ଅନୁଭବ ଓ ମୁଁ ଗୋଟିଏ ପରିବାର ,ପ୍ରଭୁ ଜଗନ୍ନାଥ ଯାହା ଚାହିଁବେ ସେଇଆ ହେବ ,କାହିଁକି ଏମିତି କହିଲେ ଜାଗୃତି

Jagruti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନୁଭବ ଆଉ ମୁଁ ହେଉଛୁ ଗୋଟିଏ ପରିବାର ଓଡିଶା ମତେ ଭଲ ପାଏ ମୁଁ ବି ଓ଼ଡିଶା କୁ ଭଲ ପାଏ । ପ୍ରଭୁ ଜଗନ୍ନାଥ ଜାହା ଚାହିଁବେ ତାହାହିଁ ହେବ । ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଲା ଙ୍କୁ ନେଇ ଅନେକ ବିବାଦ ଦେଖା ଦେଇଛି । ଏମିତି କଥା ଉଠିଛି କି ଜାଗୃତି ଶୁକ୍ଲା ହେଲେ ଅନୁଭବ ମହାନ୍ତି ଙ୍କ ପ୍ରେମିକା । ଅନୁଭବ ମହାନ୍ତି ମଧ୍ୟ ଜାଗୃତି ଙ୍କୁ ବାହା ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ଜାହାକୁ ନେଇ ମୁହଁ ଖୋଲିଛନ୍ତି ସାମ୍ବାଦିକା ଜାଗୃତି ଶୁକ୍ଲା ।

ସେ ଏମିତି କିଛି କଥା କହିଛନ୍ତି ଜାହା ପର ଠାରୁ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଅଜଥା ରେ ବିବାଦ କୁ ଟାଣୁ ଥିବା ଲୋକଙ୍କ ମୁହଁରେ ଶକ୍ତ ଚାପୁଡା ଲାଗିଛି । ଜାଗୃତି କହିଛନ୍ତି କି ଅନୁଭବ ମହାନ୍ତି ଏବଂ ସେ ବହୁତ ଭଲ ସାଙ୍ଗ ଅଟନ୍ତି । ଆମେ ହେଉଛୁ ଗୋଟିଏ ପରିବାର ଆମେ ଦୁଇଜଣ ଦୁହିଁଙ୍କୁ ବହୁତ ଭଲ ପାଉ ଯେମିତି ଦୁଇ ଜଣ ସାଙ୍ଗ ଦୁହିଁଙ୍କୁ ଭଲ ପାଆନ୍ତି । ହେଲେ ଯେଉଁ ବିବାଦ ଉଠିଛି ସେହିଥିରେ କାହାରି ବି ଦୋଷ ନାହିଁ ଆମ ଦୁଇ ଜଣଙ୍କୁ ଏହା ଭିତର କୁ ଜବର୍ଦୋସ୍ତି ଟଣାଜାଇଛି ।

anubhav 1

ଯେଉଁ ମାନେ କହୁଛନ୍ତି କି ଆମ ଭିତରେ କିଛି ଅଛି ଆଉ ଆମେ ବିବାହ କରିବାକୁ ଯାଉଛୁ ସେମାନେ ସୁଣି ନିଅନ୍ତୁ କି ମୁଁ ବିବାହିତ ମୋର ଗୋଟିଏ ପରିବାର ରହିଛି । ଅନୁଭବ ଏବଂ ମୁଁ ହେଉଛୁ ଗୋଟିଏ ଭଲ ସାଙ୍ଗ । ସେ ଆହୁରୀ ମଧ୍ୟ କହିଛନ୍ତି କି ମୁଁ ଓଡିଶା କୁ ଭଲ ପାଏ ଏବଂ ଓଡିଶା ମତେ ଭଲ ପାଏ । ଏମିତି କିଛି ବୟାନ ଜାଗୃତି ଏକ ଗଣମାଧ୍ୟମ ର ଇଣ୍ଟର୍ଭ୍ୟୁ ରେ ରଖିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହି ଦେବାକୁ ଚାହିଁବୁ କି ଏହା ଥିଲା ବସନ୍ତ ନାୟକ ଙ୍କ ଜନ୍ମ ଉତ୍ସବର ଦୃଶ୍ୟ । ଯେଉଁଠି ଓଲିଉଡ ଷ୍ଟାର ମଧ୍ୟ ପହଁଚିଥିଲେ ସେଇଠାରେ ଅନୁଭବ ମଧ୍ୟ ପହଁଚିଥିଲେ । ଆଉ ସେପଟୁ ଦିଲ୍ଲୀ ରୁ ଆସିଥିଲେ ଜାଗ୍ରୁତି ଶୁକ୍ଲା । ତେବେ କେମିତି ଓଡିଆ ଫିଲ୍ମ ରେ ପାଦ ଦେବା ସମୟ ରେ କେମିତି ବସନ୍ତ ନାୟକ ଅନୁଭବ ମହାନ୍ତି ଙ୍କ ବାଟ ଦେଖେଇଥିଲେ ।

ଆଉ ଆଜି ଅନୁଭବ ମହାନ୍ତି କେମିତି ଏତେ ବାଟ ଆଗେଇ ଆସି ପାରିଲେ । ଏହି ସବୁ କଥା କହି ଭାବ ବିହୋଲ ହୋଇଜାଇଥିଲେ ଅନୁଭବ ମହାନ୍ତି । ଆଉ ଏପଟେ ଏହି ପରି ସମୟ ରେ ଜାଗ୍ରୁତି ଶୁକ୍ଲା ଦିଲ୍ଲୀ ରୁ ଆସି ଓଡିଶା ରେ ଆସି ଅନୁଭବ ମହାନ୍ତି ଙ୍କ ସହିତ ଛିଡା ହୋଇ ପାରୁଛନ୍ତି । ତେବେ ଆପଣ ଥରେ ଭାବନ୍ତୁ ଏହି ବନ୍ଧୁତ୍ୱ ର ସଂମ୍ପର୍କ କେତେ ଅତୁଟ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ