ଆପଣ ଜାଣନ୍ତି କି କେଉଁ 5ଟି ସ୍ଥାନରେ କ୍ରୋଧ କରିବା ଉଚିତ ନୁହଁ…

Spread the love

ଏହି ଦୁନିଆରେ କ୍ରୋଧ ଭଳି ବିପଦପୂର୍ଣ୍ଣ ଜିନିଷ ଆଉ କିଛି ନାହିଁ । କ୍ରୋଧ କିଛି ଅମୟ ମଧ୍ୟରେ ସବୁ କିଛି ନଷ୍ଟ କରିଦେଇଥାଏ । ଯାହା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ବହୁତ ବଡ଼ ସମସ୍ୟାର ସମ୍ମୁଖୀନ କରିଥାଏ । ଯେବେ ସେହି ବ୍ୟକ୍ତିର କ୍ରୋଧ ଶାନ୍ତ ହୋଇଥାଏ ତେବେ ସେ ବହୁତ ଦୁଃଖ ଓ ଅନୁତାପ ଛଡା ଆଉ କିଛି ରାସ୍ତା ମିଳି ନଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଏମିତି 5ଟି ସ୍ଥାନ ଯାହା କ୍ରୋଧ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା,

1. ଧର୍ମ ସ୍ଥାନରେ କେବେ ମଧ୍ୟ କ୍ରୋଧ କରିବା ଉଚିତ ନୁହେଁ । କାହିଁକି ନା ଧର୍ମ ସ୍ଥାନ କ୍ରୋଧରୁ ମୁକ୍ତି ପାଇବା ସ୍ଥାନ ହୋଇଥାଏ ।

2.କୌଣସି ବି ବ୍ୟକ୍ତି ଘରରୁ ବାହାରିବା ସମୟରେ କ୍ରୋଧିତ ହୋଇ ବାହାରକୁ ଯିବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ଖରାପ ପ୍ରଭାବ ପଡିଥାଏ ।

3.ଯେବେ ମଧ୍ୟ କୌଣସି ବ୍ୟକ୍ତି ଘରକୁ ପ୍ରବେଶ କରିବା ସମୟରେ କ୍ରୋଧ କରିବା ଉଚିତ ନୁହେଁ ।

4.କୌଣସି ବି ବ୍ୟକ୍ତିକୁ ଭୋଜନ କରିବା ପାଇଁ ବସିଥିବା ସମୟରେ ଅର୍ଥାତ ଭୋଜନ କରିବା ସମୟରେ କ୍ରୋଧ କରିବା ଉଚିତ ନୁହେଁ ।

5. ଯେବେ ମଧ୍ୟ ଆପଣ ଶୋଇବାକୁ ଯିବା ସମୟରେ କ୍ରୋଧ କରିବା ଉଚିତ ନୁହେଁ । କାହିଁକିନା ବହୁତ ଲୋକ କ୍ରୋଧିତ ହୋଇ ଶୋଇ ଯାଆନ୍ତି ସେମାନେ ସକାଳକୁ ଉଠିବ ହିଁ ନାହିଁ ।

ଆଜିର ଏହି ଅନୁଛେଦଟି ଆପଣଙ୍କୁ କେମିତି ଲାଗିଲା Comment କରି ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆପଣଙ୍କୁ ଏହି ଅନୁଛେଦଟି ଭଲ ଲାଗିଲେ share କରି ଅନ୍ୟଙ୍କୁ ଜଣାନ୍ତୁ । !!ଜୟ ଜଗନ୍ନାଥ!!