ଧନ ପାଇଁ କଳାବିଦ୍ୟା ପ୍ରୟୋଗ! ଦୁଇ ମହିଳାଙ୍କୁ ବଳୀ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନ୍ଧ ବିଶ୍ୱାସ ନେଲା ଦୁଇ ଜଣକ ଜୀବନ । ଧନ ପାଇଁ ଦୁଇ ମହିଳାକୁ ଦିଆଗଲା ବଳୀ । ମାରିବା ପରେ ଖଣ୍ଡ ଖଣ୍ଡ କରି ପୋତି ଦେଲେ । ବିଜ୍ଞାନ ଯେତେ ଅଗ୍ରଗତି କେଲେ ବି ସମାଜରୁ ଅନ୍ଧ ବିଶ୍ୱାସ ଦୂର ହେଉ ନାହିଁ । ଅନ୍ଧ ବିଶ୍ୱାସ କୁସ୍କସାର ପରମ୍ପରା ଧନ ଜୀବନ ହାନୀର କାରଣ ପାଲଟିଛି । ଧନ ପାଇଁ ଦୁଇ ମହିଳାକୁ ବଳି ଦେବା କଥା ଏବେ ଚାଞ୍ଚଲ୍ୟ ଖେଳି ଯାଇଛି ଜଣେ ଅନ୍ଧ ବିଶ୍ୱାସ ଡାକ୍ତର ଏବଂ ତାଙ୍କ ପତ୍ନୀ କେରଳର ତିରୁବେଳା ଠାରେ ଗଳା କାଟି ଦୁଇ ମହିଳାକୁ ହ-ତ୍ୟା କରିଥିଲେ ।

ଏହାପରେ ଉଭୟ ଶବକୁ ଖଣ୍ଡ ଖଣ୍ଡ କରି ପୋତି ଦେଇଥିଲେ । କାରଣ ସେମାନେ ଭାବିଥିଲେ ଏପରି କଲେ ଧନ ସମ୍ପତ୍ତି ବୃନ୍ଧି ପାଇଁବ । ଏହି ଘଟଣାରେ ଚୋରା ଚାଲାଣ କାରୀ ତାଙ୍କୁ ସାହାର୍ଯ୍ୟ କରିଥିଲେ । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତିରୁବାଲା ର ବାସିନ୍ଦା ଭଗବତ ଦୀର୍ଘ ଦିନ ଧରି ଆର୍ଥିକ ପ୍ରତିବନ୍ଧକ ସହ ସଘର୍ଷ କରୁଥିଲେ । ତାଙ୍କର ପତ୍ନୀ ଲେଲା ପେରୁମ୍ବରରେ ରହୁଥିବା ସିହାବଙ୍କ ସହ ଯୋଗାଯୋଗ କରିଥିଲେ । ସେ କହିଥିଲେ ଭଗବାନ କେବଳ ମାନବ ବଳୀ ଦେଲେ ଖୁସି ହେବେ ସେ ଦୁଇଜଣ ମହିଳାକୁ ବଳୀ ଦେବେ ବୋଲି କହିଥିଲେ ।

women 2

ଏହି ବଳୀ ଦେବା ପାଇଁ ସେ ମହିଳାକୁ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସେମାନଙ୍କୁ କହିଥିଲେ । ଲିଲା ପଫସବୁକ ମାଧ୍ୟମରେ ସିହାବଙ୍କ ସହ ଯୋଗାଯୋଗ କରିଥିଲେ । ସିହାବ କାଦଭନ୍ତା ଠାରୁ ଦୁଇଜଣ ମହିଳାକୁ ଟଙ୍କା ଏବଂ କାମ ର ପ୍ରଲୋଭନ ଦେଖାଇ ତିରୋବଲା ଆଣିଥିଲେ । ଏଠାରେ ଡାକ୍ତର ଦମ୍ପତି ଦୁଇ ମହିଳାକୁ ନେଇ ତାନ୍ତ୍ରିକ କରି ସେମାନଙ୍କୁ ବଳୀଦାନ ଦେଇଥିଲେ ।

ଉଭୟ ମହିଳାକୁ ଏନେଲାଥ୍ରରେ କବର ଦେଇଥିଲେ । ପୋଲିସ କମିସନର ସି. ଏଜ୍ ନାଗେରାଜ କହିଛନ୍ତି କାଦୋମଭତାରୁ ଆଣିଥିବା ମହିଳାଙ୍କ ପରିବାର ନିଖୋଜ ଥିବା ଅଭିଯୋଗ କରିଥିଲେ । ପୋଲିସ ତାଙ୍କର ମୋବାଇଲ୍ କୁ ଟ୍ରାକ କରି ତିରୁବାଲା ରେ ପହଞ୍ଚିଥିଲା । ସେଠାକାର ସିସିଟିଭି ଫୁଟେଜ୍ ଯାଞ୍ଚ କଲା ପରେ ଜଣା ପଡିଥିଲା ଯେ ମହିଳା ଜଣଙ୍କ ଡାକ୍ତରଙ୍କ ସମ୍ପର୍କରେ ଅଛନ୍ତି ,

women 2

ଯେତେବେଳେ ପୋଲିସ୍ ଡାକ୍ତର ଦମ୍ପତୀ କୁ ଗିରଫ କରି ହେପାଜତ କୁ ଆଣି ପଚରା ଉଚରା କଲା ସେତେବେଳେ ସେମାନେ ସମ୍ପୂର୍ଣ୍ଣ ରହସ୍ୟ ପ୍ରକାଶ କରିଥିଲେ । ଏହି ଘଟଣାକୁ ସମାଲଚନା କରି ମଖ୍ୟମନ୍ତ୍ର ପିନାରାୟ କହିଛନ୍ତି ଯେ କେବଳ ମାନସିକ ରୋଗି ମାନେ ଏଭଳି ଅପରାଧ କରି ପାରିବେ ଏହି ଭଳି ଅନ୍ଧ ବିଶ୍ୱାସ ସମାଜ ପାଇଁ ବିପଦ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *