ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଥରେ ସିନେମା ଜଗତ ପାଇଁ ବହୁତ ବଡ ଦୁଖଃଦ ଖବର ଆସି ପହଁଚିଛି । ଏହି ପ୍ରସିଦ୍ଧ କଳାକାର ଙ୍କ ମୃ-ତ୍ୟୁ ରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ତେବେ ବର୍ତମାନ ସମୟ ରେ ସିନେମା ଦୁନିଆଁ ରେ ଶୋକ ର ଛାୟା ଖେଳିଜାଇଛି । ତେବେ ଟିଭି ଇଣ୍ଡଷ୍ଟ୍ରୀ କୁ ଆଜି ବଡ ଝଟ୍କା ଲାଗିଛି । ଆଜି ଏହି ପ୍ରସିଦ୍ଧ ଅଭିନେତା ଙ୍କ ମୃ-ତ୍ୟୁ ହୋଇଛି । ଏହି ଭଳି ଖବର ପ୍ରଚାରିତ ହେବା ପରେ ସବୁ କଳାକାର ମାନଙ୍କର ଶୋକର ଛାୟା ଖେଳିଜାଇଛି ।
ତେବେ ବନ୍ଧୁଗଣ ସୂଚନା ମୁତାବକ ଏହି ପ୍ରସିଦ୍ଧ ଅଭିନେତା ସକାଳେ ଖେଳୁଥିବା ବେଳେ ଅଚାନକ ଭାବେ ସେ ତଳେ ପଡିଜାଇଥିଲେ ତେବେ ପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଜାଇ ଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମାନେ ମୃ-ତ ବୋଲି ଘୋଷଣା କରିଥିଲେ । ତେବେ ସେ ଦିଲ୍ଲୀ ରେ ନିଜର ପାଠ ପଢିବା ପରେ 2005 ରେ ମୁମ୍ବାଇ ଆସିଥିଲେ ତେବେ ସେ 2019 ରେ ବିବାହ କରିଥିଲେ ତେବେ ତାଙ୍କର ଗୋଟିଏ ପୁଅ ରହିଥିବା କଥା ମଧ୍ୟ କୁହାଜାଇଛି ।
ତେବେ ବନ୍ଧୁଗଣ ଏହି କଥା ସୁଣିବା ପରେ ବିବାଜି ଘରପର ହେ ସିରିଏଲ ର ଆକ୍ଟର ସଞ୍ଜୟ ବେନିଫତ ଏହି କଥା ଶୁଣିବା ପରେ ଓଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ଦୁଃଖ ପ୍ରକାଶ କରିଛନ୍ତି ସେମାନେ କହିଛନ୍ତି କି ଦିବେଶ ତାଙ୍କ ଟିମିର ଜଣେ ଏଭଳି ସଦସ୍ୟ ଥିଲେ ଯିଏକି ସମସ୍ତ ପରିବାର ସଦସ୍ୟ ବୋଲି ମନେଇ ପାରୁଥିଲେ | ଏହା ସହିତ ସଞ୍ଜୟ ଜଣେ ଦିବେଶ ତ୍ୟାଗି ଅଟନ୍ତି ସେ ଜଣେ କଳାକାର ବୋଲି ଉଭୟ କଳାକାର କହିଛନ୍ତି ।
ସେ ଦିବେଶ ନିଜର ମଜାଦାର ଅଭିନୟ ପାଇଁ ବହୁତ ସମୟ ରେ ପରିଚିତ ହୋଇପାରିଛନ୍ତି । ଭାବିଜି ଘରପର ହେ ବେତିତ କମେଡି କିଙ୍ଗି କମ କମେଡି କ୍ଳବ ସହିତ ସେ ବହୁତ ସାରା ସିରିଏଲ ମାନଙ୍କରେ କାମ କରିଥିବାର ଦେଖିବା ପାଇଁ ମିଳିଥିଲେ । ହେଲେ ଆଜିର ତାଙ୍କର ମୃ-ତ୍ୟୁ ହୋଇଜାଇଛି । ତେବେ ତାଙ୍କର ମୃ-ତ୍ୟୁ କୁ ନେଇ ଏବେ ଶୋକର ଛାୟା ଖେଳିଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।