ପୁଣି ବଢିଲା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଝଗଡା !!

anubhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନକୁ ଦିନ ବଢିବାରେ ଲାଗିଛି ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷାଙ୍କ କଳି । ଯେତେବେଳେ ଅନୁଭବ ମହାନ୍ତିଙ୍କ ବାପାଙ୍କ ଦେହ ଖରାପ ହୋଇଥିଲା ସେତେବେଳେ ଅନୁଭବ ମହାନ୍ତି ଏକ ଟୁଇଟ ଯୋଗେ ପୋଷ୍ଟ କରିଥିଲେ । ଯାହା ସିଧାସଳଖ ବର୍ଷାଙ୍କୁ ଆଖେପ କରି କହିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୌଣସି ଭିଡିଓ ଏହି ଦୁଇ ଜଣ ସୋସିଆଲ ମିଡିଆରେ ସେୟାର କରିବେନି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ କିଛିଦିନ ହେବ ଅନୁଭବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ।

ତାଙ୍କ ଜୀବନରୁ ଉହରି ଜିବା ପାଇଁ ସେ ବର୍ଷାଙ୍କୁ ଅନୁରୋଧ କରିଥିଲେ । ସବୁକିଛି ଶେଷ ହୋଇଯିବା ପୂର୍ବରୁ ମୋ ବାପା ମାଆଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ ବୋଲି ବର୍ଷା ଏ ଉଦ୍ଦେଶ୍ୟ ରେ ସୋସିଆଲ ମିଡିଆରେ ଅନୁଭବ ପୋଷ୍ଟ କରିଥିଲେ । ତେବେ ଏହି ଅନୁଭବଙ୍କ ପୋଷ୍ଟ ଦେଖି ବର୍ଷା ପ୍ରିୟଦର୍ଶିନୀ ରାଗି ଯାଇଥିଲେ ଆଉ ଅନୁଭବଙ୍କ ମୁଣ୍ଡ ପୁରା ଖରାପ କରିଥିଲେ ।

anubhav

ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ପୋଷ୍ଟ ଦେଖି ସେ ଥାନା ଏବଂ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣିଥରେ ଲାଗିଲା ମଧ୍ୟ ଝଟକା । ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବର୍ଷାଙ୍କ ପକ୍ଷରୁ ଡାଏର ହୋଇଥିବା ଆବେଦନକୁ ହାଇକୋର୍ଟ ଖାରାଜ କରିଛନ୍ତି । ଅନୁଭବଙ୍କ ପ୍ରତିକୂଳ ମନ୍ତବ୍ୟ ର ବାରଣ ପାଇଁ ବର୍ଷାଙ୍କ ଆବେଦନକୁ ହାଇକୋର୍ଟ ଖାରାଜ କରିଦେଇଛି ।

ତେବେ ସୂଚନା ଅନୁସାରେ ଅନୁଭବ ଓ ପତ୍ନୀ ବର୍ଷାଙ୍କ ମଧ୍ୟରେ ସୋସିଆଲ ମିଡିଆରେ କିଛି ନା କିଛି ଖବର ଦେଖିବାକୁ ମିଳିବ । ତେବେ କେତେବେଳେ ପାରିବାରିକ ବିବାଦକୁ ନେଇ ମାମଲା ବର୍ଷାଙ୍କ ବିରୋଧରେ ଅନୁଭବ ସୋସିଆଲ ମିଡିଆରେ ଭିଡିଓ ପୋଜ କରି ଛାଡୁଥିଲେ ତ ଆଉ କେତେବେଳେ ବର୍ଷାଙ୍କ ଫ୍ୟାନ ସୋସିଆଲ ମିଡିଆରେ ଅନୁଭବଙ୍କ ନାଁ ନେଇ ତାଙ୍କ ବିରୋଧରେ ପୋଷ୍ଟ ସେୟାର କରୁଥିଲେ ।

ଅନୁଭବ ଗୋଟିଏ ପୋଷ୍ଟ ଭିଡିଓ କଲେ ବର୍ଷାଙ୍କ ଫ୍ୟାନ ଏହାର ଜବାବ୍ ଦେବାକୁ ଏକ ପ୍ରକାର ତଆରମତ ହେଉଥିଲେ । ହେଲେ ସୋସିଆଲ ମିଡିଆରେ ମନ୍ତବ୍ୟ ନଦେବାକୁ ଉଭୟଙ୍କୁ ହାଇକୋର୍ଟ ତାଗିଦ୍ କରିଥିଲା । ପରେ ଅନୁଭବ ମହାନ୍ତି ଏକ ଟୁଇଟ ଯୋଗେ ବର୍ଷାଙ୍କୁ ଅନୁରୋଧ କରିଥିଲେ ତାଙ୍କ ଠାରୁ ଦୁରେଇ ଯିବାପାଇଁ ଆଉ ଦୂରେଇ ଯିବା ପାଇଁ ଅନୁରୋଧ କରିବା ପରେ ବର୍ଷା ନିହାତି ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହେଲେ କୋର୍ଟ ତାଙ୍କ କେସ୍ କୁ ରଖିନଥିଲେ ତାଙ୍କୁ ଖାରାଜ କରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *