ପୁଣି ବାହା ହେବେ ଅନୁଭବ ମହାନ୍ତି ସେ ବାହାଘର ଥିଲା ମିଛ |

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ଅନୁଭବ ପ୍ରକୃତ ରେ ବିବାହ କରିଥିଲେ ଓଲିଉଡ ର ଜଣେ ଜଣାଶୁଣା ଲୋକପ୍ରିୟ ହିରୋଇନ ବର୍ଷା ପ୍ରିୟଦର୍ଶିନୀ କୁ । ଆଉ ବେଶ୍ କିଛି ବର୍ଷ ହେବ ଦେଖିବାକୁ ମିଳୁଛି କି ଦୁହିଁଙ୍କ ମଧ୍ୟ ରେ ସମ୍ପର୍କ ଆଉ ଠିକ୍ ନାହିଁ । ଦୁହିଁଙ୍କର ଛାଡପତ୍ର ନେଇ ବିବାହ ବନ୍ଧନରୁ ମୁକ୍ତ ହେବା ଚାହୁଁଥିବାର କଥା ଉଠୁଥିବା ବେଳେ ଅନୁଭବଙ୍କର ଆସୁଥିବା ନୂଆ ଫିଲ୍ମର ନାମ ଲଭ୍ ଇନ ଲଣ୍ଡନରେ ସେହିଭଳି କିଛି ଅନୁଭବଙ୍କର ବାସ୍ତବିକ ଜୀବନକୁ ନେଇ କିଛି କଥା ଦେଖିବାକୁ ମିଳିଥିଲା ।

ଏ ଭିଡିଓ ରେ ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ଅନୁଭବ ତାଙ୍କ ସ୍ତ୍ରୀ କୁ ବାର ବ୍ରତ କରିବାକୁ ମନା କରୁଛନ୍ତି । କାରଣ ଅନୁଭବ ବେଶ୍ ଭଲ ଭାବରେ ଜାଣିଛନ୍ତି କି ଯାହା ବି ସବୁ କରିଛନ୍ତି ତାଙ୍କ ସ୍ତ୍ରୀ ଅନୁଭବ ପାଇଁ ସେ ସବୁ ମିଛ ଅଟେ । ଅଗ୍ନିକୁ ସାଖି ରଖି ବିବାହ କରିବା କଥା ମଧ୍ୟ ମିଛ ଅଟେ । ସାତ କଳସ ଆଠ ଦୀପକୁ ସାଖି ରଖି ଜନ୍ମ ଜନ୍ମ କୁ ସାଥି ହୋଇ ରହିବା କଥା ମଧ୍ୟ ମିଛ ।

anubhav 1

ଏସବୁ ମିଛ ବାହାନା ପଛର କେବଳ ଗୋଟିଏ ମାତ୍ର ସତ ରହିଛି ତାହା ହେଉଛି ଏହି ବିବାହ ଏଗ୍ରିମେଣ୍ଟ ଅଟେ । ଯେଉଁଥି ପାଇଁ ଅନୁଭବ ତାଙ୍କ ସ୍ତ୍ରୀ ସୋନାଙ୍କୁ ଏହିଭଳି ସାବିତ୍ରୀ ବ୍ରତ କରି ସ୍ୱାମୀଙ୍କ ଶୁଭ ମନାଶିଲା ଭଳି ଛଳନା ନକରିବା ପାଇଁ ମଧ୍ୟ କହିଛନ୍ତି ଦେଖିବାକୁ ମିଳିଛି । ଭାଇରାଲ ହେଉଥିବା ଏହି ଭିଡିଓଟି ରେ ଆଉ ଅନୁଭବଙ୍କର ଏଭଳି କିଛି ଫିଲ୍ମର କିଛି ସିନ୍ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯାହା ଚର୍ଚ୍ଚା ର ବିଷୟ ପାଲଟିଛି ।

ଅନେକ ପ୍ରକାରର ଭିଡିଓ ମଧ୍ଯରୁ ଅନୁଭବଙ୍କର କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଆଉ ଯେଉଁଠି ଅନୁଭବ ନିଜର ବାହାଘରକୁ ଅସ୍ୱୀକାର କରୁଛନ୍ତି ବୋଲି କହୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଉପରକୁ ସତ ବାହାଘର ଦେଖାଯାଉଥିବା ତାହା ସତ ନୁହେଁ ତାହା ଗୋଟିଏ ଛଳନା । ଆଉ କାଗଜରେ ଲେଖା ଯାଇଥିବା ଗୋଟିଏ ଏଗ୍ରିମେଣ୍ଟ ବୋଲି କୁହାଯାଉଅଛି ।

ଆଉ ଏଥିରେ ମିଛରେ ସ୍ତ୍ରୀ ଧର୍ମ ପାଳନ କରିବାକୁ ମନା କରିଛନ୍ତି ଅନୁଭବ ମହାନ୍ତି । ଏହି ଭିଡିଓ ରେ ସବୁ ଦେଖା ଦେଇଛି । ପୁଣିଥରେ ସେ ଫିଲ୍ମରେ ବିବାହ କରିଛନ୍ତି । ଫିଲ୍ମରେ କିଭଳି ଭାବରେ ସ୍ତ୍ରୀ କୁ ସାବିତ୍ରୀ ବ୍ରତ ଠାରୁ ଯେକୌଣସି ବ୍ରତ କରୁଛନ୍ତି ତାହା କରିବାକୁ ମନା କରୁଛନ୍ତି ଆଉ କହୁଛନ୍ତି ଯେ ସେସବୁ ବାହାନା ଆଉ ସବୁ ଏଗ୍ରିମେଣ୍ଟ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ