ବର୍ଷା ଙ୍କୁ ହାତ ଯୋଡ଼ିଲେ ଅନୁଭବ ମହାନ୍ତି ।

Barsha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିହାତି ଜାଣିଥିବେ ଗତ କାଲି ଓଲିଉଡ ର ସୁପର ଷ୍ଟାର । ଅନୁଭବ ମହାନ୍ତି ନିଜର ଟୁଇଟର ରେ ଏକ ମେସେଜ୍ ଦେଇଥିଲେ । ତାଙ୍କର ବାପା ICU ରେ ରହିଛନ୍ତି । ବର୍ଷା ଙ୍କୁ ହାତ ଯୋଡି ଥିଲେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି । ତେବେ ଅନୁଭବ ଙ୍କ ବାପା ICU ରେ ରହିଛନ୍ତି ।

ତେବେ ରାଜନେତା ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ଙ୍କ ପାରିବାରିକ ବିବାଦ ବର୍ଷ ବର୍ଷ ଧରି କୋର୍ଟ ରେ ବିଚାର ଧୀନ ରହିଥିଲା । ଦୁହିଁଙ୍କ ପକ୍ଷରୁ ଏକାଧିକ ମାମଲା ଦାୟର ହୋଇଥିବା ବେଳେ ଦୁଇ ଧାର୍ଯ୍ୟ ତାରିଖ ଅନୁଯାୟୀ କୋର୍ଟ ହାଜର ହୋଇଥିଲେ ତେବେ ବର୍ଷା ଘର ଛାଡିବା ପରେ ପ୍ରତି ମାସରେ ଅନୁଭବ ବର୍ଷା ଙ୍କୁ 30 ହଜାର ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଧେଶ ଦେଇଥିଲେ ।

Varsha

ତେବେ ଏହା ମଧ୍ୟରେ ଷ୍ଟାର ଦମ୍ପତୀ କୁ ନେଇ ଆସିଛି ବଡ ଖବର । ତେବେ ଓଲିଉଡ ର ସୁପର ଷ୍ଟାର ଅନୁଭବ ମହାନ୍ତି ଏହାକୁ ନେଇ ଏକ ଟୁଇଟ୍ କରି କହିଛନ୍ତି ସେ ବର୍ଷା ଙ୍କୁ ଜଲ୍ଦି ଭଲରେ ଅଲଗା ହୋଇଯିବା ପାଇଁ ଅନୁରୋଧ କରିଛନ୍ତି । ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସେୟାର କରିଥିବା ଏହି ଟୁଇଟ୍ ରେ ଲେଖିଛନ୍ତି ଯେ ତାଙ୍କ ବାପାଙ୍କ ସ୍ୱାସ୍ଥ ବହୁତ ଅସୁସ୍ଥ ରହିଛି । ମହା ପ୍ରଭୁ ତୁମକୁ ଆଶ୍ରୀବାଦ କରିବେ ଏହା ସହିତ ଏହିଥିରେ ସେ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଟେଗ୍ ମଧ୍ୟ କରିଛନ୍ତି ।

ତେବେ ଅନୁଭବ ମହାନ୍ତି କହିଛନ୍ତି ମୋ ବାପାଙ୍କର ସ୍ୱାସ୍ଥ ବହୁତ ଅସୁସ୍ଥ ରହିଛି । ତେବେ ବିଳମ୍ଭ ନକରି ଭଲରେ ଅଲଗା ହୋଇଯିବା ପାଇଁ ବର୍ଷା ଙ୍କୁ ଭଲରେ ଅନୁରୋଧ କରିଛନ୍ତି । ସେ କହିଛନ୍ତି ପିତା ମାତା ସବୁ ବେଳେ ପିଲା ମାନଙ୍କର ଭଲ ଚାହାଁନ୍ତି । ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ ମୋ ବାପା ଏବେ ICU ରେ ରହିଛନ୍ତି । ଏବଂ ଏବେ ସେ ବହୁତ ଗୁରୁତ୍ୱର ରହିଛନ୍ତି ମୁଁ ତୁମକୁ ହାତ ଯୋଡି ଅନୁରୋଧ କରୁଛି ବୋଲି ଅନୁଭବ ମହାନ୍ତି ନିଜର ଟୁଇଟ୍ ରେ ଲେଖି ଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ