ପୁଣି ବର୍ଷା ଅନୁଭବଙ୍କ ମଧ୍ୟରେ ହେଲାଣି ଟଣା ଓଟରା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ଆଜି ବର୍ଷା ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହେବାର ନଜର ରେ ଆସିଛନ୍ତି , ତେବେ ଦିଲ୍ଲୀ ପୋଲିସ ଠାରୁ ନୋଟିସ ପାଇବା ପରେ ବର୍ଷା ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି । ବର୍ଷା ଙ୍କ ସହ ତାଙ୍କ ମାଆ ଏବଂ ତାଙ୍କର ଝିଆରି ମଧ୍ୟ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ,

ତେବେ ସାଂସଦ ତଥା ତାଙ୍କ ସ୍ୱାମୀ ଅନୁଭ ଙ୍କ ର ଜଣେ ଷ୍ଟାପ ଙ୍କୁ ଜାତିଆଣା ମନ୍ତବ୍ୟ ରେ ଅଭିଯୋଗ ନେଇ ଦିଲ୍ଲୀ ପୋଲିସ ବର୍ଷା ଙ୍କୁ ସମନ କରିଥିଲା , ତେବେ ଏନେଇ ବର୍ଷା ଆଗୁଆ ଜାମିନ ପାଇଁ ହାଇକୋର୍ଟ ର ଦ୍ୱାରସ୍ଥା ହୋଇଛନ୍ତି । ବିଗତ 2019 ଜୁଲାଇ 9 ରେ ଏହି ଘଟଣା ଘଟିଥାବାର ନେଇ ଅଭିଯୁକ୍ତ ଜଣକ ଦିଲ୍ଲୀ ର ଉତ୍ତର ଆଭିନିୟୁ ଥାନା ରେ ଅଭିଯୋଗ କରିଥିଲେ , ତେବେ ଉତ୍ତର ଆଭିନିୟୁ ଥାନା ରେ ଅଭିଯୋଗ କରାଯାଇଥିବା ଅଭିଯୋଗ କୁ ନେଇ ଦିଲ୍ଲୀ ପୋଲିସ ବର୍ଷା ଙ୍କୁ ନମନ କରିଥିଲା ,

Varsha

ତେବେ ବର୍ଷା ଏବଂ ତାଙ୍କ ମାଆ ଏବଂ ତାଙ୍କ ସହ ତାଙ୍କର ଝିଆରି କୁ ଦିଲ୍ଲୀ ରେ ଯାଇ ତାଙ୍କର ମନ୍ତବ୍ୟ ଦେବାକୁ ନମନ କରାଯାଇଥିଲା , ତେବେ ଘଟଣା ରେ କୁହାଯାଇଛି କି ବର୍ଷା ଙ୍କ ସହ ତାଙ୍କର ମାଆ ଏବଂ ତାଙ୍କର ଝିଆରି ଉକ୍ତ ସାସଂଦ ର ଜଣେ ସୁଜିତ ଦୋଳାଇ ନାମକ ବ୍ୟକ୍ତି ଙ୍କୁ ତାଙ୍କର ଜାତି ନେଇ କିଛି କଥା ଆକ୍ଷେପ କରିଛନ୍ତି ,

ତେଣୁ ଏ ନେଇ ବର୍ଷା ଙ୍କ ସମେତ ତାଙ୍କ ମାଆ ଏବଂ ଝିଆରି ଙ୍କ ବିରୋଦ୍ଧ ରେ ଆଇପିସିର ରହିଥିବା 506 ଧାରା ଯାହାକି ଧମକ ଦେବା ଅଭିଯୋଗ ଏବଂ ଏସିଏସଟି ର ରହିଥିବା ଧାରା 31ଏସ ଏବଂ 31 ଆର ଧାରା ଅନୁସାରେ ବର୍ଷା ଙ୍କ ତାଙ୍କ ମାଆ ଏବଂ ଝିଆରି ଙ୍କୁ ଗିରଫ କରାଯିବାର ବୋଲି ଜଣା ପଡିଛି ।

Varsha 1

ତେଣୁ ଏ ନେଇ ବର୍ଷା ଙ୍କ ସମେତ ତାଙ୍କ ମାଆ ଏବଂ ଝିଆରି ଙ୍କ ଆଜି ହାଇକୋର୍ଟ କୁ ଜାଇ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି , ତେବେ ବର୍ଷା ଙ୍କ କହିବାର ବୟାନ ରେ ଅନୁମାନ କରାଯାଉଛି କି ତାଙ୍କ ମାଆ ଜଣା ବୃଦ୍ଧା ମହିଳା ଏବଂ ତାଙ୍କର ଦେହ ଅସୁସ୍ଥ ରହୁଛି , ତେଣୁ ଏ ନେଇ ବର୍ଷା ଆଗୁଆ ଜାମିନ ପାଇଁ ହାଇକୋର୍ଟ ରେ ଆଗିଆ ଜାମିନ ପାଇଁ ଆବେଦନ କରିଥିବାର ଜଣାପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ