ଜାଗୃତି ଶୁକ୍କା ଙ୍କୁ ଦ୍ୱିତୀୟ ବିବାହ କରିବେ ଅନୁଭବ ମହାନ୍ତି…

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଜାଗୃତି ଶୁକ୍କା ଙ୍କୁ ଦ୍ୱିତୀୟ ବିବାହ କରିବେ ଅନୁଭବ ମହାନ୍ତି । ଆଉ ଏବେ ବିବାହ ପୂର୍ବରୁ ଅନୁଭବ ଙ୍କ ଘରକୁ ଆସିଛନ୍ତି ଜାଗୃତି ଶୁକ୍କା । ତାହାଲେ ଏବେ ଅନୁଭବ ଙ୍କ ପରିବାର ଲୋକ ମାନଙ୍କ ସହିତ ମିଳା ମିଶା କରୁଥିବାର ଦେଖା ଦେଇଥନ୍ତି ଜାଗୃତି ଶୁକ୍କା । ତେବେ ଆପଣ ମାନେ ଜାଣିଥିବେ ଅନୁଭବ ଏବଂ ବର୍ଷା ଙ୍କ ଡିଭର୍ସ ଆଉ ଅଳ୍ପ କିଛି ଦିନ ମଧ୍ୟରେ ହୋଇଯିବ । ଆଉ ଏହି ଡିଭର୍ସ ହେବା ପରେ ଅନୁଭବ ମହାନ୍ତି ଜାଗୃତି ଶୁକ୍କା ଙ୍କୁ ବିବାହ କରିବେ ବୋଲି କିଛି ସୋସିଆଲ ମିଡିଆ ସୁତ୍ର ରୁ ଜଣା ପଡିଛି ।

ତାହାଲେ ଏବେ ଜାଗୃତି ଶୁକ୍କା ଙ୍କ ପ୍ରେମ ରେ ଅବୁଟୁବୁ ହେଉଛନ୍ତି ଅନୁଭବ ମହାନ୍ତି । ତେବେ ଆଗାମୀ ଦିନ ମାନଙ୍କରେ ଅନୁଭବ ମହାନ୍ତି ଙ୍କ ଏକ ଜବର୍ଦୋସ୍ତ ଫିଲ୍ମ ରିଲିଜ ହେବା ପାଇଁ ଯାଉଛି । ଯାହାର ନାମ ରହିଛି ରାବଣ । ଏହି ବାରଣ ଫିଲ୍ମ ର କାହାଣୀ ଲେଖିଛନ୍ତି ଜାଗୃତି ଶୁକ୍କା । ତାହାଲେ ଏହି ଜାଗୃତି ଶୁକ୍କା ଙ୍କ କାହାଣୀ ରେ ଅନୁଭବ ମହାନ୍ତି ଅଭିନୟ କରିବା ପାଇଁ ଯାଉଛନ୍ତି ।

Anubhav Mohanty

ଆଉ ଏହି ଫିଲ୍ମ ର ନୂଆ କାହାଣୀ ଯୋଗୁଁ ଫିଲ୍ମ ଟି ହିଟ ହେବ ବୋଲି ଅନୁଭଭ ମହାନ୍ତୁି କହିଛନ୍ତି । ତେବେ ବର୍ତମାନ ସମୟ ରେ ଜାଗୃତି ଶୁକ୍କା ଅନୁଭବ ମହାନ୍ତି ଙ୍କ ଘରକୁ ଆସିଛନ୍ତି । ଯେଉଁଠି ସେ ଅନୁଭବ ମହାନ୍ତି ଙ୍କ ପରିବାର ଲୋକ ଙ୍କ ସହିତ ମିଳା ମିଶି କରିବା ସହିତ ସମୟ ବି ଅତିବାହିତ କରୁଛନ୍ତି । ତାହାଲେ ଅନୁଭବ ଙ୍କ ମାଆ ଙ୍କୁ ମଧ୍ୟ ଜାଗୃତି ଶୁକ୍କା ବହୁତ ପସନ୍ଦ ଅଟନ୍ତି । ଆଉ ଏହା ସହିତ ଅନୁଭବ ଙ୍କ ପରିବାର ଲୋକ ଙ୍କୁ ମଧ୍ୟ ଜାଗୃତି ଶୁକ୍କା ବହୁତ ପସନ୍ଦ ଅଟନ୍ତି ।

ତାହାଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଷନୀ ଙ୍କ ଡିଭର୍ସ କିଛି ଦିନ ମଧ୍ୟରେ ହୋଇଯିବ । ତେବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଷନୀ ଙ୍କ ବିବାହ 2014 ମସିହାରେ ହୋଇଥିଲା । ହେଲେ କୈଣସି କାରଣ ରୁ ଅନୁଭବ ମହାନ୍ତି ଏବଂ ବର୍ଷା ଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଆଉ ଏବେ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ଯାଉଛନ୍ତି । ଏବଂ ଏହାପରେ ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା ଙ୍କ ବିବାହ ହେବ ବୋଲି ସୋସିଆଲ ମିଡିଆ ରେ କଥା ଉଠୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *