ପୁଣି ଆସୁଛି ଆଉ ଏକ ଲଘୁଚାପ ପ୍ରବଳ ବର୍ଷା ହେବ ଗୋଟେ ପରେ ଗୋଟେ ବିପଦ |

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ପରେ ଆଉ ଗୋଟିଏ ଲଘୁଚାପ ପୁଣି ଦାନା ବାନ୍ଧିବାରେ ଲାଗିଛି । ଜାହାକି ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ପୁଣି ବର୍ଷା ତେବେ ଏହି ନେଇ ପାଣିପାଗ ବିଭାଗ ପକ୍ଷ ରୁ ଜାରି ହୋଇଛି ଆଉ କିଛି ନୂଆ ରିପୋର୍ଟ ଆସନ୍ତୁ ଜାଣିନେବା ସଂମ୍ପର୍ଣ୍ଣ ଭାବେ । କେଉଁ ତାରିଖ ରୁ କେଉଁ ତାରିଖ ଯାଏ ବର୍ଷା ଲାଗି ରହିବ ।

ତେବେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ 23 ରେ ବଙ୍ଗୋପସାଗର ରେ ସୃଷ୍ଟି ହେବ ଘୂର୍ଣ୍ଣିଂ ବଳୟ ଏବଂ ପରବର୍ତି 24 ଘଣ୍ଟା ରେ ଲଘୁଚାପ ର ରୂପ ନେବାର ସମ୍ଭାବନା ରହିଛି । ଏହାରି ପ୍ରଭାବରେ ପୁଣି ରାଜ୍ୟରେ ବଡ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ସକ୍ରିୟ ଟ୍ରଫ ଲାଇନ ପ୍ରଭାବରେ ବର୍ଷାର ପରିମାଣ ବଢିବ । ପ୍ରବଳ ବର୍ଷା ଲାଗି ବଲେଶ୍ୱର , କେଉଁଝର , ଓ ମୟୁଭଞୀ ,ଜିଲ୍ଲାକୁ ୟୋଲ ଆଲର୍ଟ ଜାରି ହୋଇଛି ।

rain 1

ସେହି ପରି 23 ତାରିଖ 24 ତାରିଖ , ଓ 25 ତାରିଖ ରେ ପ୍ରବଳ ବର୍ଷା ରହିଛି । ଉପକୂଳ , ଆଭ୍ୟନ୍ତରଣିୟ ଓ ଦକ୍ଷିଣ ଓଡିଶା ର ପ୍ରବଳ ବର୍ଷିବ ଏହି ନେଇ ସତର୍କତା ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ଆଉ ଏହା ସହିତ 24 ତାରିଖ ରେ ବାଲେଶ୍ୱର , ଭଦ୍ରକ , ଜାଜପୁର , କେନ୍ଦ୍ରାପଡା , କଟକ , ଜଗତସିହଂପୁର , ପୁରୀ , ଖୋର୍ଦ୍ଧା , ନୟାଗଡ , ଗଞାମ୍ , ଗଜପତି , ମୟୁରଭଞୀ , କେଉଁଝର , ଢେଙ୍କାନାଳ , କଳାହାଣ୍ଡି , କନ୍ଧମାଳ , ଓ ରାୟଗଡା କୁ ବଜ୍ରପାତ ନେଇ ସତର୍କ ସୂଚନା ଜାରି ହୋଇଛି ।

ସେହି ପରି 25 ରେ ବଜ୍ରପାତ ଜନିତ ବର୍ଷା ନେଇ 14 ଜିଲ୍ଲାକୁ ମଧ୍ୟ ସତର୍କ କରାଜାଇଛି । ଏହା ସହିତ ଏବେ ଜାରି ରହିଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲା ମାନଙ୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ମଧ୍ୟରେ ଗୋଟିଏ ବିପଦ ନଯାଉଣୁ ପୁଣି ମାଡି ଆସୁଛି ଆଉ ଏକ ବିପଦ ଜାହାକି ଆଜି ଠାରୁ ନୂଆ ଲଘୁଚାପ ପ୍ରଭାବରେ ହେବାକୁ ଯାଉଛି ବର୍ଷା । ତେବେ ଆପଣଙ୍କର କେଉଁ ଜିଲ୍ଲା ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ