ଅନୁଭବ ତମେ କ’ଣ କଲେ | ଅଖାଡୁଆ ସୋଦିଲେ ବର୍ଷା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ମାସରେ ୩୦,୦୦୦ ଟଙ୍କା ଦେଲେ ନାହିଁ ଅନୁଭବ । ଓଡିଶାର ଦର୍ଶକ ମାନେ ଅନୁଭବ ଓ ବର୍ଷା ପ୍ରତି ର ଯୋଡି ବହୁତ ପସନ୍ଦ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏହି ଯୋଡିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇସାରିଛି । ତେବେ ବର୍ତ୍ତମାନ ସମୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଖବରଟି ଘୂରି ବୁଲୁଛି ।

ଏହି ଲୋକପ୍ରିୟ ଯୋଡି ବିବାହ ପାଇଁ ଆବେଦନ କରିଥିଲେ । ପରେ କୋର୍ଟରୁ ଅଡର ଆସିଥିଲା ଯେ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ପୈତୃକ ଘର ଛାଡ଼ିବେ । ଆଉ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ର ଘରଭଡ଼ା ଦେବେ । ତେଣୁ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀ କୋର୍ଟକୁ ସମ୍ମାନ ଦେଇ ଅନୁଭବଙ୍କ ଘର ଛାଡି ସେ ଏକ ଭଡାଘରେ ରହିଛନ୍ତି ।

Varsha

ଆଉ ସେହିଦିନଠାରୁ ସେ ପ୍ରତି ମାସରେ ଘରଭଡ଼ା ଦେଉଥିଲେ । ଆଉ ସେ ପର୍ଯ୍ୟନ୍ତ ଦେଉଥୁବେ ଯେ ପର୍ଯ୍ୟନ୍ତ ବର୍ଷା ଏବଂ ଅନୁଭବ ମଧ୍ୟରେ ଡିଭର୍ସ ହୋଇନଥିବ । ବର୍ତ୍ତମାନ ସମୟରେ ଚର୍ଚ୍ଚା ହେଉଛି ଯେ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷାପ୍ରିୟଦର୍ଶିନୀଙ୍କ ର ଆକାଉଣ୍ଟକୁ ୨୯,୯୯୯ ଟଙ୍କା ପଠେଇଛନ୍ତି ।

କିନ୍ତୁ ଯେତେବେଳେ ବର୍ଷାପ୍ରିୟଦର୍ଶିନୀ ତାଙ୍କ ଆକାଉଣ୍ଟ ଚେକ୍ କଲେ ସେତେବେଳେ ସେ ଜାଣିବାକୁ ପାଇଛନ୍ତି ଯେ ଏ ମାସରେ ସେ ଠିକ୍ ଭାବରେ ଟଙ୍କା ଦେଇନାହାନ୍ତି । ଆଉ ସେ କୋର୍ଟକୁ ଜଣାଇଥିଲେ ଯେ କୋର୍ଟର ଅଡର ମୁତାବକ ଅନୁଭବ ମହାନ୍ତି ଫେବୃଆରୀ ମାସରେ ତାଙ୍କୁ ପୁରା ଟଙ୍କା ଦେଇନାହାନ୍ତି । ସେଥିରେ ୧୦୧ ଟଙ୍କା କମ୍ ଅଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ