ପୁଣି ଭୟଙ୍କର ରୂପ ନେଇ ଆସିଲା କୋ-ରନା ରାଜ୍ୟ ରେ ଦୃତ ଗତି ରେ ବୃଦ୍ଧି ପାଉଛି କୋରନା ସଂଙ୍କ୍ରମଣ ।

corona

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି କାୟ ବିସ୍ତାର କଲା କରୋନା । ବନ୍ଦ ହେଲା ଇଲକ୍ଟ୍ରୋନିକ ମାର୍କେଟ । ଚାଇନାରେ ଏବେ ପୁଣି ସଂକ୍ରମଣ ଭୟ । ଚୀନରେ ପୁଣି ଚିନ୍ତା ବଢାଇଲା କରୋନା । ପୁଣି ଝାଡିଲା ସଂକ୍ରମଣ ଭୟ । ଚାଇନାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏକ୍ ଦୃଷ୍ଟି ରୁ କିଶୋର କାର୍ ସେନଜନର ଗୁଆକିଙ୍ଗବେଇ ସ୍ଥିତ ବିଶ୍ୱର ସବୁଠୁ ବଡ ଇଲେକ୍ଟ୍ରୋନିକ ରିଟେଲ୍ ମାର୍କେଟ କୁ ୪ଦିନ ପାଇଁ ଲକ ଡାଉନ କରବାପାଇଁ ସ୍ଥିର କରିଛନ୍ତି ।

ସାଇଜ ଚାଇନା , ମନିପୋଷ୍ଟର, ସୂଚନା ଅନୁଯାୟୀ ଗୁଆକିଙ୍ଗବେଇ ରେ ସେନସେନ ସରକାର ବ୍ୟବସାୟୀକ ଗତିବିଧି ସଞ୍ଚାଳନ କରୁଣା ଗତିବିଧିକୁ ଦୃଷ୍ଟି ରେ ରଖି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀ କୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟାପକ ଶ୍ରୁଙ୍ଖଳାର ଏହା ଗୋଟିଏ ଅଂଶ । ଅନ୍ୟପଟେ ଇଲେକ୍ଟ୍ରୋନିକ ମାର୍କେଟ ୪ ଦିନ ବନ୍ଦ ହେବା ଯୋଗୁ ସାରା ବିଶ୍ୱରେ ଇଲେକ୍ଟ୍ରୋନିକ ଆଇଟମ ସପଲାଇରେ ପ୍ରଭାବିତ ହେବ ।

corona

ହୁଇକେଙ୍ଗଏଇ ଜିଲ୍ଲା ଏକ ବଡ ଇଲେକ୍ଟ୍ରୋନିକ ସରଭିସ କେନ୍ଦ୍ର ଅଟେ । ସୋମବାର ଠାରୁ ଏହାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଗୁରୁବାର ପର୍ଯ୍ୟନ୍ତ ବନ୍ଦ ରହିବ । ସରକାର ସୁପର ମାର୍କେଟ , ରେସଣ୍ଟୁରାଣ୍ଟ ଓ ମେଡିକାଲକୁ ବାଦ୍ ଦେଇ ଅନ୍ୟ ସମସ୍ତ ବ୍ୟବସାୟ ଓ ସଂସ୍ଥା କୁ ବାଦ୍ ଦେଇ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେସଣ୍ଟୁରାଣ୍ଟ ରୁ ଖାଦ୍ୟ କେବଳ ପାରସଲ କରିବାକୁ କୁହାଯାଇଛି ।

ଏପଟେ ସମସ୍ତ ଡାଇନିଂ ସେବାକୁ ନିଲମ୍ବିତ କରାଯାଇଛି । ଅନ୍ୟପଟେ ଲୁଅଗରେ ଭୋଷ୍ ଇଉ ୱାନ୍, ଲୁନ୍ ହୁଁ, ଶୁଙ୍ଗଗ କୋପ ଜିଲ୍ଲାରେ ସଂପୂର୍ଣ୍ଣ ଭାବେ ଲକ ଡାଉନ ଲଗାଇ ଦିଆଯାଇଛି । କେତେକ ସ୍ଥାନରେ ସ୍କୁଲ ବନ୍ଦ କରାଯାଇ ଅନଲାଇନ କ୍ଲାସ ଆରମ୍ଭ କରାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *