ସୋନମଙ୍କ ଠାରୁ ଅଧିକ ସୁନ୍ଦର ଅଟନ୍ତି ଅନିଲ କପୁରଙ୍କ ବଡ଼ ଝିଅ । ସୁନ୍ଦରତାରେ ଆପଣ ମଧ୍ୟ ମୁଗ୍ଧ ହୋଇଯିବେ ।

Spread the love

୫ ମାର୍ଚ୍ଚ ୨୦୧୯ରେ ଅନିଲ କପୁର ଏବଂ ସୁନିତା କପୁରଙ୍କ ବଡ଼ ଝିଅ ରିୟା କପୁର ୩୨ ତମ ଜନ୍ମ ଦିନ ପାଳନ କରିଥିଲେ । ରିୟା ନିଜ ଭଉଣୀ ସୋନାମଙ୍କ ଫିଲ୍ମ “ବିର ଦ ବେଡିଙ୍ଗ”ର ପ୍ରଡୁସର ଥିଲେ । ରିୟା ମଧ୍ୟ ସୋନାମଙ୍କ ଭଳି ଷ୍ଟାଇଲିସ ଅଟନ୍ତି । ବଲିଉଡର ସବୁଠୁ ଷ୍ଟାଇଲିସ ଭାଇ ଭଉଣୀ ମିଳିତ ଏକତ୍ର ରିସାନ ନାମକ ଏକ ବ୍ରାଣ୍ଡ ଲଞ୍ଚ କରିଥିଲେ । ଆପଣଙ୍କୁ କହିବା ପାଇଁ ଚାହୁଁଛୁ ବଲିଉଡରେ ଯେଉଁଠି ଅନିଲ କପୁର, ଅର୍ଜୁନ କପୁର, ସୋନମ କପୁର ସର୍ବଦା ଲାଇମଲାଇଟରେ ରୁହନ୍ତି, ଅନ୍ୟପକ୍ଷରେ ଅନିଲ କପୁରଙ୍କ ବଡ଼ ଝିଅ ରିୟା କପୁର କ୍ୟାମେରାରୁ ସର୍ବଦା ଦୂରରେ ରୁହନ୍ତି ।

ଦେଖନ୍ତୁ ଅନିଲ କପୁରଙ୍କ ବଡ଼ ଝିଅ ରିୟା କପୁରଙ୍କୁ :

ରିୟା ଜଣେ ଷ୍ଟାଇଲିସ ଅଟନ୍ତି ଏବଂ ସେ ନିଜ ପିତା ଏବଂ ଭଉଣୀଙ୍କୁ ଆଇଶା ପ୍ଲେୟର ଭଳି ଫିଲ୍ମରେ ଷ୍ଟାଇଲିସ ଲୁକ ଦେବା ଯୋଗୁଁ ପରିଚିତ ଅଟନ୍ତି । କହିବା ପାଇଁ ଚାହୁଁଛୁ; କପୁର ଭଉଣୀ କପଡାର ଏକ ଷ୍ଟାଇଲିସ ଏବଂ କ୍ଲାସିକଲ ବ୍ରାଣ୍ଡ ପ୍ରସ୍ତୁତ କରିଛନ୍ତି । ଅନିଲ କପୁରଙ୍କ ଦୁଇ ଝିଅ ଏମିତି ଏକ ବ୍ରାଣ୍ଡ ଆଣିବା ପାଇଁ ଚିନ୍ତା କରିଛନ୍ତି; ଯେପରି ସେହି ବ୍ରାଣ୍ଡର କପଡା ସମସ୍ତେ ପିନ୍ଧି ପାରିବେ । ଅନିଲ କପୁରଙ୍କ ସମସ୍ତ ପିଲା ସର୍ବଦା ଲାଇମଲାଇଟରେ ରହିବା ପାଇଁ ପସନ୍ଦ କରନ୍ତି । ଅନ୍ୟପକ୍ଷରେ ଅନିଲଙ୍କ ବଡ଼ ଝିଅ ରିୟା କପୁର କ୍ୟାମେରାରୁ ସର୍ବଦା ନିଜକୁ ଦୁରେଇ ରଖନ୍ତି ।

ଭାଗ ମିଲଖା ଭାଗ ଏବଂ ରାଝାନାର ସଫଳତା ପରେ ସୋନମ ନିଜ ଭଉଣୀଙ୍କ ସହ ଏହି ପ୍ରୋଜେକ୍ଟ ପାଇଁ କାମ କରିବାରେ ବ୍ୟସ୍ତ ଅଛନ୍ତି ।ସୋନମଙ୍କୁ ଆଜି ବଲିଉଡରେ ସମସ୍ତେ ଜାଣନ୍ତି । ସେ ଆଜିର ସମୟର ଷ୍ଟାଇଲିସ ଅଭିନେତ୍ରୀ ଅଟନ୍ତି । ଏହି ବିଷୟ ବହୁତ କମ ଲୋକ ଜାଣିଥିବେ । ଆଇଶା ଫିଲ୍ମରେ ସୋନମଙ୍କୁ ଷ୍ଟାଇଲିସ ରିୟା ହିଁ କରିଥିଲେ ।

ଭାଇରଲ ହେଉଛି ବୋଲଡ଼ ଏବଂ ସୁନ୍ଦର ଫୋଟ :

ଷ୍ଟାଇଲିସ ହେବା ସହ ରିୟା କପୁର ବେକ୍ ଅପ୍ ସିଡ଼ରେ କାମ କରିଛନ୍ତି । ଏହି ଫିଲ୍ମରେ ସେ ରଣବିର କପୁର ଏବଂ କୋକଣା ସେନ ଶର୍ମାଙ୍କ ଭଳି ଅଭିନେତ୍ରୀଙ୍କ ସହ ନିର୍ଦେଶନା ଭାର ତୁଲାଇଛନ୍ତି । ରିୟା ଆଇଶା ଫିଲ୍ମ ପ୍ରଡୁସ କରିଛନ୍ତି, ଯେଉଁଥିରେ ଭଉଣୀ ସୋନମ କପୁର ଏବଂ ଦେଵ ଡ଼ି କେ ଅଭିନେତା ଅଭୟ ଦେବଲ ମୁଖ୍ୟ ଭୂମିକରେ ନଜରକୁ ଆସିଥିଲେ । ରିୟା କପୁର ପେଶାରୁ ଫିଲ୍ମ ପ୍ରଡୁସର ଅଟନ୍ତି । ସେ ସୋନମ କପୁର ଏବଂ ଅଭୟ ଦେବଲ ଅଭିନୀତ ଫିଲ୍ମ ଆୟସାର ପ୍ରଡୁସ କରିଥିଲେ ।

ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ଏକ ପକ୍ଷରେ ଅନିଲ କପୁର ଅର୍ଜୁନ କପୁର ଏବଂ ସୋନମ କପୁର ସର୍ବଦା ଲାଇମଲାଇଟରେ ରୁହନ୍ତି, ଅନ୍ୟପକ୍ଷରେ ଅନିଲ କପୁରଙ୍କ ବଡ଼ ଝିଅ ରିୟା କପୁର ଲୋକଙ୍କ ନଜରରୁ ସର୍ବଦା ଦୁରେଇ ରୁହନ୍ତି । ଏହି ବିଷୟ ଆମେ ସମସ୍ତେ ଜାଣିଛୁ, ସଂପୂର୍ଣ୍ଣ କପୁର ପରିବାର ବଲିଉଡରେ ପ୍ରତିଦିନ କ୍ୟାମେରା ସାମ୍ନାକୁ ଆସନ୍ତି କିନ୍ତୁ କପୁର ବଂଶରେ ଅନିଲ କପୁରଙ୍କ ବଡ଼ ଝିଅ ରିୟା କପୁର ଏକମାତ୍ର ଯିଏ ଗ୍ଲାମର ଦୁନିଆରୁ ଦୁରେଇ ରୁହନ୍ତି । ଆପଣଙ୍କୁ କହିବା ପାଇଁ ଚାହୁଁଛୁ, ରିୟା ୫ ମାର୍ଚ୍ଚ ୧୯୮୭ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ରିୟା ସୋନମ ଏବଂ ହର୍ଷବର୍ଦ୍ଧନ କପୁରଙ୍କ ଠାରୁ ବଡ଼ ଅଟନ୍ତି ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment Boxରେ ପ୍ରଦାନ କରନ୍ତୁ ! ଧନ୍ୟବାଦ ।