୁଛି ସେହି ତଦନ୍ତ ର ଭାଗୀ କେଉଁ ମାନେ ରହିଛନ୍ତି ବର୍ତମାନ ସମୟ ରେ ଲୋକ ମାନେ ବହୁତ ଭଳ ଭାବେ ଜାଣିଥିବେ ।
ତେବେ ତାଙ୍କ ବିରୋଧ ରେ ଯେଉଁ ଦଫା ଲାଗିଛି ସେହିଥିରେ ବେସ୍ୟା ବୃତ୍ତି ହେଉଛି ବୋଲି ଲେଖିଥିବା ଗଣମାଧ୍ୟମ କହୁଛି କିମ୍ବା ପୋଲିସ କହୁଛି । ହେଲେ ବେସ୍ୟାବୃତ୍ତି ପାଇଁ କୈଣସି ଇମୋରାଲ ଟ୍ରାଫିକ ଆକ୍ଟ ର କୈଣସି ବି ପ୍ରକାରର ଦଫା ଲାଗିନାହିଁ । ଅନ୍ୟ ପକ୍ଷରେ ସେ ଜଣେ ସାଧାରଣ ଲୋକ ଅଟନ୍ତି ସେ କୈଣସି ଚାକିରିଆ ନୁହଁନ୍ତି କିମ୍ବା ବ୍ୟବସାୟି ନହୋଇ ମଧ୍ୟ ଏତେ କୋଟି କୋଟି ଟଙ୍କା କେମିତି ଆୟ କରିଲେ ତେବେ ଏହିଥି ପାଇଁ କଣ ପାଇଁ ଏଠାରେ ଇଡି ଚଢାଉ କରୁନାହିଁ ।
ଓଡିଶା ରେ ଅନେକ ଆଇନ ଏଠାରେ ଟୁଙ୍ଗୁରୁ ଭୋଲ ପାଇଁ ଗୋଟେ ଆଇନ ଏବଂ ଅର୍ଚ୍ଚନା ନାଗ ପାଇଁ ଆଉ ଗୋଟେ ଆଇନ ଏବଂ ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟେ ଆଇନ । ତେବେ ଏଠାରେ ମିଡିଆ ମାଧ୍ୟମ ରେ ଆପଣ ମାନଙ୍କୁ ନିବେଦନ କରୁଛୁ ରାଜ୍ୟସରକାର ଏବଂ 5T ସଚିବ ଏବଂ ପୋଲିସ ଏଠାରେ ତଦନ୍ତ ର ନିହାତି ଭାବେ ଆବଶ୍ୟକତା ରହିଛି ।
ଯେଉଁଥିରେ କି ଯେଉଁ ଯେଉଁ ମାନେ ଏହିଥିରେ ସାମିଲ ରହିଛନ୍ତି ସେମାନଙ୍କ ମୂଖା କୁ ପରାଦ ଆଗକୁ ଆଣନ୍ତୁ ଏବଂ ଏଠାରେ ସାଢେ 4 କୋଟି ଓଡିଆ ଜାଣିପାରିବେ କି ଏହି ଅର୍ଚ୍ଚନା ନାଗ ଙ୍କ ପଛରେ କିଏ ଏବଂ କାହିଁକି 14 ଗୋଟି ଟିକେଟ ପାଉଛି ଏବଂ ଗୋଟିଏ ନାରୀ କେମିତି ଭାବେ ଓଡିଶା ସଂମ୍ପର୍ଣ୍ଣ ଭାବେ ନଷ୍ଟ କରିଦେଉଛି ।
ଯେମିତି କି ଆପଣ ମାନେ ଜାଣନ୍ତି ଜଗନ୍ନାଥ ଏଠାରେ ବିଶ୍ୱ ପ୍ରସିଦ୍ଧ ଅଟନ୍ତି ଏବଂ ଏହି ପରି କ୍ଷେତ୍ର ରେ ଅର୍ଚ୍ଚନା ନାଗ ଙ୍କ ଘଟଣା ବି ଏଠାରେ ବିଶ୍ୱ ପ୍ରସିଦ୍ଧ ହେବାରେ ଲାଗିଥିବା ବେଳେ ଜନସାଧାରଣ ଏଠାରେ ନାକାରାତ୍ମକ ମତ ପାଉଛି ତେଣୁ ନିଶ୍ଚିତ ଭାବେ ଆମେ ଏଠାରେ ସରକାର ଙ୍କୁ ଅନୁମୋଦନ କରିବୁ ଏହି ଉପରେ ସଂମ୍ପର୍ଣ୍ଣ ରୂପେ ତଦନ୍ତ ପକ୍ରିୟା ଆରମ୍ଭ କରାଜାଉ । ଏବଂ ଯେମିତି ଭାବେ ସାରା ଓଡିଶା ବାସୀ ଜାଣନ୍ତୁ କି ଏଠାରେ ତଦନ୍ତ ଏବଂ ଆଇନ ର ମାର୍ଗ ସମସ୍ତ ପାଇଁ ସମା ଅଟେ ବୋଲି ।
ତେବେ ଏହି ଘଟଣା କୁ ନେଇ ଆପଣ ମାନଙ୍କର କଣ ମତାମତ ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।