ପୁଣି ଆସିଲା ବଡ଼ ଦୁଃଖ ଖବର । ଏହି ପ୍ରସିଦ୍ଧ ଅଭିନେତାଙ୍କ ହଠାତ୍ ଘଟିଲା ମୃ-ତ୍ୟୁ l

bacharaj

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ସିନେମା ଜଗତ ରୁ ଏକ ଦୁଃଖଦ ଖବର ସାମ୍ନା କୁ ଆସିଛି । ଆଜି ଏହି ପ୍ରସିଦ୍ଧ ଅଭିନେତାଙ୍କ ପରିଲୋକ ରେ ନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି , ଏବଂ ସିନେମା ଜଗତରେ ଶୋକର ଲହରି ଖେଳିଯାଇଛି । ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତି ର ଦେଶ । ଏଠାରେ ଅନେକ କଳାକାର ରହିଛନ୍ତି । ନାଚ ହେଉ ବା ଗୀତ ଭାରତ ସବୁଠାରୁ ଆଗରେ ।

ଯଦି ଜଣେ ସାଧାରଣ ଲୋକଙ୍କର ମୃ-ତ୍ୟୁ ହୁଏ ତାଙ୍କା ପାଇଁ କେହିଁ ଲୁହ ଗଡି ନଥାନ୍ତି , କିନ୍ତୁ ଜଣେ ସେଲିବ୍ରେଟି ଙ୍କ ମୃ-ତ୍ୟୁ ହୁଏ ତାଙ୍କ ପାଇଁ ସମସ୍ତେ ଲୁହ ଗଡିଥାନ୍ତି କାରଣ ସିଏ ଜଣେ କଳାକାର । ଲୋକଙ୍କ ଆଗରେ ପ୍ରଦସଣ କରି ବେଶ୍ ଲୋକ ପ୍ରିୟତା ହାସଲ କରିଥାନ୍ତି । ତାଙ୍କର ମୃ-ତ୍ୟୁ ପରଠାରୁ ଫ୍ୟାନ ଏବଂ ତାରକା ମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

ଏହି ପ୍ରସିଦ୍ଧ କଳକାର ଅଷ୍କାର ଠାରୁ ଆରମ୍ଭ କରି ଗ୍ରାମୀ ପୁରଷ୍କାର ପର୍ଯ୍ୟନ୍ତ ଅନେକ ଟାଇଟେଲ୍ ଜିତିଥିଲେ । ତେବେ ସେ ଆଠଟି ୱାଆଡ୍ ଓ ତିନଟି ଅଷ୍କାର ପୁରଷ୍କାର ଜିତିଥିଲେ । ସେଥି ମଧ୍ୟରୁ ସେ ଦୁଇଟି ଏକଡମି ୱାଆଡ୍ 1970 ଓ 1982 ମସିହାରେ ଜିତିଥିଲେ । ଏହି ପ୍ରସିଦ୍ଧ କଳାକାର ଜଣକ 94 ବର୍ଷ ବୟସ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

bacharaj

ତେବେ ମନରଞ୍ଜନ ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କିମ୍ବଦନ୍ତି ସଙ୍ଗୀତ କମ୍ପଜର ବଟ ବଚରାଜ ଙ୍କର ଦେହାନ୍ତ ହୋଇଛି । 94 ବର୍ଷ ବୟସ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ସଙ୍ଗୀତ ସହିତ ବଚରାଜ ଏକ ଭିନ୍ୟ ସ୍ଥାନ ହାସଲ କରିଥିଲେ ।

ତାଙ୍କର ବିୟଗ ଖବର ସୁଣି ତାଙ୍କର ପ୍ରସସଙ୍ଗ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ହଲିଉଡର ପ୍ରସିଦ୍ଧ ସଙ୍ଗୀତ କମ୍ପଜର ବଟ ବଚରାଜ ଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ ରେ ଅଲେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି , ଏବଂ ସଙ୍ଗୀତ ଜଗତରେ ଶୋକର ଲହରି ଖେଳିଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ