ପୁଣି ପ୍ରେମିକା କୁ ମା-ରି ଫ୍ରିଜ ଭିତରେ ରଖିଲା ପ୍ରେମିକ !!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଥରେ ଫ୍ରିଜ ଭିତରେ ପ୍ରେମିକା ର ମୃ-ତ ଦେହ । ପୁଣି ବର୍ବ ଲୋଞ୍ଚିତ ଲୋମ ହର୍ଷଣ କାରୀ ଏବଂ ଛାତି ଥରା ହ-ତ୍ୟା କାଣ୍ଡ । ଦିଲ୍ଲୀ ର ବହୁ ଚର୍ଚ୍ଚିତ ଶ୍ରଦ୍ଧା ଏବଂ ୱାଲକର ଙ୍କର ଚର୍ଚ୍ଚା ଥମି ନଥିବା ବେଳେ ପୁଣି ଥରେ ସାମ୍ନାକୁ ଆସିଛି ଏମିତି ଏକ ଘଟଣା । ମୋବାଇଲ ଚାର୍ଜାର କେବୁଲ ରେ ପ୍ରେମିକା ର ତଣ୍ଟିଚିପି ହ-ତ୍ୟା କରିଛି ପ୍ରେମିକ । ଏହା ପରେ ଫ୍ରୀରେ ଲୁଚେଇ ଥିଲା ମୃ-ତ ଦେହ ।

ବର୍ତମାନ ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ର ବିଷୟ ହୋଇଛି । ଦିଲ୍ଲୀ ର ନଜବ ଗଡ ର ମିତ୍ରାୱ ଗାଁ ରେ ଘଟିଛି ଏହି ଘଟଣା । ମୃ-ତକ ଜଣଙ୍କ 22 ବର୍ଷିଆ ନିକି ଜାତ ବୋଲି ଜଣା ପଡିଛି । ନିକିଙ୍କ ପୁରୁଷ ବନ୍ଧୁ 24 ବର୍ଷିୟ ସାହିଲ କେରେଟ ଙ୍କୁ ପୋଲିସ ଏବେ ଗିରୋଫ କରି କୋର୍ଟ ଚାଲାଣ କରିଥିବାର ଏବେ ଜଣା ପଡିଛି ।

lover

ନିକିଙ୍କ ଗତ ଫେ଼ବୃଆରୀ 9 କିମ୍ବା 10 ତାରିଖ ରାତିରେ ହ-ତ୍ୟା କରାଜାଇ ଥିବାର ଜଣା ପ଼ଡିଛି । ଗାର୍ଡ ଭିତରେ ତାଙ୍କୁ ଅତି ନିର୍ମମ ଭାବେ ହ-ତ୍ୟା କରିଥିଲା ସାହିଲ ମୋବାଇଲ ଚାର୍ଜାର କେବୁଲ ରେ ପ୍ରେମିକା ର ତଣ୍ଟିଚିପି ହ-ତ୍ୟା କରିଥିବା ପ୍ରଥମିକ ଭାବେ ଜଣା ପଡିଛି ।

ତେବେ ଏମିତି ଘଟଣା କରିବା ପରେ ଅଭିଯୁକ୍ତ ଚଳାଉଥିବା ଏକ ଢାବାର ଫ୍ରୀଜ୍ ରେ ମୃ-ତ ଦେହକୁ ଲୁଚେଇ ରଖିଥିଲା । ପରେ ଘରକୁ ଫେରି ଅନ୍ୟ ଜଣେ ଯୁବତୀ ଙ୍କୁ ବିବାହ ବି କରିଥିଲା । ନିକି ଜାଦବ ନିଖୋଜ ନେଇ ପରିବାର ଲୋକ ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଏମିତି ଭାବେ ମୃ-ତ ଦେହକୁ ଢାବାରୁ ପାଇଥିଲା । ଏବଂ ଏବେ ସାହିଲ କୁ ପୋଲିସ କୋର୍ଟ ଚାଲାଣ କରିଥିବାର ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *